୧୫ କିଲୋମିଟର ପାଇଁ ୪,୩୦୦ ଟଙ୍କା ଅଟୋ ଭଡ଼ା ଗଣିଲେ

ପୁଣେ: ୧୫ କିଲୋମିଟରର ଯାତ୍ରା ପାଇଁ ବେଙ୍ଗାଲୁରୁର ଜଣେ ଯୁବକଙ୍କୁ ୪୩୦୦ ଟଙ୍କା ଗଣିବାକୁ ପଡ଼ିଛି। ଆପଣଙ୍କୁ ବିଶ୍ୱାସ ନ ହେଉଥିଲେ ମଧ୍ୟ ଏହି ଘଟଣା ସତ। ବେଙ୍ଗାଲୁରୁର ଏହି ଯୁବକ ପୁଣେର କଟ୍‌ରାଜ୍‌ରୁ ୟେରୱାଡ଼ା ଯିବା ପାଇଁ ଏହି ଅଟୋର ସହାୟତା ନେଇଥିଲେ। ଏହି ରାସ୍ତା ମୋଟ ୧୪.୫ ବା ୧୫ କିଲୋମିଟର ହେବ ବୋଲି ଅନୁମାନ କରାଯାଉଛି। କଟ୍‌ରାଜ୍‌ରୁ ୟେରୱାଡ଼ା ପହଞ୍ଚିବାପାଇଁ ୪୭ ମିନିଟ୍‌ ଲାଗିଥାଏ। ମିଳିଥିବା ସୂଚନା ଅନୁଯାୟୀ, ଏହି ଯୁବକ କୌଣସି […]

auto

auto

Subrat Kumar Nayak
  • Published: Tuesday, 24 September 2019
  • Updated: 24 September 2019, 05:26 PM IST

Sports

Latest News

ପୁଣେ: ୧୫ କିଲୋମିଟରର ଯାତ୍ରା ପାଇଁ ବେଙ୍ଗାଲୁରୁର ଜଣେ ଯୁବକଙ୍କୁ ୪୩୦୦ ଟଙ୍କା ଗଣିବାକୁ ପଡ଼ିଛି। ଆପଣଙ୍କୁ ବିଶ୍ୱାସ ନ ହେଉଥିଲେ ମଧ୍ୟ ଏହି ଘଟଣା ସତ।

ବେଙ୍ଗାଲୁରୁର ଏହି ଯୁବକ ପୁଣେର କଟ୍‌ରାଜ୍‌ରୁ ୟେରୱାଡ଼ା ଯିବା ପାଇଁ ଏହି ଅଟୋର ସହାୟତା ନେଇଥିଲେ। ଏହି ରାସ୍ତା ମୋଟ ୧୪.୫ ବା ୧୫ କିଲୋମିଟର ହେବ ବୋଲି ଅନୁମାନ କରାଯାଉଛି। କଟ୍‌ରାଜ୍‌ରୁ ୟେରୱାଡ଼ା ପହଞ୍ଚିବାପାଇଁ ୪୭ ମିନିଟ୍‌ ଲାଗିଥାଏ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଯୁବକ କୌଣସି ଏକ କାମରେ ପୁଣେ ଯାଥିଲେ। ସକାଳ ୫ଟାରେ ସେ ବସ୍‌ରୁ କଟ୍‌ରାଜ୍‌ଠାରେ ଓହ୍ଲାଇଥିଲେ। ସେ କ୍ୟାବ୍‌ ପାଇଁ ପ୍ରୟାସ କରିଥିଲେ ମଧ୍ୟ ଏହା ସମ୍ଭବପର ନ ହେବାରୁ ଅଟୋରିକ୍‌ସା ନେଇଥିଲେ। ସେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ମିଟରରେ ଭଡ଼ାର ପରିମାଣ ଦେଖି ମୁଣ୍ଡରେ ହାତ ଦେଇଥିଲେ।

ଅଟୋ ଡ୍ରାଇଭର କହିଥିଲା, ସହରକୁ ଆସିବା ପାଇଁ ଏବଂ ସହରରୁ ଯିବା ପାଇଁ ପ୍ରଥମେ ୬୦୦ ଟଙ୍କା ଦେବାକୁ ହୁଏ। ବାକି ଭଡ଼ା ଅଟୋ ବାବଦକୁ। ଶେଷରେ ଏହି ଯୁବକ କାନ ମୁଣ୍ଡ ଆଉଁସି ଭଡ଼ା ଗଣିବାକୁ ବାଧ୍ୟ ହୋଇଥିଲେ। ସେ ପରେ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story