ଉଡାଣର କିଛି ସମୟ ପରେ ଜଳିଗଲା ବିମାନ: ୧୦୦ରୁ ଅଧିକଙ୍କ ମୃତ୍ୟୁ ଆଶଙ୍କା

ହୱାନା: କ୍ୟୁବାରେ ବୋଇଙ୍ଗ ୩୭୭ କ୍ରାସ୍‌ ହୋଇ ୧୦୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ବିମାନରେ ୧୦୫ ଯାତ୍ରୀ ଓ ୯ ଜଣ କ୍ରୁ ମେମ୍ବରକୁ ମିଶାଇ ମୋଟ ୧୧୪ ଜଣ ଥିଲେ। ଏମାନଙ୍କ ମଧ୍ୟରେ ୫ ଜଣ ପିଲା ଥିଲେ। ଦୁର୍ଘଟଣା ଖବର ମିଳିବା ପରେ ରାଷ୍ଟ୍ରପତି ମିଗେଲ ଡିୟାଜ କନେଲ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ବିମାନଟି ଉଡାଣ ଆରମ୍ଭ କରିବାର […]

Cuba

Cuba

Rakesh Mallick
  • Published: Saturday, 19 May 2018
  • Updated: 19 May 2018, 06:47 AM IST

Sports

Latest News

ହୱାନା: କ୍ୟୁବାରେ ବୋଇଙ୍ଗ ୩୭୭ କ୍ରାସ୍‌ ହୋଇ ୧୦୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ବିମାନରେ ୧୦୫ ଯାତ୍ରୀ ଓ ୯ ଜଣ କ୍ରୁ ମେମ୍ବରକୁ ମିଶାଇ ମୋଟ ୧୧୪ ଜଣ ଥିଲେ। ଏମାନଙ୍କ ମଧ୍ୟରେ ୫ ଜଣ ପିଲା ଥିଲେ।

ଦୁର୍ଘଟଣା ଖବର ମିଳିବା ପରେ ରାଷ୍ଟ୍ରପତି ମିଗେଲ ଡିୟାଜ କନେଲ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ।

ବିମାନଟି ଉଡାଣ ଆରମ୍ଭ କରିବାର କିଛି ସମୟ ପରେ ଦୁର୍ଘଟଣା ଗ୍ରସ୍ତ ହୋଇ ଜଳିଯିବା ସହ ତଳେ ପଡ଼ି ଯାଇଥିଲା। ବିମାନଟି ହୱାନାରୁ ହୋଲ୍‌ଗୋଇନ ଯାଉଥିଲା। ମେକ୍ସିକୋର ଏକ ଚାରିଟି କମ୍ପାନୀ ‘ଦମୋଝା’ର ଏହି ବିମାନଟିକୁ କ୍ୟୁବା ସରକାର ଲିଜ୍‌ରେ ନେଇ ଚଲାଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos