ରାଜଧାନୀର ୫୬% ଲୋକଙ୍କ ଶରୀରରେ କରୋନା ଆଣ୍ଟିବଡି

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ମୋଟ ଜନସଂଖ୍ୟାର ଅଧାରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇ ଆରୋଗ୍ୟ ଲାଭ କରିଛନ୍ତି। ଏହି କାରଣରୁ ସେମାନଙ୍କ ଶରୀରରେ କରୋନାକୁ ମାତ୍‌ ଦେଇ ପାରୁଥିବା ଆଣ୍ଟିବଡି ବିକଶିତ ହୋଇ ସାରିଛି। ୫ମ ସେରୋଲଜିକାଲ ସର୍ଭେ ବେଳେ ରାଜଧାନୀରୁ ଏଭଳି ଖବର ଆସିଥିବା ଦିଲ୍ଲୀ ସରକାର କହିଛନ୍ତି। ସର୍ଭେରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଦିଲ୍ଲୀବାସୀଙ୍କ ଶରୀରରେ ହର୍ଡ ଇମ୍ୟୁନିଟି ବୃଦ୍ଧି ପାଇଛି। ତଥାପି ଲୋକଙ୍କୁ କରୋନା ଭାଇରସ ବିରୋଧରେ […]

s

s

Hemant Lenka
  • Published: Tuesday, 02 February 2021
  • Updated: 02 February 2021, 05:46 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ମୋଟ ଜନସଂଖ୍ୟାର ଅଧାରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇ ଆରୋଗ୍ୟ ଲାଭ କରିଛନ୍ତି। ଏହି କାରଣରୁ ସେମାନଙ୍କ ଶରୀରରେ କରୋନାକୁ ମାତ୍‌ ଦେଇ ପାରୁଥିବା ଆଣ୍ଟିବଡି ବିକଶିତ ହୋଇ ସାରିଛି। ୫ମ ସେରୋଲଜିକାଲ ସର୍ଭେ ବେଳେ ରାଜଧାନୀରୁ ଏଭଳି ଖବର ଆସିଥିବା ଦିଲ୍ଲୀ ସରକାର କହିଛନ୍ତି।

ସର୍ଭେରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଦିଲ୍ଲୀବାସୀଙ୍କ ଶରୀରରେ ହର୍ଡ ଇମ୍ୟୁନିଟି ବୃଦ୍ଧି ପାଇଛି। ତଥାପି ଲୋକଙ୍କୁ କରୋନା ଭାଇରସ ବିରୋଧରେ ଚାଲିଥିବା ଲଢ଼େଇକୁ ଜାରି ରଖିବାକୁ ପଡ଼ିବ ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି।

ସେ ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଦିଲ୍ଲୀରେ ୫ମ ଥର ପାଇଁ ସେରୋଲଜିକାଲ ସର୍ଭେ ଶେଷ ହୋଇଛି। ଏହି ସମୟରେ ଦିଲ୍ଲୀର ୫୬.୧୩% ଲୋକଙ୍କ ଶରୀରରେ କରୋନାକୁ ମାତ ଦେଇପାରୁ ଥିବା ଆଣ୍ଟିବଡି ବିକଶିତ ହୋଇଥିବା ଜଣାପଡ଼ିଛି। ଦେଶର ଯେକୌଣସି ରାଜ୍ୟ ତୁଳନାରେ ଦିଲ୍ଲୀରେ ସବୁଠାରୁ ବଡ଼ ସେରୋଲଜିକାଲ ସର୍ଭେ କରାଯାଇଥିଲା।

ସର୍ଭେ ବେଳେ ୨୮ ହଜାର ଲୋକଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ଜାନୁଆରୀ ୧୫ରୁ ୨୩ ଯାଏ ଏହି ସର୍ଭେ ଦିଲ୍ଲୀର ବିଭିନ୍ନ ପ୍ରାନ୍ତରେ କରାଯାଇଥିଲା। ସେରୋଲଜିକାଲ ସର୍ଭେରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ବର୍ତ୍ତମାନ ଦିଲ୍ଲୀ ପ୍ରାୟତଃ କୋଭିଡକୁ ପରାସ୍ତ କରି ସାରିଛି। ତଥାପି ଆମକୁ ଆଉ କିଛି ଦିନ ସତର୍କ ରହିବାକୁ ପଡ଼ିବ।

ଦିଲ୍ଲୀର ଉତ୍ତର ଭାଗରେ ଥିବା ଜିଲ୍ଲାର ୪୯% ଲୋକଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଛି। ସେହିପରି ଦକ୍ଷିଣପୂର୍ବ ଦିଲ୍ଲୀର ୬୨.୧୮% ଲୋକଙ୍କ ଶରୀରରେ ଆଣ୍ଟିବଡି ଡେଭଲପ କରିଛି। ଖାଲି ସେତିକି ନୁହେଁ, ଦିଲ୍ଲୀରେ ଦୈନିକ ସଂକ୍ରମଣ ୨୦୦ ତଳକୁ ଖସିଛି। ସେହିପରି ପଜିଟିଭ ହାର ମଧ୍ୟ କ୍ରମାଗତ ହ୍ରାସ ପାଉଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story