ଲଣ୍ଡନରେ ଭାରତୀୟଙ୍କୁ ହତ୍ୟା ପଛରେ ପାକ୍‌ ନାଗରିକ!

ହାଇଦ୍ରାବାଦ: କିଛି ଦିନ ତଳେ ହାଇଦ୍ରାବାଦରୁ ଯାଇ ଲଣ୍ଡନରେ କାମ କରୁଥିବା ଭାରତୀୟ ଯୁବକ ନଦ୍ଦୀମୁଦ୍ଦିନ ହମିଦ ମହମ୍ମଦଙ୍କୁ ହତ୍ୟା କରାଯାଇଥିଲା। ଏହି ଭାରତୀୟ ଯୁବକଙ୍କ ହତ୍ୟାକାଣ୍ଡରେ ପୁଲିସ ଜଣେ ପାକିସ୍ତାନ ନାଗରିକଙ୍କୁ ଗିରଫ କରିଛି। ମେ’ ୮ ତାରିଖରେ ପାକିସ୍ତାନ ନାଗରିକ ଅକିବ୍‌ ପରଭେଜ୍‌ ଛୁରୀ ଭୁସି ମହମ୍ମଦଙ୍କୁ ହତ୍ୟା କରିଥିବା ପୁଲିସ୍‌ କହିଛି। ମହମ୍ମଦ ଓ ପରଭେଜ୍‌ ଲଣ୍ଡନର ଗୋଟିଏ ସ୍ଥାନରେ କାମ କରୁଥିଲେ। ମହମ୍ମଦ ମ୍ୟାନେଜର ଥିବା ବେଳେ ପରଭେଜ୍‌ ତାଙ୍କ ଅଧୀନରେ […]

sa

sa

Hemant Lenka
  • Published: Sunday, 12 May 2019
  • Updated: 12 May 2019, 04:50 PM IST

Sports

Latest News

ହାଇଦ୍ରାବାଦ: କିଛି ଦିନ ତଳେ ହାଇଦ୍ରାବାଦରୁ ଯାଇ ଲଣ୍ଡନରେ କାମ କରୁଥିବା ଭାରତୀୟ ଯୁବକ ନଦ୍ଦୀମୁଦ୍ଦିନ ହମିଦ ମହମ୍ମଦଙ୍କୁ ହତ୍ୟା କରାଯାଇଥିଲା। ଏହି ଭାରତୀୟ ଯୁବକଙ୍କ ହତ୍ୟାକାଣ୍ଡରେ ପୁଲିସ ଜଣେ ପାକିସ୍ତାନ ନାଗରିକଙ୍କୁ ଗିରଫ କରିଛି। ମେ’ ୮ ତାରିଖରେ ପାକିସ୍ତାନ ନାଗରିକ ଅକିବ୍‌ ପରଭେଜ୍‌ ଛୁରୀ ଭୁସି ମହମ୍ମଦଙ୍କୁ ହତ୍ୟା କରିଥିବା ପୁଲିସ୍‌ କହିଛି।

ମହମ୍ମଦ ଓ ପରଭେଜ୍‌ ଲଣ୍ଡନର ଗୋଟିଏ ସ୍ଥାନରେ କାମ କରୁଥିଲେ। ମହମ୍ମଦ ମ୍ୟାନେଜର ଥିବା ବେଳେ ପରଭେଜ୍‌ ତାଙ୍କ ଅଧୀନରେ କାମ କରୁଥିଲା। କିନ୍ତୁ କାମରେ ଖରାପ ପ୍ରଦର୍ଶନ ଯୋଗୁ ପରଭେଜ୍‌ଙ୍କୁ କମ୍ପାନୀରୁ ୨ ସପ୍ତାହ ତଳେ ବରଖାସ୍ତ କରାଯାଇଥିଲା। ଏହି କାରଣ ଯୋଗୁ ମେ’ ୮ରେ ସେ ମହମ୍ମଦଙ୍କୁ ହତ୍ୟା କରିଥିଲା ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

ମହମ୍ମଦ ଦୀର୍ଘ ୬ ବର୍ଷ ହେଲା ହାଇଦ୍ରାବାଦ୍‌ରୁ ଯାଇ ଲଣ୍ଡନର ଟେସ୍କୋ ସୁପରମାର୍କେଟରେ ଥିବା ଏକ ମଲ୍‌ରେ କାର୍ଯ୍ୟ କରୁଥିଲେ। ବୁଧବାର ବିଳମ୍ବିତ ରାତିରେ ତାଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିଲା। ମହମ୍ମଦଙ୍କ ଗର୍ଭବତୀ ପତ୍ନୀ ୨୫ ଦିନ ତଳେ ସ୍ୱାମୀଙ୍କ ସହ ରହିବାକୁ ଲଣ୍ଡନ ଯାଇଥିଲେ। ଏବେ ସେ ସେଠାରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story