ଭାରତକୁ ଆତଙ୍କବାଦୀ ଓ ଅସ୍ତ୍ରଶସ୍ତ୍ର ପଠାଇବାକୁ ଜୋରଦାର ଉଦ୍ୟମ କରୁଛି ପାକିସ୍ତାନ, କିନ୍ତୁ…

ନୂଆଦିଲ୍ଲୀ: ଭାରତ ବିରୋଧରେ ପାକିସ୍ତାନ ଚଳାଇଥିବା ନିୟମିତ ଷଡ଼ଯନ୍ତ୍ର ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ। ଶୀତ ଆସିବା ପୂର୍ବରୁ ପାକିସ୍ତାନ ଆତଙ୍କବାଦୀ ଓ ଅସ୍ତ୍ରଶସ୍ତ୍ର ଭାରତକୁ ପଠାଇବାକୁ ଜୋରାଦାର ଉଦ୍ୟମ କରୁଛି। ତେବେ ପାକିସ୍ତାନ ଚଳାଇଥିବା ଏହି ସାଂଘାତିକ ଷଡ଼ଯନ୍ତ୍ରକୁ ଭାରତୀୟ ସେନା ଭଣ୍ଡୁର କରିବାରେ ଲାଗିଛି। ଏଥିସହ ଏହି ଉଦ୍ୟମର ଜୋରଦାର ଜବାବ ମଧ୍ୟ ଭାରତୀୟ ସେନା ପକ୍ଷରୁ ଦିଆଯାଉଛି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, […]

u

u

Hemant Lenka
  • Published: Thursday, 15 October 2020
  • Updated: 15 October 2020, 08:53 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ବିରୋଧରେ ପାକିସ୍ତାନ ଚଳାଇଥିବା ନିୟମିତ ଷଡ଼ଯନ୍ତ୍ର ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ। ଶୀତ ଆସିବା ପୂର୍ବରୁ ପାକିସ୍ତାନ ଆତଙ୍କବାଦୀ ଓ ଅସ୍ତ୍ରଶସ୍ତ୍ର ଭାରତକୁ ପଠାଇବାକୁ ଜୋରାଦାର ଉଦ୍ୟମ କରୁଛି।

ତେବେ ପାକିସ୍ତାନ ଚଳାଇଥିବା ଏହି ସାଂଘାତିକ ଷଡ଼ଯନ୍ତ୍ରକୁ ଭାରତୀୟ ସେନା ଭଣ୍ଡୁର କରିବାରେ ଲାଗିଛି। ଏଥିସହ ଏହି ଉଦ୍ୟମର ଜୋରଦାର ଜବାବ ମଧ୍ୟ ଭାରତୀୟ ସେନା ପକ୍ଷରୁ ଦିଆଯାଉଛି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ପାକିସ୍ତାନ ତା’ର ପ୍ରକୃତିରେ କୌଣସି ସୁଧାର ଆଣିନାହିଁ।

ବାରମ୍ବାର ପାକିସ୍ତାନ ଆତଙ୍କବାଦୀଙ୍କୁ ସହଯୋଗୀ କରି ଭାରତରେ ଅନୁପ୍ରବେଶ କରାଇବାକୁ ଚେଷ୍ଟା କରୁଛି। ହେଲେ ଆମେ ଏଥିପାଇଁ ପ୍ରସ୍ତୁତ ରହିଛୁ। ପାକିସ୍ତାନର ସବୁ ଉଦ୍ୟମକୁ ଭଣ୍ଡୁର କରି ଉଚିତ ଜବାବ ମଧ୍ୟ ଦେଉଛୁ ବୋଲି ସେ କହିଛନ୍ତି।

ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୧୫ ମଧ୍ୟରେ ୧୭ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଖତମ କରିଛନ୍ତି। ଏମାନଙ୍କ ମଧ୍ୟରେ ୩ ଜଣ ବିଦେଶୀ ଆତଙ୍କବାଦୀ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story