ଲଦାଖ ସୀମାରେ ପାକିସ୍ତାନର ସମରସଜ୍ଜା!

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ପାକିସ୍ତାନର ଇମ୍ରାନ୍ ସରକାର ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ନକାରାତ୍ମକ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି। ଏବେ ପାକିସ୍ତାନ ସରକାର ଲଦାଖ ସୀମାନ୍ତରେ ଯୁଦ୍ଧ ବିମାନ ନିୟୋଜିତ କରିବା ଆରମ୍ଭ କରିଛନ୍ତି। ଖାଲି ଯୁଦ୍ଧ ବିମାନ ନୁହେଁ, ବିପୁଳ ସଂଖ୍ୟାରେ ସେନା ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ମଧ୍ୟ ପାକିସ୍ତାନ ପକ୍ଷରୁ ଲଦାଖ ସୀମାକୁ ଲାଗିଥିବା ସକାରଦୁ ଏୟାର ବେସ୍‌ରେ ନିୟୋଜିତ କରାଯାଇଛି। ଏହି ଖବର ମିଳିବା ପରେ […]

f

f

Hemant Lenka
  • Published: Monday, 12 August 2019
  • Updated: 12 August 2019, 03:48 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ପାକିସ୍ତାନର ଇମ୍ରାନ୍ ସରକାର ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ନକାରାତ୍ମକ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି। ଏବେ ପାକିସ୍ତାନ ସରକାର ଲଦାଖ ସୀମାନ୍ତରେ ଯୁଦ୍ଧ ବିମାନ ନିୟୋଜିତ କରିବା ଆରମ୍ଭ କରିଛନ୍ତି।

ଖାଲି ଯୁଦ୍ଧ ବିମାନ ନୁହେଁ, ବିପୁଳ ସଂଖ୍ୟାରେ ସେନା ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ମଧ୍ୟ ପାକିସ୍ତାନ ପକ୍ଷରୁ ଲଦାଖ ସୀମାକୁ ଲାଗିଥିବା ସକାରଦୁ ଏୟାର ବେସ୍‌ରେ ନିୟୋଜିତ କରାଯାଇଛି। ଏହି ଖବର ମିଳିବା ପରେ ଭାରତୀୟ ସେନା ପାକିସ୍ତାନର ସମସ୍ତ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ପାକିସ୍ତାନ ବାୟୁସେନାର ୩ଟି ସି-୧୩୦ ପରିବହନ ବିମାନରେ ପ୍ରଥମେ ଅଧିକ ସଂଖ୍ୟକ ସେନା ଓ ଯୁଦ୍ଧାସ୍ତ୍ରକୁ ଗିଲଗିଟ-ବାଲଟିସ୍ତାନରେ ଥିବା ସକାରଦୁ ଏୟାରବେସ୍‌କୁ ଅଣା ଯାଇଥିଲା। ଏବେ ଜେଏଫ୍‌-୧୭ ଯୁଦ୍ଧ ବିମାନକୁ ମଧ୍ୟ ସକରାଦୁ ଏୟାରବେସ୍‌କୁ ଅଣାଯାଇଛି।

ପାକିସ୍ତାନ କୌଣସି ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏଭଳି ସମାରସଜ୍ଜା କରୁଥିବା ସନ୍ଦେହ କରାଯାଉଛି। ଏହି ସୂଚନା ମିଳିବା ପରେ ଗୁଇନ୍ଦା ବିଭାଗଠାରୁ ଆରମ୍ଭ କରି ଭାରତୀୟ ବାୟୁ ଓ ସ୍ଥଳ ସେନା ପକ୍ଷରୁ ସକାରଦୁ ଏୟାର ବେସ୍‌ରେ କ’ଣ ହେଉଛି, ତା’ ଉପରେ ନଜର ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story