ପାକିସ୍ତାନ ଡ୍ରୋନକୁ ଗୁଳି କଲା ଭାରତ

କଚ୍ଛ: ଭାରତୀୟ ବାୟୁସେନା ବାଲାକୋଟ ଆତଙ୍କବାଦୀ କ୍ୟାମ୍ପ ଉପରେ ଆକ୍ରମଣ କରିବା ପରେ ପାକିସ୍ତାନ ମଧ୍ୟ ଏକ ଡ୍ରୋନ ଭାରତକୁ ପଠାଇଥିଲା। ତେବେ ଗୁଜରାଟର କଚ୍ଛ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଏହି ଡ୍ରୋନକୁ ଦେଖିବା ପରେ ଭାରତୀୟ ସୁରକ୍ଷାକର୍ମୀ ଏହାକୁ ଗୁଳି କରି ଖସାଇ ଦେଇଛନ୍ତି। କଚ୍ଛର ନାନଘଟାଡଠାରେ ଉକ୍ତ ପାକିସ୍ତାନ ଡ୍ରୋନ୍‌ର ଧ୍ୱଂସାବଶେଷ ମିଳିଛି। ଗାଁ ଲୋକମାନେ ସକାଳ ପ୍ରାୟ ୬ଟାରେ ପ୍ରଚଣ୍ଡ ଶବ୍ଦ ଶୁଣିଥିଲେ। ଏହାପରେ ସେମାନେ ଉକ୍ତ ସ୍ଥାନକୁ ଯିବା […]

d

d

Hemant Lenka
  • Published: Tuesday, 26 February 2019
  • Updated: 26 February 2019, 04:16 PM IST

Sports

Latest News

କଚ୍ଛ: ଭାରତୀୟ ବାୟୁସେନା ବାଲାକୋଟ ଆତଙ୍କବାଦୀ କ୍ୟାମ୍ପ ଉପରେ ଆକ୍ରମଣ କରିବା ପରେ ପାକିସ୍ତାନ ମଧ୍ୟ ଏକ ଡ୍ରୋନ ଭାରତକୁ ପଠାଇଥିଲା। ତେବେ ଗୁଜରାଟର କଚ୍ଛ ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଏହି ଡ୍ରୋନକୁ ଦେଖିବା ପରେ ଭାରତୀୟ ସୁରକ୍ଷାକର୍ମୀ ଏହାକୁ ଗୁଳି କରି ଖସାଇ ଦେଇଛନ୍ତି। କଚ୍ଛର ନାନଘଟାଡଠାରେ ଉକ୍ତ ପାକିସ୍ତାନ ଡ୍ରୋନ୍‌ର ଧ୍ୱଂସାବଶେଷ ମିଳିଛି।

ଗାଁ ଲୋକମାନେ ସକାଳ ପ୍ରାୟ ୬ଟାରେ ପ୍ରଚଣ୍ଡ ଶବ୍ଦ ଶୁଣିଥିଲେ। ଏହାପରେ ସେମାନେ ଉକ୍ତ ସ୍ଥାନକୁ ଯିବା ପରେ ଡ୍ରୋନର ଧ୍ୱଂସାବଶେଷ ଠାବ କରିଥିଲେ। ପୁଲିସ୍‌ ଏବେ ଏହି ଘଟଣାର ତଦନ୍ତ କରୁଥିବା କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story