କଶ୍ମୀର ପାଇଁ ଏକାଠି ହେବେ ସବୁ ପାକ୍‌ ରାଜନୀତିକ ଦଳ!

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏବେ ପାକିସ୍ତାନରେ ହଡ଼କମ୍ପ ସୃଷ୍ଟି ହୋଇଛି। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ସମସ୍ତ ବିରୋଧୀ ରାଜନୀତିକ ଦଳ ଇମ୍ରାନ୍‌ ସରକାରଙ୍କୁ ଟାର୍ଗେଟ କରିବା ସହ ତାଙ୍କ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦାବି କରି ଆସୁଛନ୍ତି। କିନ୍ତୁ ଏବେ ଇମ୍ରାନ୍‌ ସରକାରଙ୍କ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀ ନୂଆ ଗୋଟି ଚାଳନା ଆରମ୍ଭ କରିଛନ୍ତି। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ସବୁ ରାଜନୀତିକ ଦଳଗୁଡ଼ିକ ଏକାଠି ହୋଇ ଭାରତ […]

d

d

Hemant Lenka
  • Published: Monday, 12 August 2019
  • Updated: 12 August 2019, 05:50 PM IST

Sports

Latest News

ଇସ୍‌ଲାମାବାଦ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏବେ ପାକିସ୍ତାନରେ ହଡ଼କମ୍ପ ସୃଷ୍ଟି ହୋଇଛି। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ସମସ୍ତ ବିରୋଧୀ ରାଜନୀତିକ ଦଳ ଇମ୍ରାନ୍‌ ସରକାରଙ୍କୁ ଟାର୍ଗେଟ କରିବା ସହ ତାଙ୍କ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦାବି କରି ଆସୁଛନ୍ତି।

କିନ୍ତୁ ଏବେ ଇମ୍ରାନ୍‌ ସରକାରଙ୍କ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀ ନୂଆ ଗୋଟି ଚାଳନା ଆରମ୍ଭ କରିଛନ୍ତି। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ସବୁ ରାଜନୀତିକ ଦଳଗୁଡ଼ିକ ଏକାଠି ହୋଇ ଭାରତ ବିରୋଧରେ ଲଢ଼ିବାକୁ କୁରେଶୀ ଆଜି ଆହ୍ୱାନ ଦେଇଛନ୍ତି।

ପାକିସ୍ତାନ ଅଧିକୃତ କଶ୍ମୀରର ମୁଜାଫରବାଦରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କୁରେଶୀ କହିଛନ୍ତି, “କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ସାଧାରଣ ଲୋକ ଓ ରାଜନୀତିକ ଦଳ ଏକାଠି ହେବା ଦରକାର।

ସେମାନେ ଗୋଟିଏ ସ୍ୱରରେ ଭାରତକୁ ବିରୋଧ କରିବା ଦରକାର। ପାକିସ୍ତାନର ସମସ୍ତେ ଏକାଠି ଅଛନ୍ତି ବୋଲି ଅଗଷ୍ଟ ୧୪ରେ ଆମକୁ ପ୍ରମାଣିତ କରିବାକୁ ପଡ଼ିବ। କଶ୍ମୀର ପାଇଁ ଆମେ ସମସ୍ତେ ଅଗଷ୍ଟ ୧୪ରେ ଆମର ସ୍ୱରକୁ ଶାଣିତ କରିବାକୁ ପଡ଼ିବ। ପାକିସ୍ତାନ ଅଗଷ୍ଟ ୧୪କୁ ‘କଶ୍ମୀର ସଲିଡାରିଟି ଡେ’ ଭାବେ ପାଳନ କରିବ। ସେହିପରି ଭାରତର ସ୍ୱାଧୀନତା ଦିବସ ଅର୍ଥାତ ଅଗଷ୍ଟ ୧୫କୁ କଳାଦିବସ ଭାବେ ପାଳନ କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story