ପ୍ରୋଟୋକଲ ଭାଙ୍ଗି ଇମ୍ରାନ୍‌ ଖାନ୍‌ ତାଚ୍ଛଲ୍ୟର ଶିକାର

ବିଶକେକ୍‌: ପୁଣିଥରେ ପ୍ରୋଟୋକଲ ଭାଙ୍ଗି ସମାଲୋଚନାର ଶିକାର ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ଏଥିର ଏସ୍‌ସିଓ ସମ୍ମିଳନୀରେ ଯୋଗଦେବା ବେଳେ ଇମ୍ରାନ୍‌ ଖାନ୍‌ ଏଭଳି କରି ଲଜ୍ଜିତ ହୋଇଛନ୍ତି। କିର୍ଗିଜସ୍ତାନର ରାଜଧାନୀ ବିଶକେକ୍‌ରେ ଆୟୋଜିତ ଏସ୍‌ସିଓ ସମ୍ମିଳନୀରେ ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହ ଇମ୍ରାନ୍‌ ଖାନ୍‌ ମଧ୍ୟ ଯୋଗଦେଇଥିଲେ। ସମ୍ମିଳନୀରେ ଯୋଗଦେଇଥିବା ରାଷ୍ଟ୍ରମୁଖ୍ୟମାନଙ୍କୁ ସ୍ୱାଗତ କରିବା ପାଇଁ ଏକ ହଲ୍‌ ମଧ୍ୟକୁ ଜଣଙ୍କ ପରେ ଜଣଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି ସମୟରେ ଇମ୍ରାନ୍‌ ଖାନ୍‌ ପ୍ରଥମେ ପ୍ରବେଶ […]

w

w

Hemant Lenka
  • Published: Friday, 14 June 2019
  • Updated: 14 June 2019, 03:53 PM IST

Sports

Latest News

ବିଶକେକ୍‌: ପୁଣିଥରେ ପ୍ରୋଟୋକଲ ଭାଙ୍ଗି ସମାଲୋଚନାର ଶିକାର ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ଏଥିର ଏସ୍‌ସିଓ ସମ୍ମିଳନୀରେ ଯୋଗଦେବା ବେଳେ ଇମ୍ରାନ୍‌ ଖାନ୍‌ ଏଭଳି କରି ଲଜ୍ଜିତ ହୋଇଛନ୍ତି। କିର୍ଗିଜସ୍ତାନର ରାଜଧାନୀ ବିଶକେକ୍‌ରେ ଆୟୋଜିତ ଏସ୍‌ସିଓ ସମ୍ମିଳନୀରେ ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କ ସହ ଇମ୍ରାନ୍‌ ଖାନ୍‌ ମଧ୍ୟ ଯୋଗଦେଇଥିଲେ। ସମ୍ମିଳନୀରେ ଯୋଗଦେଇଥିବା ରାଷ୍ଟ୍ରମୁଖ୍ୟମାନଙ୍କୁ ସ୍ୱାଗତ କରିବା ପାଇଁ ଏକ ହଲ୍‌ ମଧ୍ୟକୁ ଜଣଙ୍କ ପରେ ଜଣଙ୍କୁ ନିମନ୍ତ୍ରଣ କରାଯାଇଥିଲା।

ଏହି ସମୟରେ ଇମ୍ରାନ୍‌ ଖାନ୍‌ ପ୍ରଥମେ ପ୍ରବେଶ କରିଥିଲେ। ହେଲେ ସେ ସିଧା ଆସି ନିଜ ଆସନରେ ବସି ପଡ଼ିଥିଲେ। ତାଙ୍କ ପଛରେ ଆସୁଥିବା ଭାରତ ସମେତ ବିଭିନ୍ନ ରାଷ୍ଟ୍ରର ମୁଖ୍ୟମାନେ ଭଦ୍ରାମୀ ଦୃଷ୍ଟିରୁ ନିଜ ଆସନ ନିକଟରେ ଛିଡ଼ା ହୋଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ହେଲେ ଇମ୍ରାନ୍‌ ଖାନ୍‌ ସିଧା ଆସି ନିଜ ସ୍ଥାନରେ ବସି ପଡ଼ିଥିଲେ। ଇମ୍ରାନ୍‌ଙ୍କ ରାଜନୀତିକ ଦଳ ପାକିସ୍ତାନ- ତେହେରିକ୍‌-ଇ-ଇନସାଫ୍‌(ପିଟିଆଇ) ପକ୍ଷରୁ ଜାରି ହୋଇଥିବା ଭିଡିଓରୁ ଏକଥା ସ୍ପଷ୍ଟ ହୋଇଛି। ଏହି ଘଟଣାକୁ ନେଇ ସୋଶାଲ୍‌ ମିଡିଆରେ ଇମ୍ରାନ୍‌ ଖାନ୍‌ଙ୍କୁ ସମସ୍ତେ ତାଚ୍ଛଲ୍ୟ କରିଛନ୍ତି।

ଏହାପୂର୍ବରୁ ସାଉଦି ଆରବରେ ଆୟୋଜିତ ୧୪ତମ ଓଆଇସି ସମ୍ମିଳନୀରେ ମଧ୍ୟ ଇମ୍ରାନ୍‌ ଖାନ୍‌ ପ୍ରୋଟୋକଲ ଭାଙ୍ଗିଛନ୍ତି। ଇମ୍ରାନ୍‌ ଖାନ୍‌ ଏହି ସମୟରେ ସାଉଦି ରାଜା ସଲମାନ ବିନ୍‌ ଅବୁଦୁଲାଜୀଙ୍କ ସହ କଥା ହେବାର ଥିଲା। ଇମ୍ରାନ୍‌ କିନ୍ତୁ ସଲମାନଙ୍କ ସହ କଥା ହେବା ପରିବର୍ତ୍ତେ ତାଙ୍କ ଟ୍ରାନ୍ସଲେଟରଙ୍କ ସହ କଥା ହୋଇ ଚାଲିଯାଇଥିଲେ।

ପ୍ରକୃତରେ ଇମ୍ରାନ୍‌ କ’ଣ କହୁଛନ୍ତି, ସେକଥା ଟ୍ରାନ୍ସଲେଟର ଜଣଙ୍କ ସାଉଦି ଭାଷାରେ ରାଜା ସଲମାନଙ୍କୁ କହିଥାଆନ୍ତି। ହେଲେ ଇମ୍ରାନ୍‌ କହିଥିବା କଥା ଟ୍ରାନ୍ସଲେଟର ଜଣଙ୍କ ସଲମାନଙ୍କୁ ବୁଝାଇ କହିବା ପୂର୍ବରୁ ଇମ୍ରାନ୍‌ ଉକ୍ତ ସ୍ଥାନ ଛାଡ଼ି ଚାଲିଯାଇଥିଲେ।

https://twitter.com/i/status/1139203005847363585

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story