ନୋବେଲ୍‌ ପାଇଁ ଇମ୍ରାନ୍‌ଙ୍କ ଇଚ୍ଛା ନାହିଁ

ଇସ୍‌ଲାମାବାଦ: ତଥାକଥିତ ଶାନ୍ତିର ବାର୍ତ୍ତା ଦେଇ ଅନ୍ୟ ପଟେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ କିଛି ଲୋକ ନୋବେଲ୍‌ ଶାନ୍ତି ପୁରସ୍କାର ଦେବାକୁ ଦାବି କରିଛନ୍ତି। ଇମ୍ରାନ୍‌ ଭିତରେ ଭିତରେ ଏଥିପାଇଁ ଇଚ୍ଛା ପ୍ରକାଶ କରୁଥିଲେ ହେଁ ସର୍ବସମ୍ମୁଖରେ କିନ୍ତୁ ଅଲଗା କଥା କହିଛନ୍ତି। ଆଜି ଇମ୍ରାନ୍‌ ଟ୍ୱିଟ୍‌ କରି କହିଛନ୍ତି, “ ମୁଁ ନୋବେଲ ପୁରସ୍କାର ପାଇବାକୁ ଯୋଗ୍ୟ ନୁହେଁ। ଯିଏ କଶ୍ମୀର ସମସ୍ୟା ସମାଧାନ କରିବାରେ ସହାୟକ ହେବ, ସେ […]

df

df

Hemant Lenka
  • Published: Monday, 04 March 2019
  • Updated: 04 March 2019, 06:20 PM IST

Sports

Latest News

ଇସ୍‌ଲାମାବାଦ: ତଥାକଥିତ ଶାନ୍ତିର ବାର୍ତ୍ତା ଦେଇ ଅନ୍ୟ ପଟେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ କିଛି ଲୋକ ନୋବେଲ୍‌ ଶାନ୍ତି ପୁରସ୍କାର ଦେବାକୁ ଦାବି କରିଛନ୍ତି।

ଇମ୍ରାନ୍‌ ଭିତରେ ଭିତରେ ଏଥିପାଇଁ ଇଚ୍ଛା ପ୍ରକାଶ କରୁଥିଲେ ହେଁ ସର୍ବସମ୍ମୁଖରେ କିନ୍ତୁ ଅଲଗା କଥା କହିଛନ୍ତି। ଆଜି ଇମ୍ରାନ୍‌ ଟ୍ୱିଟ୍‌ କରି କହିଛନ୍ତି, “ ମୁଁ ନୋବେଲ ପୁରସ୍କାର ପାଇବାକୁ ଯୋଗ୍ୟ ନୁହେଁ। ଯିଏ କଶ୍ମୀର ସମସ୍ୟା ସମାଧାନ କରିବାରେ ସହାୟକ ହେବ, ସେ ହିଁ ନୋବେଲ ପୁରସ୍କାର ପାଇବାର ଅସଲ ହକଦାର। କଶ୍ମୀରବାସୀଙ୍କ ସ୍ୱାର୍ଥ ଓ ଶାନ୍ତି ସ୍ଥାପନ କରି ବିକାଶର ପଥ ଯିଏ ପରିଷ୍କାର କରିପାରିବ, ସେ ହିଁ ନୋବେଲ ଶାନ୍ତି ପୁରସ୍କାର ପାଇବ।”

କ୍ରିକେଟରରୁ ରାଜନେତା ହୋଇଥିବା ଇମ୍ରାନ୍‌ ଖାନ୍‌ଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ଅନ୍‌ଲାଇନ୍‌ରେ ୩ ଲକ୍ଷ ଲୋକ ଏକ ତଥାକଥିତ ପିଟିସନ୍‌କୁ ଦସ୍ତଖତ କରି ପ୍ରଚାର କରିବାରେ ଲାଗିଛନ୍ତି। ପାକିସ୍ତାନ ଯୁଦ୍ଧ ବିମାନର ମୁକାବିଲା କରି ଭାରତୀୟ ପାଇଲଟ୍‌ ଅଭିନନ୍ଦନ ବର୍ତମାନ ପିଓକେକୁ ଚାଲିଯାଇଥିଲେ।

ସେଠାରେ ତାଙ୍କୁ ପାକିସ୍ତାନ ସେନା ଗିରଫ କରିଥିଲା। ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥାକଥିତ ଶାନ୍ତିର ବାର୍ତ୍ତା ଦେବାକୁ ଯାଇ ତାଙ୍କୁ ମୁକ୍ତ କରିଥିଲେ। ସେବେଠାରୁ ଇମ୍ରାନ୍‌ଙ୍କୁ ତାଙ୍କ ଦେଶର ଲୋକମାନେ ଶାନ୍ତିର ଦୂତ ବୋଲି କହି ନୋବେଲ୍‌ ଦେବାକୁ ଦାବି କରିଛନ୍ତି। ଖାଲି ସେତିକି ନୁହେଁ, ପାକିସ୍ତାନ ସଂସଦରେ ମଧ୍ୟ ଇମ୍ରାନ୍‌ଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ପାଇଁ ଏକ ସଂକଳ୍ପ ପାରିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story