ଭାରତ ମିଠା ଦେଲା, ପାକିସ୍ତାନ ମନା କଲା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ସରକାର ଭାରତ ସହ ସୌଜନ୍ୟମୂଳକ ସମ୍ପର୍କ ମଧ୍ୟ ଛିନ୍ନ କରିଛି। ଆଜି ପବିତ୍ର ଇଦ୍‌-ଉଲ-ଜୁହା ବା ବକ୍ରି ଇଦ୍‌ ଅବସରେ ଭାରତୀୟ ବିଏସ୍‌ଏଫ୍‌ ଯବାନଙ୍କ ପକ୍ଷରୁ ୱାଘା ଅଟ୍ଟାରୀ ସୀମାନ୍ତରେ ମୁତୟନ ପାକିସ୍ତାନୀ ସୈନ୍ୟମାନଙ୍କୁ ମିଠା ପ୍ୟାକେଟ ଦିଆଯାଇଥିଲା। ତେବେ ପାକିସ୍ତାନ ରେଞ୍ଜର୍ସ ଏହାକୁ ଗ୍ରହଣ କରି ନଥିଲେ। ଫଳରେ ବର୍ଷ ବର୍ଷ ଧରି ଚାଲିଥିବା ପରମ୍ପରାରେ ଆଜି ଏକ ବ୍ୟତିକ୍ରମ ସୃଷ୍ଟି ହୋଇଛି। ପ୍ରତିବର୍ଷ କୌଣସି […]

v

v

Hemant Lenka
  • Published: Monday, 12 August 2019
  • Updated: 12 August 2019, 04:10 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ସରକାର ଭାରତ ସହ ସୌଜନ୍ୟମୂଳକ ସମ୍ପର୍କ ମଧ୍ୟ ଛିନ୍ନ କରିଛି। ଆଜି ପବିତ୍ର ଇଦ୍‌-ଉଲ-ଜୁହା ବା ବକ୍ରି ଇଦ୍‌ ଅବସରେ ଭାରତୀୟ ବିଏସ୍‌ଏଫ୍‌ ଯବାନଙ୍କ ପକ୍ଷରୁ ୱାଘା ଅଟ୍ଟାରୀ ସୀମାନ୍ତରେ ମୁତୟନ ପାକିସ୍ତାନୀ ସୈନ୍ୟମାନଙ୍କୁ ମିଠା ପ୍ୟାକେଟ ଦିଆଯାଇଥିଲା।

ତେବେ ପାକିସ୍ତାନ ରେଞ୍ଜର୍ସ ଏହାକୁ ଗ୍ରହଣ କରି ନଥିଲେ। ଫଳରେ ବର୍ଷ ବର୍ଷ ଧରି ଚାଲିଥିବା ପରମ୍ପରାରେ ଆଜି ଏକ ବ୍ୟତିକ୍ରମ ସୃଷ୍ଟି ହୋଇଛି। ପ୍ରତିବର୍ଷ କୌଣସି ପର୍ବ ପର୍ବାଣୀରେ ଉଭୟ ଦେଶର ସେନା ୱାଘା-ଅଟ୍ଟାରୀ ସୀମାନ୍ତରେ ପରସ୍ପରକୁ ମିଠା ଦେବା ସହ ଶୁଭେଚ୍ଛା ଜଣାଇ ଥାଆନ୍ତି।

ବିଏସ୍‌ଏଫ୍‌ ଡେପୁଟି ଇନ୍‌ସପେକ୍ଟର ଜେନେରାଲ ବିଏସ୍‌ ରାୱତ କହିଛନ୍ତି, “ପାକ୍‌ ରେଞ୍ଜର୍ସ ପକ୍ଷରୁ ଆଜି ଆମ ସହ ଯୋଗାଯୋଗ କରାଯାଇଥିଲା। ଏହାପରେ ସେମାନେ ଆମ ଠାରୁ ମିଠା ନେବେ ନାହିଁ କିମ୍ବା ଇଦ୍‌ ପାଇଁ ଶୁଭେଚ୍ଛା ଗ୍ରହଣ କରିବେ ନାହିଁ ବୋଲି କହିଥିଲେ।”

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଥିବାରୁ ପାକିସ୍ତାନ ଏବେ ଭାରତ ସହ କୌଣସି ପ୍ରକାରର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁ ନଥିବା ଜଣାପଡ଼ିଛି। ଚଳିତ ବର୍ଷ ଜୁନ୍‌ରେ ପାଳିତ ହୋଇଥିବା ଇଦ୍‌-ଉଲ-ଫିତର ସମୟରେ ଭାରତ ସମାନ ନୀତି ଆପଣାଇଥିଲା।

ପାକିସ୍ତାନ ମିଠା ପ୍ୟାକେଟ ଦେଇଥିଲେ ହେଁ ଭାରତୀୟ ସେନା ଏହାକୁ ଗ୍ରହଣ କରି ନଥିଲା। ରାମଗଡ଼ ସେକ୍ଟରରେ ପାକିସ୍ତାନ ରେଞ୍ଜର୍ସ ୪ ଜଣ ବିଏସ୍‌ଏଫ୍‌ ଯବାନଙ୍କୁ ହତ୍ୟା କରିଥିବାରୁ ଏହାର ପ୍ରତିବାଦରେ ବିଏସ୍‌ଏଫ୍‌ ଯବାନମାନେ ଏଭଳି ଆଚରଣ ପ୍ରଦର୍ଶନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story