ପାକ୍‌ ଆତଙ୍କୀ ଭାରତରେ ହମ୍‌ଲା ପାଇଁ ଯୋଜନା କରୁଥିବା କହିଲା ଆମେରିକା

ୱାଶିଂଟନ୍‌: ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଧାରା ଉଚ୍ଛେଦ କରିବା ପରେ ପାକିସ୍ତାନ ପ୍ରତିଶୋଧ ପ୍ରରାୟଣ ହୋଇ ଯାଇଛି। ଏଥିପାଇଁ ଆତଙ୍କବାଦୀଙ୍କୁ ବ୍ୟବହାର କରି ପାକିସ୍ତାନ ପଡ଼ୋଶୀ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରିବାକୁ ଚାହୁଁଛି। ପ୍ରାୟ ଅଧିକାଂଶ ଏ ସମ୍ପର୍କରେ ଅବଗତ ରହିଥିବା ଆଜି ଆମେରିକା ପକ୍ଷରୁ କୁହାଯାଇଛି। ଇଣ୍ଡୋ-ପ୍ୟାସିଫିକ ସୁରକ୍ଷା ବ୍ୟାପାର ଅଧିକାରୀ ରାଣ୍ଡାଲ୍ଲ ସ୍ରିଭର କହିଛନ୍ତି, “ଭାରତ ସରକାରଙ୍କ କଶ୍ମୀର ନିଷ୍ପତ୍ତି ପାକିସ୍ତାନକୁ ବାଧିଛି। ଏବେ ଭାରତ ବିରୋଧରେ କାର୍ଯ୍ୟ […]

v

v

Hemant Lenka
  • Published: Wednesday, 02 October 2019
  • Updated: 02 October 2019, 05:40 PM IST

Sports

Latest News

ୱାଶିଂଟନ୍‌: ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଧାରା ଉଚ୍ଛେଦ କରିବା ପରେ ପାକିସ୍ତାନ ପ୍ରତିଶୋଧ ପ୍ରରାୟଣ ହୋଇ ଯାଇଛି। ଏଥିପାଇଁ ଆତଙ୍କବାଦୀଙ୍କୁ ବ୍ୟବହାର କରି ପାକିସ୍ତାନ ପଡ଼ୋଶୀ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରିବାକୁ ଚାହୁଁଛି। ପ୍ରାୟ ଅଧିକାଂଶ ଏ ସମ୍ପର୍କରେ ଅବଗତ ରହିଥିବା ଆଜି ଆମେରିକା ପକ୍ଷରୁ କୁହାଯାଇଛି।

ଇଣ୍ଡୋ-ପ୍ୟାସିଫିକ ସୁରକ୍ଷା ବ୍ୟାପାର ଅଧିକାରୀ ରାଣ୍ଡାଲ୍ଲ ସ୍ରିଭର କହିଛନ୍ତି, “ଭାରତ ସରକାରଙ୍କ କଶ୍ମୀର ନିଷ୍ପତ୍ତି ପାକିସ୍ତାନକୁ ବାଧିଛି। ଏବେ ଭାରତ ବିରୋଧରେ କାର୍ଯ୍ୟ କରିବା ପାଇଁ ପାକିସ୍ତାନ ଆତଙ୍କୀ ସଂଗଠନକୁ ବ୍ୟବହାର କରୁଛି। ଆତଙ୍କବାଦୀଙ୍କୁ ସୀମା ପାର କରାଇ ଭାରତରେ ହମ୍‌ଲା କରିବା ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ପାକିସ୍ତାନ ସରକାର ଫୁଲଦମରେ ଲାଗି ପଡ଼ିଛନ୍ତି। ଏକଥା ବିଶ୍ୱର ପ୍ରାୟ ଅଧିକାଂଶ ରାଷ୍ଟ୍ର ଜାଣିଛନ୍ତି। ଚାଇନା ମଧ୍ୟ ଏହି ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରୁଛି। ଚାଇନା କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ବିଶ୍ୱସ୍ତରରେ ସମର୍ଥନ କରିଥିଲା।

ଉଭୟ କୂଟନୀତିକ ଓ ରାଜନୀତିକ ସମର୍ଥନ ପାକିସ୍ତାନ ବନ୍ଧୁ ଚାଇନାଠାରୁ ପାଇ ଆସୁଛି। ଚାଇନା ଓ ପାକିସ୍ତାନ ଦୀର୍ଘ ଦିନରୁ ବନ୍ଧୁ ଭାବେ କାର୍ଯ୍ୟ କରୁଛନ୍ତି। ଚାଇନା ଏବେ ଭାରତ ସହ ପ୍ରତିଯୋଗିତା କରୁଛି। ତେଣୁ ଭାରତ ସରକାର ପ୍ରଥମେ ଚାଇନା ସହ ଏକ ସ୍ଥିର ସମ୍ପର୍କ ସ୍ଥାପନ କରିବା ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story