ଆମେରିକାରେ ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ଖପ୍ପା ହେଲା ପାକ୍‌ ମିଡିଆ

ନୂଆଦିଲ୍ଲୀ: ଆମେରିକାରେ ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ୍ ଖକାନ ଅବ୍ବାସି। ସୁରକ୍ଷା ଆଳରେ ନ୍ୟୁୟର୍କ ବିମାନ ବନ୍ଦରରେ ସୁରକ୍ଷାକର୍ମୀମାନେ ତାଙ୍କୁ ସାଧାରଣ ନାଗରିକଙ୍କ ଭଳି ଖାନ୍ତଲାସି କରିଛନ୍ତି। ପାକିସ୍ତାନୀ ମିଡିଆରେ ଏହି ଭିଡିଓ ପ୍ରସାରଣ ପରେ ଆମେରିକା ଓ ପାକିସ୍ତାନ ସମ୍ପର୍କରେ ତିକ୍ତତା ନେଇ ଚର୍ଚ୍ଚା ଜୋର ଧରିଛି। ନ୍ୟୁୟର୍କର ଜନ୍ ଏଫ୍ କେନେଡି ବିମାନ ବନ୍ଦରରେ ଖକାନ ଅବ୍ବାସୀ ସୁରକ୍ଷାକର୍ମୀମାନେ ସର୍ଚ୍ଚ କରିଥିଲେ। ଅବ୍ବାସୀ ନିଜର ବ୍ୟାଗ୍ ଓ ଦେହରୁ କୋଟ୍ କାଢ଼ି ସୁରକ୍ଷାକର୍ମୀଙ୍କୁ […]

1522212611-Shahid-Khaqan-Abbasi-AP

1522212611-Shahid-Khaqan-Abbasi-AP

Rakesh Mallick
  • Published: Wednesday, 28 March 2018
  • Updated: 28 March 2018, 11:04 PM IST

ନୂଆଦିଲ୍ଲୀ: ଆମେରିକାରେ ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ୍ ଖକାନ ଅବ୍ବାସି। ସୁରକ୍ଷା ଆଳରେ ନ୍ୟୁୟର୍କ ବିମାନ ବନ୍ଦରରେ ସୁରକ୍ଷାକର୍ମୀମାନେ ତାଙ୍କୁ ସାଧାରଣ ନାଗରିକଙ୍କ ଭଳି ଖାନ୍ତଲାସି କରିଛନ୍ତି। ପାକିସ୍ତାନୀ ମିଡିଆରେ ଏହି ଭିଡିଓ ପ୍ରସାରଣ ପରେ ଆମେରିକା ଓ ପାକିସ୍ତାନ ସମ୍ପର୍କରେ ତିକ୍ତତା ନେଇ ଚର୍ଚ୍ଚା ଜୋର ଧରିଛି।

ନ୍ୟୁୟର୍କର ଜନ୍ ଏଫ୍ କେନେଡି ବିମାନ ବନ୍ଦରରେ ଖକାନ ଅବ୍ବାସୀ ସୁରକ୍ଷାକର୍ମୀମାନେ ସର୍ଚ୍ଚ କରିଥିଲେ। ଅବ୍ବାସୀ ନିଜର ବ୍ୟାଗ୍ ଓ ଦେହରୁ କୋଟ୍ କାଢ଼ି ସୁରକ୍ଷାକର୍ମୀଙ୍କୁ ଖାନତଲାସି ପାଇଁ ଦେଇଥିଲେ। ତେବେ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରୁନି ପାକିସ୍ତାନୀ ମିଡିଆ।

ଯେଉଁଠି ଭାରତର ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗଲେ, ତାଙ୍କୁ ଭବ୍ୟ ସ୍ୱାଗତ କରାଯାଉଛି, ସେଠି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଯାଞ୍ଚ କରାଯିବା ଦେଶ ପ୍ରତି ଅପମାନ ବୋଲି ପାକିସ୍ତାନୀ ମିଡିଆରେ ଚର୍ଚ୍ଚା ହେଉଛି। ଖାନତଲାସିର ଭିଡିଓ ଫୁଟେଜ ପାକିସ୍ତାନୀ ଗଣମାଧ୍ୟମରେ ପ୍ରସାରଣ ହେବା ପରେ ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହେବାରେ ଲାଗିଛି। ଗତ ସପ୍ତାହରେ ନିଜ ଅସୁସ୍ଥ ଭଉଣୀଙ୍କୁ ଭେଟିବା ପାଇଁ ବ୍ୟକ୍ତିଗତ ଭାବେ ଆମେରିକା ଯାଇଥିଲେ ପାକ୍ ପ୍ରଧାନମନ୍ତ୍ରୀ। ତାଙ୍କ ନିକଟରେ ଡିପ୍ଲୋମାଟିକ ପାସପୋର୍ଟ ଥାଇ ମଧ୍ୟ ଏଭଳି ଭାବେ ଖାନତଲାସ କରିବା ନେଇ ପ୍ରଶ୍ନ ଉଠାଇଛି ପାକ୍‌ ଗଣମାଧ୍ୟମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story