ପାକିସ୍ତାନକୁ ଏମିତି ଜବାବ ଦେଲେ ବାୟୁସେନା ମୁଖ୍ୟ

ଗ୍ୱାଲିଅର: ପାକିସ୍ତାନ ସରକାର ଭାରତୀୟ ବିମାନଗୁଡ଼ିକ ପାଇଁ ତା’ର ଆକାଶ ମାର୍ଗ ବନ୍ଦ କରିଥିବାରୁ ଆଜି ଏହାର ଜବାବ ବାୟୁସେନା ମୁଖ୍ୟ ବିଏସ୍‌ ଧନୱା ଦେଇଛନ୍ତି। ସେ କହିଛନ୍ତି, ପାକିସ୍ତାନ ଯଦି ତା’ର ଆକାଶ ମାର୍ଗକୁ ବନ୍ଦ କରୁଛି, ତା’ହେଲେ ସେଇଟା ସେମାନଙ୍କ ସମସ୍ୟା। ଭାରତୀୟ ବାୟୁସେନା କେବେ ହେଲେ ଘରୋଇ ବିମାନ ଚଳାଚଳ ପାଇଁ ଆକାଶ ମାର୍ଗକୁ ବନ୍ଦ କରିନାହିଁ। ଆମର ଅର୍ଥନୀତି ବେଶ ବଡ଼ ଓ ଏୟାର ଟ୍ରାଫିକ୍‌ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ […]

s

s

Hemant Lenka
  • Published: Monday, 24 June 2019
  • Updated: 24 June 2019, 03:59 PM IST

Sports

Latest News

ଗ୍ୱାଲିଅର: ପାକିସ୍ତାନ ସରକାର ଭାରତୀୟ ବିମାନଗୁଡ଼ିକ ପାଇଁ ତା’ର ଆକାଶ ମାର୍ଗ ବନ୍ଦ କରିଥିବାରୁ ଆଜି ଏହାର ଜବାବ ବାୟୁସେନା ମୁଖ୍ୟ ବିଏସ୍‌ ଧନୱା ଦେଇଛନ୍ତି। ସେ କହିଛନ୍ତି, ପାକିସ୍ତାନ ଯଦି ତା’ର ଆକାଶ ମାର୍ଗକୁ ବନ୍ଦ କରୁଛି, ତା’ହେଲେ ସେଇଟା ସେମାନଙ୍କ ସମସ୍ୟା। ଭାରତୀୟ ବାୟୁସେନା କେବେ ହେଲେ ଘରୋଇ ବିମାନ ଚଳାଚଳ ପାଇଁ ଆକାଶ ମାର୍ଗକୁ ବନ୍ଦ କରିନାହିଁ। ଆମର ଅର୍ଥନୀତି ବେଶ ବଡ଼ ଓ ଏୟାର ଟ୍ରାଫିକ୍‌ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ସଭିଲ୍‌ ଏୟାର ଟ୍ରାଫିକ୍‌କୁ କେବେ ହେଲେ ବାୟୁସେନା ବନ୍ଦ କରିବା ମୁଁ କେବେ ଜାଣିନାହିଁ।”

ପାକିସ୍ତାନ ଜୁନ୍‌ ୨୮ ଯାଏ ଭାରତୀୟ ବିମାନଗୁଡ଼ିକ ପାଇଁ ତା’ର ଆକାଶ ମାର୍ଗ ବନ୍ଦ କରିଛି। ଫେବୃଆରୀ ୨୬ରେ ବାୟୁସେନା କରିଥିବା ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ସରକାର ଭାରତକୁ ଲାଗି ରହିଥିବା ସମସ୍ତ ସୀମାର ଆକାଶ ମାର୍ଗରେ ବିମାନ ଉଡ଼ାଣ ବନ୍ଦ କରିଥିଲେ। ମାର୍ଚ୍ଚ ମାସରେ ଏହି ନିୟମକୁ ପାକିସ୍ତାନ କୋହଳ କରିଥିଲା।

ହେଲେ ଭାରତୀୟ ବିମାନଗୁଡ଼ିକ ଉପରେ ପୂର୍ବଭଳି ବ୍ୟାନ୍‌ ଲଗାଇଥିଲା। ପାକିସ୍ତାନ ବ୍ୟାନ୍‌ ଲଗାଇଥିବାରୁ ଭାରତକୁ ଆସୁଥିବା କିମ୍ବା ଭାରତରୁ ଯାଉଥିବା ବିମାନଗୁଡ଼ିକ ଅଧିକ ବାଟ ବୁଲି ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚୁଛନ୍ତି। ବିଶେଷ କରି ୟୁରୋପ ଏବଂ ଦକ୍ଷିଣପୂର୍ବ ଏସିଆର ବିମାନଗୁଡ଼ିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story