ଭାରତ ଉପରେ ଆକ୍ରମଣ ପାଇଁ ୨୪ଟି ଯୁଦ୍ଧ ବିମାନ ପଠାଇଥିଲା ପାକ୍‌

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ର ବଦଲା ନେବାକୁ ଇସ୍‌ଲାମାବାଦ ପୂରା ପ୍ରସ୍ତୁତ ହୋଇଥିଲା। ଭାରତ ଉପରେ ଆକ୍ରମଣ କରିବା ପାଇଁ ପାକିସ୍ତାନ ବାୟୁସେନାର ୨୪ଟି ବିମାନ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ଡେଇଁବାକୁ ଚେଷ୍ଟା କରିଥିଲେ। ତେବେ ଭାରତୀୟ ବାୟୁସେନାର ୮ଟି ଯୁଦ୍ଧ ବିମାନ ପାକିସ୍ତାନର ସବୁ ଉଦ୍ୟମକୁ ଭଣ୍ଡୁର କରି ଦେଇଥିଲେ। ଫଳରେ ପାକିସ୍ତାନର ଜେଟ ଗୁଡ଼ିକ ବାଧ୍ୟ ହୋଇ ପଛକୁ ଫେରି ଯାଇଥିଲେ। ଗତକାଲି ସମସ୍ତ ଗଣମାଧ୍ୟମରେ ୩ଟି ପାକ୍‌ […]

ty

ty

Hemant Lenka
  • Published: Thursday, 28 February 2019
  • Updated: 28 February 2019, 06:19 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ର ବଦଲା ନେବାକୁ ଇସ୍‌ଲାମାବାଦ ପୂରା ପ୍ରସ୍ତୁତ ହୋଇଥିଲା। ଭାରତ ଉପରେ ଆକ୍ରମଣ କରିବା ପାଇଁ ପାକିସ୍ତାନ ବାୟୁସେନାର ୨୪ଟି ବିମାନ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ଡେଇଁବାକୁ ଚେଷ୍ଟା କରିଥିଲେ। ତେବେ ଭାରତୀୟ ବାୟୁସେନାର ୮ଟି ଯୁଦ୍ଧ ବିମାନ ପାକିସ୍ତାନର ସବୁ ଉଦ୍ୟମକୁ ଭଣ୍ଡୁର କରି ଦେଇଥିଲେ। ଫଳରେ ପାକିସ୍ତାନର ଜେଟ ଗୁଡ଼ିକ ବାଧ୍ୟ ହୋଇ ପଛକୁ ଫେରି ଯାଇଥିଲେ।

ଗତକାଲି ସମସ୍ତ ଗଣମାଧ୍ୟମରେ ୩ଟି ପାକ୍‌ ଯୁଦ୍ଧ ବିମାନ ଭାରତୀୟ ବାୟୁସୀମା ଉଲ୍ଲଙ୍ଘନ କରିଥିଲା ବୋଲି ଖବର ପ୍ରକାଶ ହୋଇଥିଲା। ହେଲେ ଏହି ଘଟଣାକୁ ନେଇ ଆଜି ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ଭାରତ ଉପରେ ହମ୍‌ଲା କରିବାକୁ ପାକିସ୍ତାନ ବାୟୁସେନାର ୮ଟି ଏଫ୍‌-୧୬, ୪ଟି ମିରାଜ-୩ ଯୁଦ୍ଧ ବିମାନ ଓ ୪ଟି ଚୀନ୍‌ ନିର୍ମିତ ଜେଏଫ୍‌-୧୭ ଥଣ୍ଡର ଯୁଦ୍ଧ ବିମାନ ଭାରତୀୟ ସୀମାକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଏମାନଙ୍କୁ ଅନ୍ୟ ୪ଟି ବିମାନ ସୁରକ୍ଷା ଯୋଗାଇ ଥିଲେ। ଯଦି ଭାରତୀୟ ବାୟୁସେନା ପକ୍ଷରୁ ଜବାବ ଦିଆଯାଏ, ତା’ହେଲେ ଏହାର ମୁକାବିଲା ବଳକା ବିମାନ ଗୁଡ଼ିକ କରିବାର ଯୋଜନା ପ୍ରସ୍ତୁତ ହୋଇଥିଲା।

ପାକିସ୍ତାନ ବିମାନଗୁଡ଼ିକ ନିୟନ୍ତ୍ରଣ ରେଖାର ୧୦ କିମି ଭିତରକୁ ଆସିବା ପରେ ସକାଳ ୯.୪୫ରେ ଏଗୁଡ଼ିକୁ ଚିହ୍ନଟ କରାଯାଇଥିଲା। ଧରା ପଡ଼ିବା ପରେ ମାତ୍ର କିଛି ବିମାନ ନିୟନ୍ତ୍ରଣ ରେଖା ଡେଇଁଥିଲେ। କିନ୍ତୁ ଭାରତୀୟ ବାୟୁସେନାର ୮ଟି ଯୁଦ୍ଧ ବିମାନ ଏମାନଙ୍କ ବାଟ ରୋକିଥିଲେ। ରୋକିବା କାର୍ଯ୍ୟରେ ଭାରତୀୟ ବାୟୁସେନାର ୪ଟି ସୁଖୋଇ -୩୦, ୨ଟି ମିରାଜ-୨୦୦୦ ଓ ୨ଟି ମିଗ୍‌-୨୧ ବିସୋନ୍ସ ରହିଥିଲା।

ଏହି ମିଗ୍‌ ୨୧- ବିସୋନ୍ସର ଗୋଟିଏ ବିମାନକୁ ପାଇଲଟ୍‌ ଅଭିନନ୍ଦନ ଚଳାଉଥିଲେ। ଭାରତୀୟ ଯୁଦ୍ଧ ବିମାନ ଗୁଡ଼ିକ ପାକିସ୍ତାନ ଜେଟ୍‌କୁ ପିଛା କରିବାରୁ ସେମାନେ ଫେରିଯାଇଥିଲେ। ହେଲେ ଗଲା ବେଳକୁ ନିୟନ୍ତ୍ରଣ ରେଖା ନିକଟରେ ଥିବା ଏକ ସେନା ଶିବିର ଉପରେ ବୋମା ମାଡ଼ କରିଥିଲେ। କିନ୍ତୁ ଏହା ଲକ୍ଷ୍ୟଚ୍ୟୁତ ହୋଇଥିଲା।

ସବୁ ଭାରତୀୟ ବିମାନ ନିୟନ୍ତ୍ରଣ ରେଖା ପୂର୍ବରୁ ଫେରି ଯାଇଥିବା ବେଳେ ଅଭିନନ୍ଦନ ଚଳାଉଥିବା ମିଗ୍‌-୨୧ଟି ପାକିସ୍ତାନର ଏଫ୍‌-୧୬ର ପିଛା କରି ଏହାକୁ ଗୁଳି କରିଥିଲା। ଏହି ସମୟରେ ସେ ପାକିସ୍ତାନ ସେନାର ଏୟାର ରାଡାର ନଜରରେ ପଡ଼ି ଯାଇଥିଲେ। ତଥାପି ଅଭିନନ୍ଦନ ଏଫ୍‌-୧୬କୁ ଟାର୍ଗେଟ କରି ଆର୍‌-୭୩ ଏୟାର ଟୁ ଏୟାର ମିସାଇଲ୍‌ ମାଡ଼ କରିଥିଲେ।

ଏହି ସମୟରେ ଏଫ୍‌-୧୬ରୁ ମଧ୍ୟ ମିଗ୍‌-୨୧କୁ ଟାର୍ଗେଟ କରି ୨ଟି ଅତ୍ୟାଧୁନିକ ଏୟାର ଟୁ ଏୟାର ମିସାଇଲ୍‌ ମାଡ଼ କରାଯାଇଥିଲା। ଏଥିରୁ ଗୋଟିଏ ଅଭିନନ୍ଦନଙ୍କ ବିମାନରେ ମାଡ଼ ହୋଇଥିଲା। ଫଳରେ ଅଭିନନ୍ଦନ ଆକାଶଛତା ଜରିଆରେ ବିମାନରୁ ଇଜେକ୍ଟ କରି ବାହାରି ଥିଲେ ଏବଂ ପାକିସ୍ତାନ ଅଧିକୃତ ଅଞ୍ଚଳରେ ଲ୍ୟାଣ୍ଡ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story