ଆସିଲା ସର୍ଭେ ରିପୋର୍ଟ: ଭାରତଠାରୁ ପାକିସ୍ତାନ ଅଧିକ ସୁଖୀ

ନୂଆଦିଲ୍ଲୀ: ପଡ଼ୋଶୀ ଦେଶର ନାଗରିକଙ୍କ ଠାରୁ ଅଧିକ ସୁଖୀ ନୁହନ୍ତି ଭାରତୀୟ।  ପଡ଼ୋଶୀ ପାକିସ୍ତାନ ଆମ ଠାରୁ ଅଧିକ ସୁଖୀ। କେବଳ ପାକିସ୍ତାନ ନୁହେଁ, ଚୀନ, ବାଂଲାଦେଶ, ଶ୍ରୀଲଙ୍କା, ଭୁଟାନ ଓ ନେପାଳ ଆମଠାରୁ ଅଧିକ ସୁଖୀ। ବିଶ୍ୱର ସୁଖୀ ରାଷ୍ଟ୍ର ମାନ୍ୟତା ପାଇଁ ମିଳିତ ଜାତିସଂଘ ପକ୍ଷରୁ ହେଉଥିବା ବାର୍ଷିକ ସର୍ବେକ୍ଷଣ ରିପୋର୍ଟରୁ ଏହା ଜଣାପଡ଼ିଛି। ୧୫୬ଟି ଦେଶକୁ ନେଇ ହେଉଥିବା ଏହି ସର୍ବେକ୍ଷଣରେ ଭାରତ ୧୩୩ତମ ସ୍ଥାନରେ ରହିଛି। ସୁଖୀ ଦେଶ ମାନ୍ୟତାରେ ଗତବର୍ଷଠାରୁ […]

uuu

uuu

Rakesh Mallick
  • Published: Thursday, 15 March 2018
  • Updated: 15 March 2018, 02:13 PM IST

Sports

Latest News

ନୂଆଦିଲ୍ଲୀ: ପଡ଼ୋଶୀ ଦେଶର ନାଗରିକଙ୍କ ଠାରୁ ଅଧିକ ସୁଖୀ ନୁହନ୍ତି ଭାରତୀୟ।  ପଡ଼ୋଶୀ ପାକିସ୍ତାନ ଆମ ଠାରୁ ଅଧିକ ସୁଖୀ। କେବଳ ପାକିସ୍ତାନ ନୁହେଁ, ଚୀନ, ବାଂଲାଦେଶ, ଶ୍ରୀଲଙ୍କା, ଭୁଟାନ ଓ ନେପାଳ ଆମଠାରୁ ଅଧିକ ସୁଖୀ। ବିଶ୍ୱର ସୁଖୀ ରାଷ୍ଟ୍ର ମାନ୍ୟତା ପାଇଁ ମିଳିତ ଜାତିସଂଘ ପକ୍ଷରୁ ହେଉଥିବା ବାର୍ଷିକ ସର୍ବେକ୍ଷଣ ରିପୋର୍ଟରୁ ଏହା ଜଣାପଡ଼ିଛି।

୧୫୬ଟି ଦେଶକୁ ନେଇ ହେଉଥିବା ଏହି ସର୍ବେକ୍ଷଣରେ ଭାରତ ୧୩୩ତମ ସ୍ଥାନରେ ରହିଛି। ସୁଖୀ ଦେଶ ମାନ୍ୟତାରେ ଗତବର୍ଷଠାରୁ ଏବର୍ଷ ୧୧ ପଏଣ୍ଟ୍ ତଳକୁ ଖସିଛି ଭାରତ।  କିନ୍ତୁ ପାକିସ୍ତାନ ରାଙ୍କିଂରେ ୫ ପଏଣ୍ଟ ଉପରକୁ ଉଠି ୭୫ତମ ସ୍ଥାନରେ ରହିଛି।  ତେବେ ଏହି ତାଲିକାର ଶୀର୍ଷରେ ଫିନଲାଣ୍ଡ୍ ରହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story