ଲାଇଭ୍‌ ଟିଭି ଶୋ’ରେ ସାମ୍ବାଦିକଙ୍କୁ ରାଜନେତାଙ୍କ ଆକ୍ରମଣ, ଦେଖନ୍ତୁ ଭିଡିଓ

ଇସ୍‌ଲାମାବାଦ: ଭାରତରେ ନୁହେଁ ପାକିସ୍ତାନରେ ମଧ୍ୟ ଟିଭି ବିତର୍କରେ କେଉଁଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ତା’ହା ସାମ୍ନାକୁ ଆସିଛି। ପାକିସ୍ତାନର ଏକ ଟିଭି ଶୋ’ର ବିତର୍କ ବେଳେ ଶାସକ ପାକିସ୍ତାନ-ତେହେରିକ-ଇ-ଇନସାଫର ନେତା ମସରୁର ଅଲୀ ସିୟାଲ ତାଙ୍କ ସହ ବିତର୍କରେ ଭାଗ ନେଇଥିବା ସାମ୍ବାଦିକ ଇମତିଆଜ ଖାନ୍‌ ଫରାନଙ୍କୁ ଆକ୍ରମଣ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲାଇଭ୍‌ ଟିଭି ଶୋ’ ବେଳେ ଏଭଳି ଘଟଣା ଘଟିଛି। ଭିଡିଓ ଅନୁସାରେ ସିୟାଲ ଓ ଖାନ୍‌ଙ୍କ ମଧ୍ୟରେ […]

uy

uy

Hemant Lenka
  • Published: Tuesday, 25 June 2019
  • Updated: 25 June 2019, 04:52 PM IST

Sports

Latest News

ଇସ୍‌ଲାମାବାଦ: ଭାରତରେ ନୁହେଁ ପାକିସ୍ତାନରେ ମଧ୍ୟ ଟିଭି ବିତର୍କରେ କେଉଁଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ତା’ହା ସାମ୍ନାକୁ ଆସିଛି। ପାକିସ୍ତାନର ଏକ ଟିଭି ଶୋ’ର ବିତର୍କ ବେଳେ ଶାସକ ପାକିସ୍ତାନ-ତେହେରିକ-ଇ-ଇନସାଫର ନେତା ମସରୁର ଅଲୀ ସିୟାଲ ତାଙ୍କ ସହ ବିତର୍କରେ ଭାଗ ନେଇଥିବା ସାମ୍ବାଦିକ ଇମତିଆଜ ଖାନ୍‌ ଫରାନଙ୍କୁ ଆକ୍ରମଣ କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲାଇଭ୍‌ ଟିଭି ଶୋ’ ବେଳେ ଏଭଳି ଘଟଣା ଘଟିଛି। ଭିଡିଓ ଅନୁସାରେ ସିୟାଲ ଓ ଖାନ୍‌ଙ୍କ ମଧ୍ୟରେ କୌଣସି ଏକ ବିଷୟକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏଥିରେ ସିୟାଲ ରାଗି ଯାଇ ପ୍ରଥମେ ସାମ୍ବାଦିକ ଖାନ୍‌ଙ୍କୁ ଧକ୍କା ମାରିଥିଲେ।

ଏହାପରେ ତାଙ୍କୁ ଚାପୁଡ଼ା ଓ ବିଧା ମାରି ଚାଲିଥିଲେ। କିଛି ସମୟ ପରେ ସେଠାରେ ଉପସ୍ଥିତ ତଥା କାର୍ଯ୍ୟକ୍ରମକୁ ହୋଷ୍ଟିଂ କରୁଥିବା ସାମ୍ବାଦିକ ଓ ଅନ୍ୟ ସଦସ୍ୟମାନେ ଉଭୟଙ୍କୁ ଝଗଡ଼ାରୁ ନିବୃତ୍ତ କରିଥିଲେ। ସବୁଠାରୁ ମଜାକଥା ହେଉଛି, ଏହି ଘଟଣାର କିଛି ସମୟରେ ସିୟାଲ ପୁଣିଥରେ କାର୍ଯ୍ୟକ୍ରମରେ ଯୋଗଦେଇ ଆଲୋଚନା କରିଥିଲେ। ଏହାର କିଛି ସମୟରେ କରାଚି ପ୍ରେସ କ୍ଲବର ସଭାପତି ଥିବା ଖାନ୍‌ ମଧ୍ୟ ବିତର୍କରେ ଭାଗ ନେଇ ଯେମିତି କୌଣସି ଘଟଣା ଘଟି ନହିଁ, ସେଭଳି ଆଲୋଚନା କରିଥିଲେ।

ଦେଖନ୍ତୁ ଭିଡିଓ
https://youtu.be/IO8wO_r6z4U

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story