ଦୀର୍ଘ ୮ ମାସ ପରେ ପୁଲିସ୍‌ ହେପାଜତରୁ ମୁକୁଳିଲା ଗଞ୍ଜା, ଏହି କାରଣ ପାଇଁ ବନ୍ଦୀ ହୋଇଥିଲା

ଇସଲାମାବାଦ: ପାକିସ୍ତାନରୁ ଗୋଟିଏ ବଡ଼ ବିଚିତ୍ର ମାମଲା ସାମ୍ନାକୁ ଆସିଛି। କିଛି ମାସ ତଳେ ପାକିସ୍ତାନ ପୁଲିସ୍‌ ଏକାଧିକ ଗଞ୍ଜାଙ୍କୁ ନିଜ ହେପାଜତକୁ ନେଇ ବନ୍ଦୀ କରି ରଖିଥିଲା। ଏବେ ସେମାନଙ୍କ ମଧ୍ୟରୁ ଗୋଟିଏ ଗଞ୍ଜା ପୁଲିସ୍‌ ହେପାଜତକୁ ମୁକୁଳିବାକୁ ସକ୍ଷମ ହୋଇଛି। ବିବିସିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ସିନ୍ଧ ପ୍ରାନ୍ତରେ ଏଭଳି ଘଟଣା ଘଟିଛି। ଏହି ପ୍ରାନ୍ତରେ ଥିବା ଦୁଇଟି ଥାନାର ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଚାଲିଥିବା ଗଞ୍ଜା ଲଢ଼େଇ ଠିକଣା ଉପରେ ଚଢ଼ଉ […]

da

da

Hemant Lenka
  • Published: Friday, 31 July 2020
  • Updated: 31 July 2020, 02:26 PM IST

Sports

Latest News

ଇସଲାମାବାଦ: ପାକିସ୍ତାନରୁ ଗୋଟିଏ ବଡ଼ ବିଚିତ୍ର ମାମଲା ସାମ୍ନାକୁ ଆସିଛି। କିଛି ମାସ ତଳେ ପାକିସ୍ତାନ ପୁଲିସ୍‌ ଏକାଧିକ ଗଞ୍ଜାଙ୍କୁ ନିଜ ହେପାଜତକୁ ନେଇ ବନ୍ଦୀ କରି ରଖିଥିଲା। ଏବେ ସେମାନଙ୍କ ମଧ୍ୟରୁ ଗୋଟିଏ ଗଞ୍ଜା ପୁଲିସ୍‌ ହେପାଜତକୁ ମୁକୁଳିବାକୁ ସକ୍ଷମ ହୋଇଛି।

ବିବିସିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ସିନ୍ଧ ପ୍ରାନ୍ତରେ ଏଭଳି ଘଟଣା ଘଟିଛି। ଏହି ପ୍ରାନ୍ତରେ ଥିବା ଦୁଇଟି ଥାନାର ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଚାଲିଥିବା ଗଞ୍ଜା ଲଢ଼େଇ ଠିକଣା ଉପରେ ଚଢ଼ଉ କରି ୫ଟି ଗଞ୍ଜା ଓ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

ପାକିସ୍ତାନରେ ଗଞ୍ଜା ଲଢ଼େଇକୁ ଅପରାଧ ଭାବେ ବିବେଚନା କରାଯାଇଥିବାରୁ ପୁଲିସ୍‌ ଏଭଳି ପଦକ୍ଷେପ ନେଇଥିଲା। ଯିଏ ବି ଏପରି ଗଞ୍ଜା ଲଢ଼େଇ କାର୍ଯ୍ୟକ୍ରମ କରିବ, ତା’କୁ ୧ ବର୍ଷ ଯାଏ ଜେଲ ଓ ୫୦୦ ଟଙ୍କା ଜୋରିମାନା ଦେବାର ବ୍ୟବସ୍ଥା ରହିଛି।

ଏହି କ୍ରମରେ ପୁଲିସ୍‌ ପ୍ରାୟ ୮ ମାସ ତଳେ ୫ଟି ଗଞ୍ଜା ସହ ୧୨ରୁ ଅଧିକ ଲୋକଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ଅବସ୍ଥାରେ ଅଭିଯୁକ୍ତମାନେ ଜାମିନରେ ଖଲାସ ହୋଇଯାଇଥିଲେ। ତେବେ ଗଞ୍ଜା ଗୁଡ଼ିକ ପୁଲିସ୍‌ ପାଖରେ କେସ୍‌ ପ୍ରପୋଟି ଭାବେ ରହିଯାଇଥିଲେ। କାରଣ ଗଞ୍ଜା ଗୁଡ଼ିକ କାହାର ସେନେଇ କେହି ବି ଦାବି କରି ନଥିଲେ। ତେଣୁ କୋର୍ଟ ଯେଉଁ ପର୍ଯ୍ୟନ୍ତ ଗଞ୍ଜା ଗୁଡ଼ିକ ଉପରେ କୌଣସି ରାୟ ଶୁଣାଇନାହାନ୍ତି, ସେ ଯାଏ ଥାନା ପକ୍ଷରୁ ଗଞ୍ଜା ଗୁଡ଼ିକୁ ରଖାଯାଇଥିଲା।

ଦୀର୍ଘ ୮ ମାସ ପରେ ଜଫର ମେରାନୀ ନାମକ ଜଣେ ବ୍ୟକ୍ତି କୋର୍ଟଙ୍କ ଜରିଆରେ ବନ୍ଦୀ ଥିବା ଗୋଟିଏ ଗଞ୍ଜା ତାଙ୍କର ବୋଲି ଦାବି କରିଥିଲେ। ଏହାପରେ କୋର୍ଟ ପୁଲିସକୁ ଗଞ୍ଜାଟିକୁ ତାଙ୍କୁ ହସ୍ତାନ୍ତର କରିବାକୁ କହିଛନ୍ତି। ବ୍ୟକ୍ତି ଜଣଙ୍କ କରାଚିରେ ରହୁଥିବାରୁ ଗଞ୍ଜାର ମାଲିକାନା ପାଇଁ ଏତେଦିନ ହେଲା ଦାବି କରିପାରି ନଥିଲେ।

ପୁଲିସ୍‌ ଗଞ୍ଜା ଗୁଡ଼ିକୁ ଲକଅପରେ ନ ରଖି ଖୋଲା ପଡ଼ିଆରେ ରଖିଥିଲେ। ତେବେ ଗଞ୍ଜାଗୁଡ଼ିକର ଗୋଟିଏ ଗୋଡ଼ ସର୍ବଦା ବନ୍ଧା ହୋଇ ରହୁଥିଲା। ଗଞ୍ଜା ଗୁଡ଼ିକ ଅସୁସ୍ଥ ହେଲେ, ସେମାନଙ୍କୁ ପୁଲିସ୍‌ ହସ୍ପିଟାଲ ମଧ୍ୟ ନେଉଥିବା ନଜିର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story