ପାକିସ୍ତାନର କ୍ୱେଟାରେ ଆତଙ୍କବାଦୀ ଆକ୍ରମଣ, ୬୦ ଯବାନ ମୃତ

କ୍ୱେଟା: ପାକିସ୍ତାନର କ୍ୱେଟାରେ ପୋଲିସ୍ ଏକାଡେମୀ ଉପରେ ଆତଙ୍କବାଦୀ ଆକ୍ରମଣ ଘଟିଛି। ପାକିସ୍ତାନ ଖବରକାଗଜ ‘ଡନ୍’ ରିପୋର୍ଟ ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଏହି ଆକ୍ରମଣ ହୋଇଛି। ଆକ୍ରମଣରେ ୬୦ ଜଣ କ୍ୟାଡରସ୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ପୋଲିସ କର୍ମୀ  ଆହତ ହୋଇଛନ୍ତି। ଅପରେସନ ସମୟରେ ପାକିସ୍ତାନ ସୈନିକ ଜଣେ ଆତଙ୍କବାଦକୁ ମାରିଥିବା ବେଳେ ଦୁଇ ଜଣ ଆତଙ୍କବାଦୀ ନିଜକୁ ବମ୍ବରେ ଉଡ଼ାଇ ଦେଇଛନ୍ତି। ଆହତ ପୋଲିସ କର୍ମୀଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି […]

quetta-attack

quetta-attack

Rakesh Mallick
  • Published: Tuesday, 25 October 2016
  • Updated: 04 May 2017, 03:44 PM IST

Sports

Latest News

କ୍ୱେଟା: ପାକିସ୍ତାନର କ୍ୱେଟାରେ ପୋଲିସ୍ ଏକାଡେମୀ ଉପରେ ଆତଙ୍କବାଦୀ ଆକ୍ରମଣ ଘଟିଛି। ପାକିସ୍ତାନ ଖବରକାଗଜ ‘ଡନ୍’ ରିପୋର୍ଟ ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଏହି ଆକ୍ରମଣ ହୋଇଛି। ଆକ୍ରମଣରେ ୬୦ ଜଣ କ୍ୟାଡରସ୍‌ଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ପୋଲିସ କର୍ମୀ  ଆହତ ହୋଇଛନ୍ତି। ଅପରେସନ ସମୟରେ ପାକିସ୍ତାନ ସୈନିକ ଜଣେ ଆତଙ୍କବାଦକୁ ମାରିଥିବା ବେଳେ ଦୁଇ ଜଣ ଆତଙ୍କବାଦୀ ନିଜକୁ ବମ୍ବରେ ଉଡ଼ାଇ ଦେଇଛନ୍ତି। ଆହତ ପୋଲିସ କର୍ମୀଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୀର୍ଘ ତିନି ଘଣ୍ଟାର ଅପରେସନ୍‌ ପରେ ସେନା ପାଖାପାଖି ୨୦୦ କ୍ୟାଡରସଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ପାକ୍‌ ସୈନ୍ୟମାନଙ୍କ ଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ସର୍ଚ୍ଚଅପରେସନ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos