ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଘଂନ

ଜମ୍ମୁ: ସୀମାର ପୁଞ୍ଛ ସେକ୍ଟରରେ ପାକିସ୍ତାନ ପୁଣି ଥରେ ଅସ୍ତ୍ର ବିରଛ ଉଲ୍ଲଘଂନ କରିଛି। ମେଢକ ଅଞ୍ଚଳର ଏଲ୍‌ଓସ ନିକଟରେ ଆଜି ସକାଳୁ ପାକିସ୍ତାନ ପକ୍ଷରୁ ଗୁଳିମାଡ କରାଯାଇଛି। ଏହାର ପ୍ରତିବାଦରେ ଭାରତୀୟ ସେନା ମଧ୍ୟ ପାଲଟା ଜବାବ ଦେଇଛି। ପୂର୍ବରୁ ବୁଧବାର ସନ୍ଧ୍ୟାରେ ସୋଜିୟାଁ ଅଞ୍ଚଳରେ ପାକିସ୍ତାନ ଗୁଳିଗୋଳା ବର୍ଷଣ କରିଥିଲା। ପାକିସ୍ତାନ ଭାରତୀୟ ପୋଷ୍ଟ ଉପରେ ପାଖାପାଖି ୨୦ମିନିଟ୍ ପର୍ଯ୍ୟନ୍ତ ଗୁଳି ବର୍ଷଣ କରିଥିଲା। ୧୮ ସେପ୍ଟେମ୍ବର ସେକ୍ଟରରେ ସେନା ମୁଖ୍ୟାଳୟ ଉପରେ ଆତଙ୍କୀ […]

jammu-firing

jammu-firing

Rakesh Mallick
  • Published: Thursday, 29 September 2016
  • Updated: 29 September 2016, 02:31 PM IST

Sports

Latest News

ଜମ୍ମୁ: ସୀମାର ପୁଞ୍ଛ ସେକ୍ଟରରେ ପାକିସ୍ତାନ ପୁଣି ଥରେ ଅସ୍ତ୍ର ବିରଛ ଉଲ୍ଲଘଂନ କରିଛି। ମେଢକ ଅଞ୍ଚଳର ଏଲ୍‌ଓସ ନିକଟରେ ଆଜି ସକାଳୁ ପାକିସ୍ତାନ ପକ୍ଷରୁ ଗୁଳିମାଡ କରାଯାଇଛି। ଏହାର ପ୍ରତିବାଦରେ ଭାରତୀୟ ସେନା ମଧ୍ୟ ପାଲଟା ଜବାବ ଦେଇଛି। ପୂର୍ବରୁ ବୁଧବାର ସନ୍ଧ୍ୟାରେ ସୋଜିୟାଁ ଅଞ୍ଚଳରେ ପାକିସ୍ତାନ ଗୁଳିଗୋଳା ବର୍ଷଣ କରିଥିଲା। ପାକିସ୍ତାନ ଭାରତୀୟ ପୋଷ୍ଟ ଉପରେ ପାଖାପାଖି ୨୦ମିନିଟ୍ ପର୍ଯ୍ୟନ୍ତ ଗୁଳି ବର୍ଷଣ କରିଥିଲା।

୧୮ ସେପ୍ଟେମ୍ବର ସେକ୍ଟରରେ ସେନା ମୁଖ୍ୟାଳୟ ଉପରେ ଆତଙ୍କୀ ଆକ୍ରମଣ ହୋଇଥିଲା। ଏହାପରେ ପାକିସ୍ତାନକୁ ଆତଙ୍କୀ ରାଷ୍ଟ୍ର ଘୋଷଣା କରିବାକୁ ଭାରତ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos