ଭାରତ ସହ ଅନୌପଚାରିକ ଆଲୋଚନା ପାଇଁ ପାକ୍‌ ଉପରେ ବଢ଼ିଲା ଚାପ

ଇସଲାମାବାଦ: ଭାରତ ବିରୋଧରେ କଶ୍ମୀର ପ୍ରସଙ୍ଗକୁ ନେଇ ବିଷ ଓଗାଳୁଥିବା ପାକିସ୍ତାନ ଉପରେ କିଛି ପ୍ରଭାବଶାଳୀ ରାଷ୍ଟ୍ର ଓ ମୁସଲିମ ରାଷ୍ଟ୍ର ଚାପ ପକାଇବା ଆରମ୍ଭ କରିଛନ୍ତି। ଭାରତ ବିରୋଧୀ ବୟାନରୁ ଦୂରେଇ ରହି ନୂଆଦିଲ୍ଲୀ ସହ ଅନୌପଚାରିକ ଆଲୋଚନା କରିବାକୁ ସେମାନେ ପାକିସ୍ତାନ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ହେଲେ ପାକିସ୍ତାନ କୁଆଡ଼େ ଏହି ପ୍ରସ୍ତାବକୁ ଖାରଜ କରିଦେଇଥିବା ପାକିସ୍ତାନର ଦୈନିକ ଖବରକାଗଜ ଦି ଏକ୍ସପ୍ରେସ୍‌ ଟ୍ରିବ୍ୟୁନ୍‌ ଖବର ପ୍ରକାଶ କରିଛି। ପ୍ରକାଶିତ ଖବର ଅନୁଯାୟୀ, ଭାରର […]

wv

wv

Hemant Lenka
  • Published: Tuesday, 17 September 2019
  • Updated: 17 September 2019, 02:47 PM IST

Sports

Latest News

ଇସଲାମାବାଦ: ଭାରତ ବିରୋଧରେ କଶ୍ମୀର ପ୍ରସଙ୍ଗକୁ ନେଇ ବିଷ ଓଗାଳୁଥିବା ପାକିସ୍ତାନ ଉପରେ କିଛି ପ୍ରଭାବଶାଳୀ ରାଷ୍ଟ୍ର ଓ ମୁସଲିମ ରାଷ୍ଟ୍ର ଚାପ ପକାଇବା ଆରମ୍ଭ କରିଛନ୍ତି। ଭାରତ ବିରୋଧୀ ବୟାନରୁ ଦୂରେଇ ରହି ନୂଆଦିଲ୍ଲୀ ସହ ଅନୌପଚାରିକ ଆଲୋଚନା କରିବାକୁ ସେମାନେ ପାକିସ୍ତାନ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ହେଲେ ପାକିସ୍ତାନ କୁଆଡ଼େ ଏହି ପ୍ରସ୍ତାବକୁ ଖାରଜ କରିଦେଇଥିବା ପାକିସ୍ତାନର ଦୈନିକ ଖବରକାଗଜ ଦି ଏକ୍ସପ୍ରେସ୍‌ ଟ୍ରିବ୍ୟୁନ୍‌ ଖବର ପ୍ରକାଶ କରିଛି।

ପ୍ରକାଶିତ ଖବର ଅନୁଯାୟୀ, ଭାରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ତାଙ୍କ ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ୍‌ ଖାନ୍‌ ପ୍ରୟୋଗ କରୁଥିବା ଭାଷାକୁ ବନ୍ଦ କରିବାକୁ ମଧ୍ୟ ମୁସଲିମ ରାଷ୍ଟ୍ରର ନେତାମାନେ କହିଛନ୍ତି। ହେଲେ ଏହାକୁ ମଧ୍ୟ ପାକିସ୍ତାନ ସରକାର ଅଗ୍ରାହ୍ୟ କରିଦେଇଛନ୍ତି।

ଏକ୍ସପ୍ରେସ୍ ଟ୍ରିବ୍ୟୁନକୁ ଜଣେ ପାକିସ୍ତାନ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ “ପାକିସ୍ତାନ ପଡ଼ୋଶୀ ଭାରତ ସହ କୌଣସି ପ୍ରକାରର ଅନୌପଚାରିକ ଆଲୋଚନା କରିବ ନାହିଁ। କଶ୍ମୀର ପ୍ରସଙ୍ଗରେ ଯାହା ବି ଆଲୋଚନା ହେବ, ତାହା ଔପଚାରିକ ଭାବେ କୂଟନୀତିକ ସ୍ତରରେ ହେବ। ହେଲେ ଏହା ପୂର୍ବରୁ ଭାରତ ସରକାର କଶ୍ମୀରରେ ଲାଗୁ କରିଥିବା କଟକଣା ଓ କର୍ଫ୍ୟୁ ହଟାଇବା ଦରକାର।”

ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସାଉଦି ଆରବର ଡେପୁଟି ବୈଦେଶିକ ମନ୍ତ୍ରୀ ଆଦେଲ ଅଲ ଜୁବେଇର ଓ ୟୁଏଇ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ବିନ୍‌ ଅଲ ନାହୟନ ସେପ୍ଟେମ୍ବର ୩ରେ ଏକାଠି ପାକିସ୍ତାନ ଗସ୍ତ କରିଥିଲେ। ସେମାନେ ନିଜର ଦେଶର ମୁଖ୍ୟ ଏବଂ ଅନ୍ୟ କିଛି ପ୍ରଭାବଶାଳୀ ରାଷ୍ଟ୍ରଙ୍କ ପକ୍ଷରୁ ବାର୍ତ୍ତା ନେଇ ସେଠାକୁ ଯାଇଥିଲେ।

ସମସ୍ତେ ପାକିସ୍ତାନ ପଡ଼ୋଶୀ ଭାରତ ସହ ଅନଔପଚାରିକ ଆଲୋଚନା କରୁ ବୋଲି ଚାହୁଁଥିବା ସେମାନେ କହିଥିଲେ। ଏହି ଦିନିକିଆ ଗସ୍ତ ସମୟରେ ସେମାନେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଓ ସେନାମୁଖ୍ୟ ଜେନେରାଲ କ୍ୱାମର ଜାଭେଦ ବାଜୱାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ।

ଏହି ବୈଠକ ଅତ୍ୟନ୍ତ ଗୁପ୍ତ ରଖାଯାଇଥିଲା। ବୈଠକରେ କେବଳ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର କିଛି ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ବୈଠକ ବେଳେ ଜୁବେଇର ଓ ନାହୟନ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦକୁ ହ୍ରାସ କରିବା ପାଇଁ ସହଯୋଗ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ।

ହେଲେ ପାକିସ୍ତାନ-ଭାରତ ସହ କୌଣସି ପ୍ରକାରର ଅନୌପଚାରିକ ଆଲୋଚନା କରିବ ନାହିଁ ବୋଲି କହିଥିଲା। ଏହାପରେ ସେମାନେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଭାରତ ବିରୋଧରେ ବୟାନ ନ ଦେବାକୁ କହିଥିଲେ। ପାକିସ୍ତାନର ଏଭଳି ବୟାନ ଦ୍ୱାରା ସୀମାରେ ଶାନ୍ତି ବ୍ୟାହତ ହେଉଥିବା ସେମାନେ ମତ ଦେଇଥିଲେ।

ଏହାପୂର୍ବରୁ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଭାରତ ସହ କୌଣସି ପ୍ରକାରର ଅନୌପଚାରିକ ଆଲୋଚନା କରି ଶାନ୍ତି ପ୍ରତିଷ୍ଠା କରାଯିବ ନାହିଁ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story