ପାକିସ୍ତାନ ବନ୍ଦ କଲା ସବୁ ଏୟାରପୋର୍ଟ ଓ ବାୟୁସୀମା

ଇସ୍‌ଲାମାବାଦ: ଭାରତୀୟ ଯୁଦ୍ଧ ବିମାନ ପାକିସ୍ତାନର ଏଫ୍‌-୧୬ ବିମାନକୁ ଖସାଇବା ପରେ ଏବେ ଉଭୟ ଦେଶ ମୁହାଁମୁହିଁ ହୋଇଛନ୍ତି। ପାକ୍‌ ସେନାର ବିମାନ ଜମ୍ମୁ-କଶ୍ମୀରର ନୌଶେରା ଓ ପୁଞ୍ଚଠାରେ ସୀମା ଉଲ୍ଲଙ୍ଘନ କରିବାରୁ ଭାରତ ଏହାର ଜବାବ ଦେଇଥିଲା। ଏହାପରେ ପାକିସ୍ତାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ସବୁ ଏୟାରପୋର୍ଟରୁ ଉଡ଼ାଣ ବନ୍ଦ କରି ଦେଇଛି। ସେହିପରି ବାୟୁସୀମାକୁ ମଧ୍ୟ ସିଲ କରିଛି। ଲାହୋର, ମୁଲତାନ, ଫୈସଲାବାଦ, ସିଆଲକୋଟ ଓ ଇସ୍‌ଲାବାଦରୁ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ […]

sd

sd

Hemant Lenka
  • Published: Wednesday, 27 February 2019
  • Updated: 27 February 2019, 04:10 PM IST

Sports

Latest News

ଇସ୍‌ଲାମାବାଦ: ଭାରତୀୟ ଯୁଦ୍ଧ ବିମାନ ପାକିସ୍ତାନର ଏଫ୍‌-୧୬ ବିମାନକୁ ଖସାଇବା ପରେ ଏବେ ଉଭୟ ଦେଶ ମୁହାଁମୁହିଁ ହୋଇଛନ୍ତି। ପାକ୍‌ ସେନାର ବିମାନ ଜମ୍ମୁ-କଶ୍ମୀରର ନୌଶେରା ଓ ପୁଞ୍ଚଠାରେ ସୀମା ଉଲ୍ଲଙ୍ଘନ କରିବାରୁ ଭାରତ ଏହାର ଜବାବ ଦେଇଥିଲା।

ଏହାପରେ ପାକିସ୍ତାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ସବୁ ଏୟାରପୋର୍ଟରୁ ଉଡ଼ାଣ ବନ୍ଦ କରି ଦେଇଛି। ସେହିପରି ବାୟୁସୀମାକୁ ମଧ୍ୟ ସିଲ କରିଛି। ଲାହୋର, ମୁଲତାନ, ଫୈସଲାବାଦ, ସିଆଲକୋଟ ଓ ଇସ୍‌ଲାବାଦରୁ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କରାଯାଇଛି। ଏଥିଯୋଗୁ ଭାରତ ଓ ପାକିସ୍ତାନର ବାୟୁ ସୀମା ଦେଇ ଯାତାୟାତ କରୁଥିବା ଅନ୍ତର୍ଜାତୀୟ ବିମାନଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos