କଶ୍ମୀର ପ୍ରସଙ୍ଗରେ ଫ୍ରାନ୍ସକୁ ହସ୍ତକ୍ଷେପ କରିବାକୁ କହି ଲୋକହସା ହେଲା ପାକିସ୍ତାନ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପ୍ରସଙ୍ଗରେ ଭାରତକୁ ଘେରିବାକୁ ଉଦ୍ୟମ କରୁଥିବା ପାକିସ୍ତାନ ପୁଣିଥରେ ଲୋକହସା ହୋଇଛି। ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଫ୍ରାନ୍ସକୁ କହିଥିଲା। ହେଲେ ଫ୍ରାନ୍ସ ସରକାର ପାକିସ୍ତାନର କୌଣସି କଥାକୁ ଶୁଣି ନାହାନ୍ତି। ବରଂ କଶ୍ମୀର କେବଳ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ଦୁଇ ଦେଶ ଆଲୋଚନା ଦ୍ୱାରା ଏହାର ସମାଧାନ କରିବା ଦରକାର ବୋଲି ଫ୍ରାନ୍ସ ପକ୍ଷରୁ କୁହାଯାଇଛି। ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ […]

es

es

Hemant Lenka
  • Published: Wednesday, 21 August 2019
  • Updated: 21 August 2019, 04:16 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପ୍ରସଙ୍ଗରେ ଭାରତକୁ ଘେରିବାକୁ ଉଦ୍ୟମ କରୁଥିବା ପାକିସ୍ତାନ ପୁଣିଥରେ ଲୋକହସା ହୋଇଛି। ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଫ୍ରାନ୍ସକୁ କହିଥିଲା। ହେଲେ ଫ୍ରାନ୍ସ ସରକାର ପାକିସ୍ତାନର କୌଣସି କଥାକୁ ଶୁଣି ନାହାନ୍ତି। ବରଂ କଶ୍ମୀର କେବଳ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ଦୁଇ ଦେଶ ଆଲୋଚନା ଦ୍ୱାରା ଏହାର ସମାଧାନ କରିବା ଦରକାର ବୋଲି ଫ୍ରାନ୍ସ ପକ୍ଷରୁ କୁହାଯାଇଛି।

ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ପୂରା ବିଚଳିତ ହୋଇଯାଇଛି। ଫ୍ରାନ୍ସ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହୋଇଥିବାରୁ ପାକିସ୍ତାନ ନୂଆ ଗୋଟି ଚାଳନା କରିଥିଲା।

ମଙ୍ଗଳବାର ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେଶୀ ଫ୍ରାନ୍ସକୁ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ କହିଥିଲେ। ହେଲେ ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଜେନ ୟୁଭସ ଲେ ଡ୍ରିଆନ୍‌ କହିଛନ୍ତି, “ଫ୍ରାନ୍ସ ପୂର୍ବରୁ କଶ୍ମୀର ପ୍ରସଙ୍ଗରେ ନିଜ ପକ୍ଷ ସ୍ପଷ୍ଟ କରିଦେଇଛି। କଶ୍ମୀର କେବଳ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଏକ ପ୍ରସଙ୍ଗ। ସେମାନେ ଆଲୋଚନା ଦ୍ୱାରା ଏହାର ସମାଧାନ କରିବା ଦରକାର। ଉଭୟ ଦେଶ ମିଳିତ ଭାବେ କଶ୍ମୀର ପ୍ରସଙ୍ଗରେ କେମିତି ଶାନ୍ତି ପ୍ରତିଷ୍ଠା ହୋଇପାରିବେ, ସେକଥା ସ୍ଥିର କରିବା ଦରକାର।

ହଁ ବର୍ତ୍ତମାନ ସ୍ଥିତିରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି। କିନ୍ତୁ ଏହି ତିକ୍ତତା ଆଗକୁ ବଢ଼ିବା ଉଚିତ ନୁହେଁ। ଦୁଇ ଦେଶ ଏଲଓସିରେ ଯଥା ସମ୍ଭବ ଶାନ୍ତି ପ୍ରତିଷ୍ଠା ପାଇଁ ଚେଷ୍ଟା କରନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story