ଭାରତର ଡେପୁଟି ହାଇକମିଶନରଙ୍କୁ ପାକ୍‌ର ସମନ୍

ଇସ୍‌ଲାମାବାଦ: ଭାରତ ଉପରେ ପୁଣିଥରେ ଦୋଷ ଲଦିବାକୁ ଉଦ୍ୟମ କରିଛି ପାକିସ୍ତାନ। ଭାରତ କୁଆଡ଼େ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଥିବା ପାକିସ୍ତାନ କହିଛି। ଏଥିପାଇଁ କ୍ରମାଗତ ୪ର୍ଥଥର ପାଇଁ ଆଜି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଭାରତର ଡେପୁଟି ହାଇକମିଶନର ଗୌରବ ଆଲୁୱାଲିଆଙ୍କୁ ସମନ କରିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଡ. ମହମ୍ମଦ ଫୈଜଲ କହିଛନ୍ତି, “ଭାରତୀୟ ସେନା ବାରମ୍ବାର ଅସ୍ତ୍ର ବିରତି ଉଲଙ୍ଘନ କରୁଥିବାରୁ ଏ ସଂକ୍ରାନ୍ତ ଏକ ଦସ୍ତାବିଜ୍‌ ନୂଆଦିଲ୍ଲୀର ଡେପୁଟି କମିଶନର ଆଲୁୱାଲିଆଙ୍କୁ […]

waq

waq

Hemant Lenka
  • Published: Monday, 19 August 2019
  • Updated: 19 August 2019, 06:07 PM IST

Sports

Latest News

ଇସ୍‌ଲାମାବାଦ: ଭାରତ ଉପରେ ପୁଣିଥରେ ଦୋଷ ଲଦିବାକୁ ଉଦ୍ୟମ କରିଛି ପାକିସ୍ତାନ। ଭାରତ କୁଆଡ଼େ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଥିବା ପାକିସ୍ତାନ କହିଛି। ଏଥିପାଇଁ କ୍ରମାଗତ ୪ର୍ଥଥର ପାଇଁ ଆଜି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଭାରତର ଡେପୁଟି ହାଇକମିଶନର ଗୌରବ ଆଲୁୱାଲିଆଙ୍କୁ ସମନ କରିଛି।

ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଡ. ମହମ୍ମଦ ଫୈଜଲ କହିଛନ୍ତି, “ଭାରତୀୟ ସେନା ବାରମ୍ବାର ଅସ୍ତ୍ର ବିରତି ଉଲଙ୍ଘନ କରୁଥିବାରୁ ଏ ସଂକ୍ରାନ୍ତ ଏକ ଦସ୍ତାବିଜ୍‌ ନୂଆଦିଲ୍ଲୀର ଡେପୁଟି କମିଶନର ଆଲୁୱାଲିଆଙ୍କୁ ଦିଆଯାଇଛି। ଏଥିସହ ପାକିସ୍ତାନ ଭାରତର ଏଭଳି କାଣ୍ଡର ପ୍ରତିବାଦ ଜଣାଇଛି। ଗତକାଲି ଭାରତୀୟ ସେନା ହଟ୍‌ ସ୍ପ୍ରିଙ୍ଗ ସେକ୍ଟରରେ ବାରମ୍ବାର ଗୁଳି ଓ ମୋର୍ଟାର ମାଡ଼ କରିଥିଲା।

ଏଥିରେ ୨ ଜଣ ସାଧାରଣ ପାକିସ୍ତାନୀ ପ୍ରାଣ ହରାଇଛନ୍ତି। ତେଣୁ ଆମେ ଦୁଇ ଦେଶ ମଧ୍ୟରେ ୨୦୦୩ରେ ହୋଇଥିବା ଅସ୍ତ୍ର ବିରତି ଉଲ୍ଲଙ୍ଘନ ସଂକ୍ରାନ୍ତ ଚୁକ୍ତିକୁ ପାଳନ କରିବାକୁ କହିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story