ପାନାମା ପେପର୍ସ ଦୁର୍ନୀତି ମାମଲା: ନୱାବ ସରିଫଙ୍କ ରିଭ୍ୟୁ ପିଟିସନ ଖାରଜ

ଲାହୋର: ପାନାମା ପେପର୍ସ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପାକିସ୍ତାନର ବିତାଡ଼ିତ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କ ଆବେଦନକୁ ଖାରଜ କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ। ଗତ ଜୁଲାଇ ୨୮ରେ ପାନାମା ପେପର୍ସ ମାମଲାରେ ପାକିସ୍ତାନ ସୁପ୍ରିମକୋର୍ଟ ନଓ୍ୱାଜ ସରିଫଙ୍କ ସମେତ ତାଙ୍କ ସମ୍ପର୍କୀୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହ ତାଙ୍କୁ ପ୍ରଧାନମନ୍ତ୍ରୀ ପଦକୁ ଅଯୋଗ୍ୟ ଘୋଷଣା କରିଥିଲେ। ଏହି ରାୟକୁ ବିରୋଧ କରି ନଓ୍ୱାଜ ସରିଫ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଏର କରିଥିଲେ। ପାକିସ୍ତାନ ସୁପ୍ରିମକୋର୍ଟ ଆଜି ଏହି […]

Rakesh Mallick
  • Published: Friday, 15 September 2017
  • Updated: 15 September 2017, 09:06 PM IST

ଲାହୋର: ପାନାମା ପେପର୍ସ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପାକିସ୍ତାନର ବିତାଡ଼ିତ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କ ଆବେଦନକୁ ଖାରଜ କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ। ଗତ ଜୁଲାଇ ୨୮ରେ ପାନାମା ପେପର୍ସ ମାମଲାରେ ପାକିସ୍ତାନ ସୁପ୍ରିମକୋର୍ଟ ନଓ୍ୱାଜ ସରିଫଙ୍କ ସମେତ ତାଙ୍କ ସମ୍ପର୍କୀୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହ ତାଙ୍କୁ ପ୍ରଧାନମନ୍ତ୍ରୀ ପଦକୁ ଅଯୋଗ୍ୟ ଘୋଷଣା କରିଥିଲେ।

ଏହି ରାୟକୁ ବିରୋଧ କରି ନଓ୍ୱାଜ ସରିଫ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଏର କରିଥିଲେ। ପାକିସ୍ତାନ ସୁପ୍ରିମକୋର୍ଟ ଆଜି ଏହି ରିଭ୍ୟୁ ପିଟିସନକୁ ଖାରଜ କରି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story