ପାକ୍‌ର ସବୁ ଯୋଜନା ଫେଲ, ଏଫଏଟିଏଫ୍‌ର ଗ୍ରେ ଲିଷ୍ଟରେ ହିଁ ରହିବ

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କୀ ହାଫିଜ ସୟିଦକୁ ଲୋକ ଦେଖାଣିଆ ଭାବେ ଗିରଫ କରିବା ଓ ମାସୁଦ ଆଝାରକୁ ନିଖୋଜ ଦର୍ଶାଇ ବିଶ୍ୱକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିବା ପାକିସ୍ତାନର ସବୁ ଯୋଜନା ଫସର ଫାଟିଛି। ପୂର୍ବଭଳି ପାକିସ୍ତାନ ଏବେ ବି ଆତଙ୍କବାଦୀଙ୍କୁ ମିଳୁଥିବା ପ୍ରୋତ୍ସାହନକୁ ରୋକିବାରେ ବିଫଳ ବୋଲି ଏଫଏଟିଏଫ୍‌ ଜାଣି ସାରିଛି। ତେଣୁ ପୂର୍ବଭଳି ଏଫଏଟିଏଫ୍‌ର ଗ୍ରେ ଲିଷ୍ଟରେ ହିଁ ପାକିସ୍ତାନ ରହିବ। ଏହି ଅନ୍ତର୍ଜାତୀୟ ସଂଗଠନର ଏକ ସବ୍‌ ଗ୍ରୁପ୍‌ ଆଜି ପାକିସ୍ତାନକୁ ପୂର୍ବଭଳି […]

e

e

Hemant Lenka
  • Published: Tuesday, 18 February 2020
  • Updated: 18 February 2020, 07:52 PM IST

Sports

Latest News

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କୀ ହାଫିଜ ସୟିଦକୁ ଲୋକ ଦେଖାଣିଆ ଭାବେ ଗିରଫ କରିବା ଓ ମାସୁଦ ଆଝାରକୁ ନିଖୋଜ ଦର୍ଶାଇ ବିଶ୍ୱକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିବା ପାକିସ୍ତାନର ସବୁ ଯୋଜନା ଫସର ଫାଟିଛି। ପୂର୍ବଭଳି ପାକିସ୍ତାନ ଏବେ ବି ଆତଙ୍କବାଦୀଙ୍କୁ ମିଳୁଥିବା ପ୍ରୋତ୍ସାହନକୁ ରୋକିବାରେ ବିଫଳ ବୋଲି ଏଫଏଟିଏଫ୍‌ ଜାଣି ସାରିଛି। ତେଣୁ ପୂର୍ବଭଳି ଏଫଏଟିଏଫ୍‌ର ଗ୍ରେ ଲିଷ୍ଟରେ ହିଁ ପାକିସ୍ତାନ ରହିବ।

ଏହି ଅନ୍ତର୍ଜାତୀୟ ସଂଗଠନର ଏକ ସବ୍‌ ଗ୍ରୁପ୍‌ ଆଜି ପାକିସ୍ତାନକୁ ପୂର୍ବଭଳି ଗ୍ରେ ଲିଷ୍ଟରେ ରଖିବାକୁ ପ୍ରସ୍ତାବ ଦେଇଛି। ସମ୍ଭବତଃ ଶୁକ୍ରବାର ଏହା ଉପରେ ଚୂଡ଼ାନ୍ତ ଫୈସଲା ନିଆଯିବ।

ଏଫଏଟିଏଫ୍‌ର ଗ୍ରେ ଲିଷ୍ଟରେ ଥିବା ପାକିସ୍ତାନ ଏଥିରୁ ମୁକୁଳିବା ପାଇଁ ଏକାଧିକ ଲୋକ ଦେଖାଣିଆ କାମ କରିଥିଲା। ଏପରି କରି ବନ୍ଧୁ ଚାଇନା ମଧ୍ୟ ପାକିସ୍ତାନ ପାଇଁ ଓକିଲାତି କରିଥିଲା। ହେଲେ ଏଫଏଟିଏଫ୍‌ର ସଦସ୍ୟ ଆଦୌ ବିଭ୍ରାନ୍ତ ହୋଇ ନଥିବା ଜଣାପଡ଼ିଛି। ରବିବାର ଠାରୁ ପ୍ୟାରିସରେ ଏଫଏଟିଏଫ୍‌ ବୈଠକ ବସିଥିଲା। ଏହାପୂର୍ବରୁ ହିଁ ପାକିସ୍ତାନ ହାଫିଜକୁ ଗିରଫ କରିଥିଲା। ସେହିପରି ମାସୁଦ ପାକିସ୍ତାନରେ ଥିଲେ ହେଁ ସେ ନିଖୋଜ ହୋଇଥିବା କଥା ସାରା ବିଶ୍ୱକୁ ଜଣାଇଥିଲେ।

ହେଲେ ମାସୁଦ ଭାହାବହଲପୁରରେ ଥିବା ଜଣାପଡ଼ିଛି। ଆଜି ଏଫଏଟିଏଫ୍‌ର ଇଣ୍ଟରନ୍ୟାଶନାଲ କୋପୋରେସନ ରିଭ୍ୟୁ ଗ୍ରୁପ୍‌(ଆଇସିଜିଆର) ବୈଠକ ବସିଥିଲା। ଏହି ସମୟରେ ଏଫଏଟିଏଫ୍‌ର ସବ ଗ୍ରୁପ୍‌ ହିଁ ପାକିସ୍ତାନକୁ ପୂର୍ବ ଭଳି ଗ୍ରେ ଲିଷ୍ଟରେ ରଖିବାକୁ ପ୍ରସ୍ତାବ ଦେଇଛି। ତେବେ ଏହା ଉପରେ ଚୂଡ଼ାନ୍ତ ଫୈସଲା ଶୁକ୍ରବାର ନିଆଯିବ ବୋଲି ଏହାର ଅଧିକାରୀମାନେ ନେଇଛନ୍ତି।

ଗ୍ରେ ଲିଷ୍ଟରେ ରହିବା ଅର୍ଥ ପାକିସ୍ତାନ ପୂର୍ବଭଳି ବିଶ୍ୱସ୍ତରରେ ଆର୍ଥିକ କଟକଣାର ସମ୍ମୁଖୀନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story