ମିଳିଲାନି କୌଣସି ଆଶ୍ୱସ୍ତି: ପୂର୍ବଭଳି ଗ୍ରେ ଲିଷ୍ଟରେ ରହିଲା ପାକିସ୍ତାନ

ନୂଆଦିଲ୍ଲୀ: ଗ୍ରେ ଲିଷ୍ଟରୁ ଆଶ୍ୱସ୍ତି ପାଇବା ପାଇଁ ପାକିସ୍ତାନ ଅନେକ ଲୋକ ଦେଖାଣିଆ କାର୍ଯ୍ୟ କରିଥିଲା। ଏକାଧିକ ଆତଙ୍କବାଦୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରିବା ସହ ସେମାନେ ପାକିସ୍ତାନରେ କାର୍ଯ୍ୟ କରୁଥିବା କଥା କହିଥିଲା। ହେଲେ ଏହା ସବୁ ପ୍ରାୟୋଜିତ ଥିବା ପୁଣି ଥରେ ପ୍ରମାଣିତ ହୋଇଛି। ଏଥିପାଇଁ ଫାଇନାନସିଆ ଆକସନ ଟ୍ୟାକ୍ସ ଫୋର୍ସ(ଏଫଏଟିଏଫ) ପୂର୍ବ ଭଳି ପାକିସ୍ତାନକୁ ଗ୍ରେ ଲିଷ୍ଟ ବା ସନ୍ଦେହ ତାଲିକାରେ ରଖିଛି। ଆସନ୍ତା ବର୍ଷ ଫେବୃଆରୀ ଯାଏ ପାକିସ୍ତାନ ଏହି ତାଲିକାରେ […]

uy

uy

Hemant Lenka
  • Published: Friday, 23 October 2020
  • Updated: 23 October 2020, 08:21 PM IST

Sports

Latest News

ନୂଆଦିଲ୍ଲୀ: ଗ୍ରେ ଲିଷ୍ଟରୁ ଆଶ୍ୱସ୍ତି ପାଇବା ପାଇଁ ପାକିସ୍ତାନ ଅନେକ ଲୋକ ଦେଖାଣିଆ କାର୍ଯ୍ୟ କରିଥିଲା। ଏକାଧିକ ଆତଙ୍କବାଦୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରିବା ସହ ସେମାନେ ପାକିସ୍ତାନରେ କାର୍ଯ୍ୟ କରୁଥିବା କଥା କହିଥିଲା। ହେଲେ ଏହା ସବୁ ପ୍ରାୟୋଜିତ ଥିବା ପୁଣି ଥରେ ପ୍ରମାଣିତ ହୋଇଛି। ଏଥିପାଇଁ ଫାଇନାନସିଆ ଆକସନ ଟ୍ୟାକ୍ସ ଫୋର୍ସ(ଏଫଏଟିଏଫ) ପୂର୍ବ ଭଳି ପାକିସ୍ତାନକୁ ଗ୍ରେ ଲିଷ୍ଟ ବା ସନ୍ଦେହ ତାଲିକାରେ ରଖିଛି।

ଆସନ୍ତା ବର୍ଷ ଫେବୃଆରୀ ଯାଏ ପାକିସ୍ତାନ ଏହି ତାଲିକାରେ ରହିବ। ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଓ ସଂଗଠନକୁ ପାଣ୍ଠି ଯୋଗାଣ କରୁଥିବାରୁ ଏଫଏଟିଏଫ ପାକିସ୍ତାନକୁ ଏହି ତାଲିକାରେ ରଖିଥିଲା। ଏପରି କି ପାକିସ୍ତାନକୁ କଳା ତାଲିକା ଭୁକ୍ତ କରିବ ବୋଲି ଶୁଣିବାକୁ ମିଳିଥିଲା। ହେଲେ ପାକିସ୍ତାନ ଲୋକ ଦେଖାଣିଆ ଭାବେ ହେଉ ପଛରେ କିଛି ପଦକ୍ଷେପ ନେଇଥିବାରୁ ଏଫଏଟିଏଫ ଇସଲାମାବାଦକୁ କଳା ତାଲିକା ଭୁକ୍ତ କରିନାହିଁ।

ଏଫଏଟିଏଫ କହିଛି ଯେ ପାକିସ୍ତାନକୁ ଗ୍ରେ ଲିଷ୍ଟରୁ ବାଦ୍‌ ଦେବା ପାଇଁ ୨୭ ପଏଣ୍ଟ ସମ୍ବଳିତ କାର୍ଯ୍ୟ କରିବାକୁ କୁହାଯାଇଥିଲା। ହେଲେ ପାକିସ୍ତାନ କେବଳ ୨୧ଟି ପଏଣ୍ଟ ଉପରେ କାର୍ଯ୍ୟ କରିଛି। ବାକି ୬ଟି ପଏଣ୍ଟକୁ ଉତ୍ତମ ରୂପେ ସମ୍ପାଦନ କରିବା ପରେ ଏଫଏଟିଏଫ ପରବର୍ତ୍ତୀ ନିଷ୍ପତ୍ତି ନେବ।

ପାକିସ୍ତାନ ୨୧ଟି ପଏଣ୍ଟ ପୂର୍ଣ୍ଣ କରିଥିବାରୁ ପୂରା ବିଶ୍ୱ କିଛିଟା ଆଶ୍ୱସ୍ତ ଲାଭ କରିଛି। ହେଲେ ପାକିସ୍ତାନକୁ ଆହୁରି ଅନେକ କିଛି କରିବାକୁ ରହିଛି। ଏଥିପାଇଁ ପାକିସ୍ତାନକୁ ଆଉ ଗୋଟିଏ ସୁଯୋଗ ମିଳିଛି। ଯଦି ପାକିସ୍ତାନ ଏଥର ଏହାକୁ ପୂରଣ ନ କରିବ, ତା’ହେଲେ ଏହାକୁ କଳା ତାଲିକା ଭୁକ୍ତ କରାଯିବ ବୋଲି ଏଫଏଟିଏଫ ଚେତାବନୀ ଦେଇଛି।

ପାକିସ୍ତାନ ପୂର୍ବଭଳି ଗ୍ରେ ଲିଷ୍ଟରେ ରହିଥିବାରୁ ଆର୍ଥିସ୍ତରରେ କାଙ୍ଗାଳ ହୋଇଯାଇଥିବା ଇମ୍ରାନ୍‌ ଖାନ୍‌ ସରକାରଙ୍କ ଅଡ଼ୁଆ ବଢ଼ିଛି। କାରଣ ଆଇଏମଏଫ୍‌ ଓ ବିଶ୍ୱ ବ୍ୟାଙ୍କ ପାକିସ୍ତାନକୁ ଆର୍ଥିକ ସହାୟତା ଦେବା ପୂର୍ବରୁ ଅନେକ ବିଷୟରେ ତର୍ଜମା କରିବେ। ସେମାନେ ସନ୍ତୋଷ ଲାଭ କଲେ ଯାଇ ପାକିସ୍ତାନକୁ ଆର୍ଥିକ ସହାୟତା ମିଳିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story