ସେନାକୁ ସମାଲୋଚନା କରୁଥିବା ପାକ୍‌ ସାମ୍ବାଦିକଙ୍କୁ ହତ୍ୟା

ଇସ୍‌ଲାମାବାଦ: ନିଜର ବ୍ଲଗ ଏବଂ ଖବର ମାଧ୍ୟମରେ ପାକିସ୍ତାନର ଶକ୍ତିଶାଳୀ ସେନା ବାହିନୀକୁ ତାଚ୍ଛଲ୍ୟ କରୁଥିବା ୨୨ ବର୍ଷୀୟ ମହମ୍ମଦ ବିଲାଲ ଖାନ୍‌ଙ୍କୁ ହତ୍ୟା କରାଯାଇଛି। ଜଣେ ବ୍ୟକ୍ତି ତାଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହାଣି ହାଣି ହତ୍ୟା କରିଛନ୍ତି। ମହମ୍ମଦ ନିଜର ବ୍ଲଗ ମାଧ୍ୟମରେ ସର୍ବଦା ପାକ୍‌ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ସମାଲୋଚନା କରୁଥିଲେ। ଟ୍ୱିଟର୍‌ରେ ମହମ୍ମଦଙ୍କୁ ୧୬ ହଜାର ଲୋକ ଅନୁସରଣ କରୁଥିବା ବେଳେ ୟୁବଟ୍ୟୁବରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ୪୮ […]

opp

opp

Hemant Lenka
  • Published: Monday, 17 June 2019
  • Updated: 17 June 2019, 06:04 PM IST

Sports

Latest News

ଇସ୍‌ଲାମାବାଦ: ନିଜର ବ୍ଲଗ ଏବଂ ଖବର ମାଧ୍ୟମରେ ପାକିସ୍ତାନର ଶକ୍ତିଶାଳୀ ସେନା ବାହିନୀକୁ ତାଚ୍ଛଲ୍ୟ କରୁଥିବା ୨୨ ବର୍ଷୀୟ ମହମ୍ମଦ ବିଲାଲ ଖାନ୍‌ଙ୍କୁ ହତ୍ୟା କରାଯାଇଛି। ଜଣେ ବ୍ୟକ୍ତି ତାଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହାଣି ହାଣି ହତ୍ୟା କରିଛନ୍ତି। ମହମ୍ମଦ ନିଜର ବ୍ଲଗ ମାଧ୍ୟମରେ ସର୍ବଦା ପାକ୍‌ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ସମାଲୋଚନା କରୁଥିଲେ।

ଟ୍ୱିଟର୍‌ରେ ମହମ୍ମଦଙ୍କୁ ୧୬ ହଜାର ଲୋକ ଅନୁସରଣ କରୁଥିବା ବେଳେ ୟୁବଟ୍ୟୁବରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ୪୮ ହଜାର ଓ ଫେସବୁକରେ ଏହି ସଂଖ୍ୟା ୨୨ ହଜାର ରହିଛି।

ଗତକାଲି ରାତିରେ ଜଣେ ବ୍ୟକ୍ତି ତାଙ୍କୁ ଫୋନ କରି ନିକଟସ୍ଥ ଜଙ୍ଗଲକୁ ଡାକିଥିଲେ। ଏହି ଫୋନ କଲ ପାଇ ମହମ୍ମଦ ଓ ତାଙ୍କର ଜଣେ ସାଙ୍ଗ ସେଠାରେ ପହଞ୍ଚିଥିଲେ। ଏହି ସମୟରେ ବ୍ୟକ୍ତି ଜଣଙ୍କ ମହମ୍ମଦ ଏବଂ ତାଙ୍କ ସାଙ୍ଗଙ୍କୁ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ହିଁ ମହମ୍ମଦଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ତାଙ୍କ ସାଙ୍ଗ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ସୋଶାଲ ମିଡିଆରେ ମହମ୍ମଦଙ୍କ ହତ୍ୟା ପାଇଁ ଲୋକମାନେ ପାକ୍‌ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ଦାୟୀ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story