ନୂଆଦିଲ୍ଲୀ: ଅମୀର ଖାନ ଦେଶ ଛାଡିବା ତାଙ୍କର ଅହଂକାର ଓ ଅସହିଷ୍ଣୁତା ବୋଲି ଶନିବାର ପ୍ରତିରକ୍ଷା ମନ୍ତ୍ରୀ ମୋନହର ପାରିକର ଦେଇଥିବା ମନ୍ତବ୍ୟକୁ କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁରେଜୱାଲା ଆଜି କଡ଼ା ସମାଲୋଚନା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “ଏହା ପ୍ରମାଣିତ କରୁଛି ପାରିକର ଦଳିତ ଓ ସଂଖ୍ୟାଲଘୁ ମାନଙ୍କୁ ଚୁପ୍ କରି ରଖିବା ପାଇଁ ଷଡଯନ୍ତ୍ର କରୁଛନ୍ତି। ଏହା ତାଙ୍କ ରାଜଧର୍ମ ହୋଇପାରେ।”
ସେ ଆହୁରି କହିଛନ୍ତି,“ପାରିକରଙ୍କ କାମ ହେଉଛି ଭାରତକୁ ପାକିସ୍ତାନର ଆକ୍ରମଣରୁ ରକ୍ଷା କରିବା, ନିଜ ଦେଶର ନାଗରିକ ଅମୀର ଖାନ୍ଙ୍କୁ ଧମକ ଦେବା ନୁହେଁ।”
ଗତକାଲି ଏକ କାର୍ଯ୍ୟକ୍ରମରେ ପାରିକର କହିଥିଲେ, “ଜଣେ ଅଭିନେତା କହିଥିଲେ ତାଙ୍କ ପତ୍ନୀ ଦେଶ ଛାଡିବାକୁ ଚାହୁଁଛନ୍ତି, ଏହା ଦୁର୍ଭାଗ୍ୟପୂର୍ଣ୍ଣ କଥା।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମହାରାଷ୍ଟ୍ରରେ ଟ୍ୱିଷ୍ଟ୍; ସରକାର ଗଠନ ପୂର୍ବରୁ ଗାଁକୁ ପଳେଇଲେ ସିନ୍ଦେ
ମହାୟୁତି ମହାମେଣ୍ଟର ବୈଠକ ବାତିଲ୍।
National
ଜାମା ମସଜିଦ ସର୍ଭେ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
ଉତ୍ତରପ୍ରଦେଶ ଜାମା ମସଜିଦ ସର୍ଭେକୁ ନେଇ ପାଞ୍ଚ ଜଣକ ମୃତ୍ୟୁ ପରେ ଟ୍ରାଏଲ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ।
Viral
ଖେଳୁ ଖେଳୁ କ୍ରିକେଟର ମୃତ, କ୍ୟାମେରାରେ ଦୃଶ୍ୟ କଏଦ
ପଡ଼ିଆରେ ଖେଳୁଥିବା ବେଳେ ଜଣେ ୩୫ ବର୍ଷୀୟ ଯୁବକଙ୍କ ଜୀବନ ଚାଲିଯାଇଛି।
Crime
ଅଶ୍ଳୀଳ ଭିଡିଓ ମାମଲା; ରାଜ କୁନ୍ଦ୍ରାଙ୍କ ଘର ଓ ଅଫିସରେ ED ଚଢାଉ
ମୋବାଇଲ ଆପ୍ ଜରିଆରେ ଅଶ୍ଳୀଳ କଣ୍ଟେଣ୍ଟ ତିଆରି ଏବଂ ବିତରଣ କରିବା ମାମଲାରେ ଚଢାଉ।
National
ଶାହଙ୍କ ଘରେ ମାରାଥନ୍ ବୈଠକ ପରେ ଫେରିଲେ ସିନ୍ଦେ, କହିଲେ...
ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ଖୁବଶୀଘ୍ର ସରକାର ଗଠନ ପ୍ରକ୍ରିୟା ଶେଷ କରିବ। ତେବେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସେ ନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା ହୋଇନି।