ପ୍ୟାରିସ୍‌: ବାର୍‌ରେ ନିଆଁ ଲାଗି ୧୩ ମୃତ, ୬ ଆହତ

ପ୍ୟାରିସ୍‌: ଫ୍ରାନ୍ସର ରୁଏନ୍‌ ସହରର ଏକ ବାର୍‌ରେ ଅଗ୍ନିକାଣ୍ଡ ଘଟିବାରୁ ୧୩ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୬ରୁ ଅଧିକ ଆହତ ହୋଇଛନ୍ତି। ଜନ୍ମଦିନ ଉତ୍ସବ ଚାଲିଥିବା ବେଳେ ହଠାତ୍‌ ବାର୍‌ରେ ନିଆଁ ଲାଗି ଯାଇଥିଲା। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ବିସ୍ଫୋରଣ ଯୋଗୁଁ ନିଆଁ ଲାଗି ଥିବା କୁହାଯାଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସ୍ଥାନୀୟ ପ୍ରଶାସନ କହିଛି।

bar

bar

Rakesh Mallick
  • Published: Saturday, 06 August 2016
  • Updated: 04 May 2017, 03:44 PM IST

Sports

Latest News

ପ୍ୟାରିସ୍‌: ଫ୍ରାନ୍ସର ରୁଏନ୍‌ ସହରର ଏକ ବାର୍‌ରେ ଅଗ୍ନିକାଣ୍ଡ ଘଟିବାରୁ ୧୩ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୬ରୁ ଅଧିକ ଆହତ ହୋଇଛନ୍ତି। ଜନ୍ମଦିନ ଉତ୍ସବ ଚାଲିଥିବା ବେଳେ ହଠାତ୍‌ ବାର୍‌ରେ ନିଆଁ ଲାଗି ଯାଇଥିଲା। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ବିସ୍ଫୋରଣ ଯୋଗୁଁ ନିଆଁ ଲାଗି ଥିବା କୁହାଯାଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସ୍ଥାନୀୟ ପ୍ରଶାସନ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos