ହଟ୍ଟଗୋଳ ଯୋଗୁଁ ଆସିପାରିଲାନି ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ ଉପରେ ଆଲୋଚନା ପୂର୍ବରୁ ମୁଲତବି ହୋଇଗଲା ଲୋକସଭା। ଆଜି ଗୃହ ଆରମ୍ଭ ହେବା ମାତ୍ରକେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ YSR କଂଗ୍ରେସ ଓ ଟିଡିପି ପକ୍ଷରୁ ହଟ୍ଟଗୋଳ ହୋଇଥିଲା। ସେହିପରି କାବେରୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ଏଆଇଏଡିଏମକେ ସଦସ୍ୟମାନେ ମଧ୍ୟ ଗୃହର ମଧ୍ୟଭାଗକୁ ଆସି ହୋ ହଲ୍ଲା କରିଥିଲେ। ଏହାକୁ ନେଇ ଗୃହକୁ  ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ […]

Parliament-of-India

Parliament-of-India

Rakesh Mallick
  • Published: Monday, 19 March 2018
  • Updated: 19 March 2018, 01:37 PM IST

Sports

Latest News

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ ଉପରେ ଆଲୋଚନା ପୂର୍ବରୁ ମୁଲତବି ହୋଇଗଲା ଲୋକସଭା। ଆଜି ଗୃହ ଆରମ୍ଭ ହେବା ମାତ୍ରକେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ YSR କଂଗ୍ରେସ ଓ ଟିଡିପି ପକ୍ଷରୁ ହଟ୍ଟଗୋଳ ହୋଇଥିଲା। ସେହିପରି କାବେରୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ଏଆଇଏଡିଏମକେ ସଦସ୍ୟମାନେ ମଧ୍ୟ ଗୃହର ମଧ୍ୟଭାଗକୁ ଆସି ହୋ ହଲ୍ଲା କରିଥିଲେ। ଏହାକୁ ନେଇ ଗୃହକୁ  ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ ବାଚସ୍ପତି। ତେବେ ଗୃହ କାର୍ଯ୍ୟ ପୁଣି ଆରମ୍ଭ ହେବା ପରେ ହୋ ହଲ୍ଲା ଜାରି ରହିଥିଲା।  ଗୃହ ମନ୍ତ୍ରୀ ରାଜନାଥ ସିଂ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଓ ଗୃହକାର୍ଯ୍ୟ ପରିଚାଳନାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ବାଚସ୍ପତି ସୁମିତ୍ରା ମହାଜନ। ଟିଡିପି ଓ YSR କଂଗ୍ରେସ ପକ୍ଷରୁ ଦିଆଯାଇଥିବା ନୋଟିସ ପାଇଥିବା ନେଇ ଗୃହକୁ ଅବଗତ କରାଇଥିଲେ।  ହେଲେ ହୋ ହଲ୍ଲା ଜାରି ରହିବାରୁ ସେ ଏ ନେଇ କୌଣସି ନିଷ୍ପତ୍ତି ନେଇପାରି ନ ଥିଲେ। ହୋ ହଲ୍ଲା ମଧ୍ୟରେ ଆଲୋଚନା ହୋଇପାରିବ ନାହିଁ ବୋଲି ବାଚସ୍ପତି କହିଥିଲେ। ଆଉ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।  .

ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବେ ବୋଲି ଅଧିକାଂଶ ବିରୋଧୀ ଦଳ ମତ ଦେଇଛନ୍ତି।  କଂଗ୍ରେସ, ମମତା ବାନାର୍ଜୀଙ୍କ TMC ଓ ବାମଦଳଗୁଡିକ ସହ ଆଉ କିଛି ଦଳ ମଧ୍ୟ ପ୍ରସ୍ତାବକୁ ସମର୍ଥନ ଘୋଷଣା କରିଛନ୍ତି। ଅନାସ୍ଥା ପ୍ରସ୍ତାବ ନୋଟିସକୁ ଦୃଷ୍ଟିରେ ରଖି ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ଶେଷ କାର୍ଯ୍ୟ ଦିବସ ଯାଏ ସମସ୍ତ ସଦସ୍ୟଙ୍କୁ ଗୃହରେ ଉପସ୍ଥିତ ରହିବା ପାଇଁ ହ୍ୱିପ୍ ଜାରି କରିଛି ଟିଡିପି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story