କ୍ୟାସ୍‌ବ୍ୟାକ୍ ଅଫର ସହ ଶସ୍ତାରେ ମିଳୁଛି ସ୍ମାର୍ଟ ଫୋନ୍‌: ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ଯଦି କମ୍‌ ଦାମ୍‌ରେ ବଢ଼ିଆ ସ୍ମାର୍ଟ ଫୋନ୍‌ କିଣିବାକୁ ଚାହୁଁଛନ୍ତି ତାହେଲେ ଡେରି ନ କରି ତୁରନ୍ତ ପେଟିଏମ୍‌ ମଲ୍‌କୁ ଯାଆନ୍ତୁ। କାରଣ ପେଟିଏମ୍‌ ମଲ୍ ବ୍ରାଣ୍ଡେଡ୍ ସ୍ମାର୍ଟ ଫୋନ୍‌ ଉପରେ  ୫୦ ପ୍ରତିଶତ ରିହାତି ସହିତ ୧୦ରୁ ୧୨ ପ୍ରତିଶତ କ୍ୟାସ୍‌ବ୍ୟାକ୍ ଅଫର ଦେଉଛି। ଏଥିରେ ସୋନି, ସାମସଙ୍ଗ୍, ଲିନୋଭୋ, ଶାଓମି ଭଳି କମ୍ପାନୀର ଫୋନ ରହିଛି। କ’ଣ ଆଶ୍ଚର୍ଯ୍ୟ ହୋଇଗଲେ ନା ? ଯଦି ଆପଣ ସ୍ମାର୍ଟ ଫୋନ୍ କିଣି କାହାକୁ ଗିଫ୍ଟ […]

paytm-mall-reu

paytm-mall-reu

Rakesh Mallick
  • Published: Wednesday, 14 March 2018
  • Updated: 14 March 2018, 08:32 PM IST

Sports

Latest News

ନୂଆଦିଲ୍ଲୀ: ଯଦି କମ୍‌ ଦାମ୍‌ରେ ବଢ଼ିଆ ସ୍ମାର୍ଟ ଫୋନ୍‌ କିଣିବାକୁ ଚାହୁଁଛନ୍ତି ତାହେଲେ ଡେରି ନ କରି ତୁରନ୍ତ ପେଟିଏମ୍‌ ମଲ୍‌କୁ ଯାଆନ୍ତୁ। କାରଣ ପେଟିଏମ୍‌ ମଲ୍ ବ୍ରାଣ୍ଡେଡ୍ ସ୍ମାର୍ଟ ଫୋନ୍‌ ଉପରେ  ୫୦ ପ୍ରତିଶତ ରିହାତି ସହିତ ୧୦ରୁ ୧୨ ପ୍ରତିଶତ କ୍ୟାସ୍‌ବ୍ୟାକ୍ ଅଫର ଦେଉଛି। ଏଥିରେ ସୋନି, ସାମସଙ୍ଗ୍, ଲିନୋଭୋ, ଶାଓମି ଭଳି କମ୍ପାନୀର ଫୋନ ରହିଛି।

କ’ଣ ଆଶ୍ଚର୍ଯ୍ୟ ହୋଇଗଲେ ନା ? ଯଦି ଆପଣ ସ୍ମାର୍ଟ ଫୋନ୍ କିଣି କାହାକୁ ଗିଫ୍ଟ ଦେବାକୁ ଚାହୁଁଛନ୍ତି କିମ୍ବା ନିଜେ କିଣିବାକୁ ଚାହୁଁଛନ୍ତି, ତାହେଲେ ଏଇ ସୁଯୋଗର ହାତଛଡ଼ା କରନ୍ତୁ ନାହିଁ। ତୁରନ୍ତ ପେଟିଏମ୍‌ ମଲ୍‌ କୁ ଯାଇ ଅଫର ସହ ନିଜ ମନପସନ୍ଦର ସ୍ମାର୍ଟ ଫୋନ୍ କିଣି ନିଅନ୍ତୁ।

ସବୁଠାରୁ ବଡ଼ ଡିସ୍କାଉଣ୍ଟ ଲିନୋଭୋ K6 Note Gold ସ୍ମାର୍ଟ ଫୋନ୍‌ ଉପରେ ମିଳୁଛି। ୧୪୯୯୯ ଟଙ୍କାର ଏହି ମୋବାଇଲ୍‌ ମାତ୍ର ୯୪୯୬ ଟଙ୍କାରେ ଉପଲବ୍‌ଧ। ଏଥିରେ ୩୭ ପ୍ରତିଶତ ଛାଡ଼ ରହିଛି। ଏଥିସହିତ Samsung j3 pro, Vivo Y53 Honor 8 lite, Mi Max 2 ସ୍ମାର୍ଟ ଫୋନ ଗୁଡ଼ିକରେ ଆକର୍ଷଣୀୟ ଅଫର ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story