ସନ୍ତାନ ଜନ୍ମ କରିପାରୁନଥିବା ବ୍ୟକ୍ତି ଓ ଦମ୍ପତି ଦିବ୍ୟାଙ୍ଗ ଘୋଷିତ ହେବେ!

ନୂଆଦିଲ୍ଲୀ: ଯେଉଁ ଦମ୍ପତି ବା ବ୍ୟକ୍ତିବିଶେଷ ବାରମ୍ବାର ଯୌନ ସମ୍ପର୍କ ରଖି ମଧ୍ୟ ସନ୍ତାନ ଜନ୍ମ କରିପାରୁ ନାହାନ୍ତି, ଏଣିକି ସେମାନଙ୍କୁ ଦିବ୍ୟାଙ୍ଗ ବା ଶାରିରୀକ ଅକ୍ଷମ ଭାବେ ବିବେଚନା କରାଯିବ। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ କରିଛି। ଖୁବ୍‌ଶୀଘ୍ର ଏହା ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ପିଲାଛୁଆ ହେଉ ନଥିବା କିମ୍ବା ଯୌନ ସମ୍ପର୍କ ରଖିବାରେ ଅକ୍ଷମ ଥିବା ବ୍ୟକ୍ତିଙ୍କୁ ଏଭଳି ମାନ୍ୟତା ମିଳି ନଥିଲା। ହେଲେ ଏବେ […]

wa

wa

Hemant Lenka
  • Published: Monday, 03 June 2019
  • Updated: 03 June 2019, 05:12 PM IST

Sports

Latest News

ନୂଆଦିଲ୍ଲୀ: ଯେଉଁ ଦମ୍ପତି ବା ବ୍ୟକ୍ତିବିଶେଷ ବାରମ୍ବାର ଯୌନ ସମ୍ପର୍କ ରଖି ମଧ୍ୟ ସନ୍ତାନ ଜନ୍ମ କରିପାରୁ ନାହାନ୍ତି, ଏଣିକି ସେମାନଙ୍କୁ ଦିବ୍ୟାଙ୍ଗ ବା ଶାରିରୀକ ଅକ୍ଷମ ଭାବେ ବିବେଚନା କରାଯିବ। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ କରିଛି।

ଖୁବ୍‌ଶୀଘ୍ର ଏହା ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ପିଲାଛୁଆ ହେଉ ନଥିବା କିମ୍ବା ଯୌନ ସମ୍ପର୍କ ରଖିବାରେ ଅକ୍ଷମ ଥିବା ବ୍ୟକ୍ତିଙ୍କୁ ଏଭଳି ମାନ୍ୟତା ମିଳି ନଥିଲା। ହେଲେ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଥିରେ ପରିବର୍ତ୍ତନ କରିବାକୁ ଯାଉଛି।

ରିପୋର୍ଟ ଅନୁସାରେ, ଯେଉଁ ବ୍ୟକ୍ତିମାନେ ଉପଯୁକ୍ତ ସେକ୍ସୁଆଲ ପାର୍ଟନର କିମ୍ବା ୧୨ ମାସ ବା ତା’ ଠାରୁ ଅଧିକ ସମୟ ଅସୁରକ୍ଷିତ ଯୌନ ସମ୍ପର୍କ ରଖି ସୁଦ୍ଧା ପିଲାଛୁଆ କରିପାରୁ ନାହାନ୍ତି, ସେମାନଙ୍କୁ ଏଣିକି ଦିବ୍ୟାଙ୍ଗ ଘୋଷଣା କରାଯିବ।

ହେଟେରୋ ସେକ୍ସୁଆଲ ଓ ସମଲିଙ୍ଗୀ ମାନଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ। କାରଣ ଏମାନେ ମଧ୍ୟ ସନ୍ତାନ ଜନ୍ମ କରିବାକୁ ଅକ୍ଷମ। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏଭଳି ନୂଆ ନିୟମକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଛି। ନୂଆ ଗାଇଡ୍‌ ଲାଇନ୍‌ ଏନ୍‌ଆଇସିର ନିୟମକୁ ଉଲ୍ଲଙ୍ଘନ କରୁଛି ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story