୪ରୁ ୫ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ ପେଟ୍ରୋଲ ଡିଜେଲ ଦର!

ନୂଆଦିଲ୍ଲୀ: ପୁଣି ବଢ଼ିପାରେ ତୈଳ ଦର। ପେଟ୍ରୋଲ ଓ ଡିଜେଲ ପ୍ରତି ଲିଟର ପିଛା ୪ଟଙ୍କା ବଢ଼ିବ ପାରେ ବୋଲି ଆକଳନ କରିଛନ୍ତି ଅର୍ଥନୈତିକ ବିଶେଷଜ୍ଞ ଓ ସେୟାର ଟ୍ରେଡିଂ ଏଜେନ୍ସି। କର୍ଣ୍ଣାଟକ ନିର୍ବାଚନ ଯୋଗୁଁ  ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଇଣ୍ଡିଆନ୍‌ ଅଏଲ୍‌, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଗତ ୧୯ ଦିନ ଧରି ତୈଳ ଦର ବଢ଼ାଇ ନ ଥିଲେ। ତୈଳଦର ବୃଦ୍ଧି ହେଲେ ବିଜେପିକୁ ଅଡ଼ୁଆରେ ପକାଇବାର ଆଶଙ୍କା ଥିଲା ତେଣୁ କର୍ଣ୍ଣାଟକରେ […]

petrol-diesel_

petrol-diesel_

Rakesh Mallick
  • Published: Friday, 18 May 2018
  • Updated: 18 May 2018, 02:56 PM IST

Sports

Latest News

ନୂଆଦିଲ୍ଲୀ: ପୁଣି ବଢ଼ିପାରେ ତୈଳ ଦର। ପେଟ୍ରୋଲ ଓ ଡିଜେଲ ପ୍ରତି ଲିଟର ପିଛା ୪ଟଙ୍କା ବଢ଼ିବ ପାରେ ବୋଲି ଆକଳନ କରିଛନ୍ତି ଅର୍ଥନୈତିକ ବିଶେଷଜ୍ଞ ଓ ସେୟାର ଟ୍ରେଡିଂ ଏଜେନ୍ସି।

କର୍ଣ୍ଣାଟକ ନିର୍ବାଚନ ଯୋଗୁଁ  ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଇଣ୍ଡିଆନ୍‌ ଅଏଲ୍‌, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଗତ ୧୯ ଦିନ ଧରି ତୈଳ ଦର ବଢ଼ାଇ ନ ଥିଲେ। ତୈଳଦର ବୃଦ୍ଧି ହେଲେ ବିଜେପିକୁ ଅଡ଼ୁଆରେ ପକାଇବାର ଆଶଙ୍କା ଥିଲା ତେଣୁ କର୍ଣ୍ଣାଟକରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ  କମ୍ପାନୀ ଗୁଡ଼ିକ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ବୃଦ୍ଧି କରିବାରେ ଲାଗିଛନ୍ତି।

ଦିଲ୍ଲୀରେ ପେଟ୍ରୋଲ ଦର ୫ବର୍ଷରେ ସ‍ର୍ବାଧିକ: ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଦର ୨୨ ପଇସା ବୃଦ୍ଧି ପାଇଛି। ଗତ କିଛି ଦିନର ବୃଦ୍ଧିକୁ ମିଶାଲେ ମୋଟ ୬୯ ପଇସା ବଢ଼ିଛି। ଏଥିସହ ଦିଲ୍ଲୀରେ ପେଟ୍ରୋଲ ଦର ୭୫.୩୨ ଟଙ୍କାରେ ପହଞ୍ଚିଛି। ସେହିପରି ଦିଲ୍ଲୀରେ ଡିଜେଲ ଦର ବୃଦ୍ଧି ପାଇଁ ୬୬.୭୯ ପହଞ୍ଚିଛି।

କାହିଁକି ବଢ଼ିବ ତୈଳ ଦର: ଅର୍ଥନୈତିକ ଓ ତୈଳ ବିଶେଷଜ୍ଞଙ୍କ କହିବା କଥା ହେଲା,ତୈଳ କମ୍ପାନୀ ଗୁଡ଼ିକଲିଟର ପିଛା ୨ ଟଙ୍କା ୭୦ ପଇସାର ମାର୍ଜିନ ପାଉଥିଲେ। କିନ୍ତୁ କର୍ଣ୍ଣାଟକ ନିର୍ବାଚନ ପାଇଁ ତାହା ବନ୍ଦ ଥିଲା। ସେହି ମାର୍ଜିନ ସ୍ତରକୁ ସେମାନେ ପୁଣି ଥରେ ହାସଲ କରିବାକୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ସାଢ଼େ ତିନି ଟଙ୍କାରୁ ଚାରି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପଡ଼ିବ। ସେହିପରି ଗ୍ୟାସୋଲିନ୍‌ ଦରକୁ ଲିଟର ପିଛା 4-4.55  ବଢ଼ାଇବାକୁ ପଡ଼ିବ। ଅଶୋଧିତ ତୈଳ ଓ ଟଙ୍କାର ବିନିମୟ ମୂଲ୍ୟର ବର୍ତ୍ତମାନ ସ୍ଥିତିକୁ ବିଚାରକୁ ନିଆଯାଇ ଏହି ହିସାବ କରାଯାଇଛି।

କେତେ କ୍ଷତି ସହିଛନ୍ତି ତୈଳ କମ୍ପାନୀ?: କର୍ଣ୍ଣାଟକ ନିର୍ବାଚନ ଯୋଗୁଁ ତେଲ କମ୍ପାନୀ ଗୁଡ଼ିକ ଗତ ତିନି ସପ୍ତାହ ଧରି ତେଲ ‍ବଢ଼ାଇ ନ ଥିଲେ। ଫଳରେ ସେମାନଙ୍କ ମାର୍ଜିନ୍‌ ପରିମାଣ ଲିଟର ପିଛା୫୦ରୁ ୭୦ ପଇସା ଖସିଆସିଛି ଓ  କମ୍ପାନୀଗୁଡ଼ିକରେ ୫୦୦ କୋଟି ଟଙ୍କା କ୍ଷତି ହୋଇଛି। ଏହାସହ ତୈଳ କମ୍ପାନୀ ଗୁଡ଼ିକ ମାର୍ଜିନ ପରିମାଣ ଲିଟର ପିଛା ୩୧ ପଇସାକୁ ଖସି ଆସିଛି ବୋଲି ବିଶେଷଜ୍ଞ କହିଛନ୍ତି।

କେବେଠୁ ବଢ଼ିଲା ତୈଳ ଦର: ମେ’ ମାସର ୧୪ ତାରିଖ ପରେ ତେଲ କମ୍ପାନୀ ଗୁଡ଼ିକ ପୁଣି ଥରେ ତେଲ ଦର ବଢ଼ାଇବା ଆରମ୍ଭ କରି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story