‘ତେଲ ଦର ଏତେ ବେଶୀ ହୋଇନାହିଁ ଯେ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରାଯିବ’

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ଆକାଶ ଛୁଆଁ ହେବାରେ ଲାଗିଛି। ଗତ ସାଢ଼େ ୪ ବର୍ଷ ହେବ ତେଲ ଦର ଅଧିକ ରହିଛି। ଏହାସତ୍ତ୍ୱେ ସରକାର ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଜରୁରୀ ଭାବୁ ନାହାଁନ୍ତି। ଏନେଇ ଆର୍ଥିକ ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି, “ଏବେ ପେଟ୍ରୋଲ-ଡିଜେଲର ଦର ଏତେ ଉଚ୍ଚାରେ ପହଞ୍ଚି ନାହିଁ ଯେ ଏକ୍ସସାଇଜ୍ ଡ୍ୟୁଟି କମ୍‌ କରିବାକୁ ପଡ଼ିବ।” ତେଲ କମ୍ପାନୀ ଗୁଡ଼ିକ ଗତ ଏକ ସପ୍ତାହରୁ ପେଟ୍ରୋଲ-ଡିଜେଲ ଦରରେ କୌଣସି ପରିବର୍ତ୍ତନ […]

petrol

petrol

Rakesh Mallick
  • Published: Tuesday, 01 May 2018
  • Updated: 01 May 2018, 03:04 PM IST

Sports

Latest News

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ଆକାଶ ଛୁଆଁ ହେବାରେ ଲାଗିଛି। ଗତ ସାଢ଼େ ୪ ବର୍ଷ ହେବ ତେଲ ଦର ଅଧିକ ରହିଛି। ଏହାସତ୍ତ୍ୱେ ସରକାର ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଜରୁରୀ ଭାବୁ ନାହାଁନ୍ତି। ଏନେଇ ଆର୍ଥିକ ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି, “ଏବେ ପେଟ୍ରୋଲ-ଡିଜେଲର ଦର ଏତେ ଉଚ୍ଚାରେ ପହଞ୍ଚି ନାହିଁ ଯେ ଏକ୍ସସାଇଜ୍ ଡ୍ୟୁଟି କମ୍‌ କରିବାକୁ ପଡ଼ିବ।”

ତେଲ କମ୍ପାନୀ ଗୁଡ଼ିକ ଗତ ଏକ ସପ୍ତାହରୁ ପେଟ୍ରୋଲ-ଡିଜେଲ ଦରରେ କୌଣସି ପରିବର୍ତ୍ତନ କରି ନାହାଁନ୍ତି। ଆଜି ବି ଏକ ଲିଟର ପେଟ୍ରୋଲ ଦର ଦିଲ୍ଲୀରେ ୭୪.୬୩ ଟଙ୍କା ରହିଛି। ସେହିପରି ଏକ ଲିଟର ପିଛା ଡିଜେଲ ଦର ୮ ଦିନ ହେବ ୬୫.୯୩ ଟଙ୍କା ରହିଛି। ଶେଷଥର ପାଇଁ କମ୍ପାନୀ ୨୪ ଏପ୍ରିଲ୍‌ରେ ଦର ବଢ଼ାଇଥିଲେ।

ଗର୍ଗ କହିଛନ୍ତି, “ଯଦି ଏହି କାରଣରୁ ରୋଷେଇ ଗ୍ୟାସ୍‌ ଦର ବଢ଼ୁଥାଏ ତେବେ ଏଥିପାଇଁ ସରକାରଙ୍କ ଆର୍ଥିକ ଗଣିତ ଖରାପ ହୋଇଯାଇ ପାରେ। କାରଣ ସରକାର ଏହା ଉପରେ ସବ୍‌ସିଡି ଦେଇଥାନ୍ତି।”

ଗର୍ଗ ଆହୁରି କହିଛନ୍ତି, “ଯଦି ତେଲ ଦେର ଅଧିକ ହୋଇନାହିଁ ତେବେ ଏକ୍ସସାଇଜ୍‌ ଡ୍ୟୁଟି ବଢ଼ାଇବାର କୌଣସି ଆବଶ୍ୟକତା ନାହିଁ। ଯଦି ସରକାର ଏକ୍ସସାଇଜ୍‌ ଡ୍ୟୁଟିରେ ଏକ ଟଙ୍କା ହ୍ରାସ କରିବେ, ତେବେ ୧୩,୦୦୦ କୋଟି ଟଙ୍କା ରାଜସ୍ୱ କ୍ଷତି ସହିବେ।”

ସୂଚନାଯୋଗ୍ୟ, ସରକାର ପ୍ରତି ଲିଟର ପିଛା ପେଟ୍ରୋଲ ଉପରେ ୧୯.୪୮ ଟଙ୍କା ଓ ଡିଜେଲ ଉପରେ ୧୫.୩୩ ଟଙ୍କା ଏକ୍ସସାଇଜ୍  ଡ୍ୟୁଟି ନେଉଛନ୍ତି। ଏହାପରେ ରାଜ୍ୟ ପକ୍ଷରୁ ଭାଟ୍‌ ଲଗାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story