ହଠାତ୍‌ ଇଲୋକଟ୍ରୋନିକ୍ସ ସ୍କ୍ରିନ୍‌ରେ ଚାଲିଲା ଏମିତି ଦୃଶ୍ୟ, ମୁହଁରେ ହାତ ଦେଲେ ଦର୍ଶକ

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ଫିଲିପାଇନ୍ସର ମକାନି ସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଜନଗହଳିପୂର୍ଣ୍ଣ ବଜାରରେ ଥିବା ବିଲବୋର୍ଡରେ ହଠାତ୍‌ ପର୍ଣ୍ଣ ଭିଡିଓ ଚାଲିବାରୁ ବଜାରରେ ସମ୍ମିଳିତ ଲୋକେ ହଡବଡେଇ ଯାଇଥିଲେ। ପାଖାପାଖି ୩୦ସେକେଣ୍ଡ ପର୍ଯ୍ୟନ୍ତ ଏହି ଭିଡିଓ ଚାଲିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫିଲିପାଇନ୍ସରେ ପର୍ଣ୍ଣ ଭିଡିଓ ଦେଖିବା ମନା। ଯାହାକୁ ଏଠାରେ ଏକ ଆଇନଗତ ବିଶୃଙ୍ଖଳା ବୋଲି ବିବେଚନ କରାଯାଏ। ଏମିତି ପରିସ୍ଥିତିରେ ହଠାତ୍‌ ପର୍ଣ୍ଣ ଭିଡିଓ ଚାଲିବାଟା କିଛି ସାଧାରଣ କଥା ନୁହେଁ […]

porn

porn

Rakesh Mallick
  • Published: Saturday, 24 March 2018
  • Updated: 24 March 2018, 06:31 PM IST

Sports

Latest News

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ଫିଲିପାଇନ୍ସର ମକାନି ସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଜନଗହଳିପୂର୍ଣ୍ଣ ବଜାରରେ ଥିବା ବିଲବୋର୍ଡରେ ହଠାତ୍‌ ପର୍ଣ୍ଣ ଭିଡିଓ ଚାଲିବାରୁ ବଜାରରେ ସମ୍ମିଳିତ ଲୋକେ ହଡବଡେଇ ଯାଇଥିଲେ। ପାଖାପାଖି ୩୦ସେକେଣ୍ଡ ପର୍ଯ୍ୟନ୍ତ ଏହି ଭିଡିଓ ଚାଲିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫିଲିପାଇନ୍ସରେ ପର୍ଣ୍ଣ ଭିଡିଓ ଦେଖିବା ମନା। ଯାହାକୁ ଏଠାରେ ଏକ ଆଇନଗତ ବିଶୃଙ୍ଖଳା ବୋଲି ବିବେଚନ କରାଯାଏ। ଏମିତି ପରିସ୍ଥିତିରେ ହଠାତ୍‌ ପର୍ଣ୍ଣ ଭିଡିଓ ଚାଲିବାଟା କିଛି ସାଧାରଣ କଥା ନୁହେଁ ବୋଲି ଏବେ ଚର୍ଚ୍ଚା ହେଉଛି।

ଏହି ଭିଡିଓ ଚାଲିବା ଘଟଣା ଜାଣିବା ପରେ ସହରର ମେୟର ଆବିଗେଲ୍‌ ବିନେ ବିଲବୋର୍ଡକୁ ବଜାରରୁ ସ୍ଥାନାନ୍ତର କରି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । କାରଣ କେହିଜଣେ ପର୍ଣ୍ଣ ଭିଡିଓ ଚାଲିବାର ଦୃଶ୍ୟକୁ ଫଟୋ ଉଠାଇ ଫେସବୁକ୍‌ରେ ଛାଡି ଦେଇଥିଲା।

ମେୟରଙ୍କ କହିବା ଅନୁଯାୟୀ, ତଦନ୍ତ ନ ସରିବା ଯାଏଁ ବିଲବୋର୍ଡ ବନ୍ଦ ରହିବ। ବିଲବୋର୍ଡର ମାଲିକ ଗ୍ଲୋବଲ ଟ୍ରାନିକ୍ସ ଏବଂ କର୍ମଚାରୀମାନଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇ ଜେରା କରାଯିବ। ଦୋଷି ଯିଏବି ହେଉନା କାହିଁକି କଠୋର ଦଣ୍ଡ ବ୍ୟବସ୍ଥା ରହିବ।

ପୋର୍ଣ୍ଣଗ୍ରାଫି ଫିଲିପାଇନ୍ସରେ ବାରଣ କରାଯାଇଛି। ଟିଭି କିମ୍ବା ଫିଲ୍ମରେ ମଧ୍ୟ ଏହାର ଝଲକ୍‌ ଦେଖିବାକୁ ମିଳେନି। ଆଡଲ୍ଟ ୱେବସାଇଟ୍ Pornhub କର୍ତ୍ତପକ୍ଷଙ୍କ କହିବା ଅନୁୟାୟୀ ସବୁଠୁ ଅଧିକ ପର୍ଣ୍ଣ ଦେଖୁଥିବା ଦେଶ ମଧ୍ୟରେ ଫିଲିପାଇନ୍ସ ୧୩ତମ ସ୍ଥାନରେ ରହିଥିଲା।

ଭୁବନେଶ୍ୱରରେ ବି ଘଟିଥିଲା ଏଭଳି ଘଟଣା: ଗତ ଦୁଇ ବର୍ଷ ତଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏମିତି ଏକ ଘଟଣା ଘଟିଥିଲା। ଦକ୍ଷତା ନ ଥିବା କିଛି କର୍ମଚାରୀମାନଙ୍କ ପାଇଁ ଏଭଳି ଅଭାବନୀୟ କାଣ୍ଡ ଘଟିଗଲା ବ୍ୟସ୍ତବହୂଳ ଭୁବନେଶ୍ୱର ରେଳ ଷ୍ଟେଶନରେ। ରେଳବାଇରେ କାମ କରୁଥିବା କିଛି କର୍ମଚାରୀ ମୋବାଇଲ୍‌ରେ ପର୍ଣ୍ଣ ଭିଡିଓ ଦେଖୁଥିବା ବେଳେ ଭୁଲ୍‌ ବଶତଃ ସେସବୁ ରେଲ ଷ୍ଟେସନରେ ଥିବା ସ୍କ୍ରିନ୍‌ରେ ଡିସ୍‌ପ୍ଲେ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story