କ୍ୟାମେରାରେ କଏଦ ହେଲା ବିରଳ ଦୃଶ୍ୟ, ବଗିଚାରେ ଅଣ୍ଡା ଦେଉଛି ଏଣ୍ଡୁଅ

ଚେନ୍ନାଇ: ଏଣ୍ଡୁଅ ରଙ୍ଗ ବଦଳାଇଥାଏ। ହେଲେ ଆଜି ଯାଏ ଅନେକ ଲୋକ ତା’ର ଲାଇଭ ଚିତ୍ର କେବେ ହେଲେ ଦେଖିବାକୁ ସକ୍ଷମ ହୋଇନାହାନ୍ତି। ହେଲେ ଏବେ ଏଣ୍ଡୁଅ ଅଣ୍ଡା ଦେବା ବେଳର ବିରଳ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଚେନ୍ନାଇର ଜଣେ ପାଇଲଟଙ୍କ ବଗିଚାରେ ଏଣ୍ଡୁଅ ଅଣ୍ଡା ଦେଉଥିବା ବେଳେ ସେ ଏହାକୁ କ୍ୟାମେରାରେ କଏଦ କରିବାକୁ ସକ୍ଷମ ହୋଇଛନ୍ତି। ଶ୍ରୀନିବାସନ ରମେଶ ନୌସେନାରୁ ଅବସର ନେଇଛନ୍ତି। ସେ ନିଜ ବଗିଚାରେ ବୁଲାବୁଲି କରୁଥିବା ବେଳେ ହଠାତ୍‌ […]

fy

fy

Hemant Lenka
  • Published: Monday, 27 July 2020
  • Updated: 27 July 2020, 01:04 PM IST

Sports

Latest News

ଚେନ୍ନାଇ: ଏଣ୍ଡୁଅ ରଙ୍ଗ ବଦଳାଇଥାଏ। ହେଲେ ଆଜି ଯାଏ ଅନେକ ଲୋକ ତା’ର ଲାଇଭ ଚିତ୍ର କେବେ ହେଲେ ଦେଖିବାକୁ ସକ୍ଷମ ହୋଇନାହାନ୍ତି। ହେଲେ ଏବେ ଏଣ୍ଡୁଅ ଅଣ୍ଡା ଦେବା ବେଳର ବିରଳ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଚେନ୍ନାଇର ଜଣେ ପାଇଲଟଙ୍କ ବଗିଚାରେ ଏଣ୍ଡୁଅ ଅଣ୍ଡା ଦେଉଥିବା ବେଳେ ସେ ଏହାକୁ କ୍ୟାମେରାରେ କଏଦ କରିବାକୁ ସକ୍ଷମ ହୋଇଛନ୍ତି।

ଶ୍ରୀନିବାସନ ରମେଶ ନୌସେନାରୁ ଅବସର ନେଇଛନ୍ତି। ସେ ନିଜ ବଗିଚାରେ ବୁଲାବୁଲି କରୁଥିବା ବେଳେ ହଠାତ୍‌ ତାଙ୍କ ନଜର ଗୋଟିଏ ଏଣ୍ଡୁଅ ଉପରେ ପଡ଼ିଥିଲା। ସେ ତୁରନ୍ତ ଏହି ବିରଳ ଦୃଶ୍ୟକୁ ନିଜ ମୋବାଇଲ କ୍ୟାମେରାରେ କଏଦ କରି ନେଇଥିଲେ।

ଭିଡିଓରେ ଅଣ୍ଡା ଦେଉଥିବା ଏଣ୍ଡୁଅଟିର ରଙ୍ଗ ଗ୍ରୀନ ଓ ବ୍ରାଉନ। ସେ ବଗିଚାରେ ଗାତ କରି ସେଠାରେ ଗୋଟିଏ ପରେ ଗୋଟିଏ ଅଣ୍ଡା ଦେବାରେ ଲାଗିଛି। ଚେନ୍ନାଇର ତାମବରାମ ଠାରେ ଥିବା ରମେଶଙ୍କ ବଗିଚାରେ ହିଁ ଏହା ଘଟିଛି। ଏହାର ଦୃଶ୍ୟ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।

ସମଗ୍ର ବିଶ୍ୱରେ ପ୍ରାୟ ୨୦୦ ପ୍ରଜାତିର ଏଣ୍ଡୁଅ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ରଙ୍ଗ ବଦଳାଇବାର କ୍ଷମତା ରଖିଛନ୍ତି। ଭାରତରଆ ସାଧାରଣତଃ zeylanicus ପ୍ରଜାତିର ଏଣ୍ଡୁଅ ଦେଖାଯାଆନ୍ତି। ଏମାନେ ଖୁବଶୀଘ୍ର ଓ ନିୟମିତ ରଙ୍ଗ ବଦଳାଇ ଥାଆନ୍ତି। ଶରୀରର ଉତ୍ତାପ ଓ ଅନ୍ୟମାନଙ୍କୁ ସିଗ୍ନାଲ ଦେବା ପାଇଁ ସେମାନେ ଏପରି ରଙ୍ଗ ବଦଳାଇ ଥାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story