କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ କିଡନୀରେ ଷ୍ଟୋନ,ସର୍ଜରୀ ପାଇଁ ହସ୍ପିଟାଲ ଯିବେ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ କିଡନୀରେ ବଡ଼ଧରରଣ ଷ୍ଟୋନ ଚିହ୍ନଟ ହୋଇଛି। ସର୍ଜରୀ ଦ୍ୱାରା ଏହାକୁ ବାହାର କରାଯିବ। ଏଥିପାଇଁ ପୀୟୂଷ ଗୋଏଲଙ୍କୁ କିଛି ଦିନ ହସ୍ପିଟାଲରେ ରହିବାକୁ ପଡ଼ିବ। ଆଜି ଏନେଇ ନିଜେ ଶ୍ରୀ ଗୋଏଲ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, କିଡନୀ ଷ୍ଟୋନ ବାହାର କରିବା ପାଇଁ ମୋର ସର୍ଜରୀ ହେବ। ମୁଁ ଖୁବଶୀଘ୍ର ଫେରିବି। ଗତ ଶୁକ୍ରବାର ଶ୍ରୀ ଗୋଏଲଙ୍କୁ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର […]

og

og

Hemant Lenka
  • Published: Friday, 16 October 2020
  • Updated: 16 October 2020, 02:13 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ କିଡନୀରେ ବଡ଼ଧରରଣ ଷ୍ଟୋନ ଚିହ୍ନଟ ହୋଇଛି। ସର୍ଜରୀ ଦ୍ୱାରା ଏହାକୁ ବାହାର କରାଯିବ। ଏଥିପାଇଁ ପୀୟୂଷ ଗୋଏଲଙ୍କୁ କିଛି ଦିନ ହସ୍ପିଟାଲରେ ରହିବାକୁ ପଡ଼ିବ। ଆଜି ଏନେଇ ନିଜେ ଶ୍ରୀ ଗୋଏଲ ଟ୍ୱିଟ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି, କିଡନୀ ଷ୍ଟୋନ ବାହାର କରିବା ପାଇଁ ମୋର ସର୍ଜରୀ ହେବ। ମୁଁ ଖୁବଶୀଘ୍ର ଫେରିବି। ଗତ ଶୁକ୍ରବାର ଶ୍ରୀ ଗୋଏଲଙ୍କୁ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ମିଳିଥିଲା। ଏହି ବିଭାଗର ଦାୟିତ୍ୱରେ ଥିବା ରାମ ବିଲାଶ ପାଶ୍ୱାନଙ୍କ ଦେହାନ୍ତ ହେବାରୁ କେନ୍ଦ୍ର ସରକାର ପୀୟୂଷ ଗୋଏଲଙ୍କୁ ଦାୟିତ୍ୱ ସମ୍ଭାଳିବାକୁ କହିଥିଲେ। ଏବେ ସେ ସର୍ଜରୀ ପାଇଁ ଯିବାର ଥିବାରୁ ତାଙ୍କ ଅନୁପସ୍ଥିତିରେ କିଏ ମନ୍ତ୍ରଣାଳୟର ଦାୟିତ୍ୱ ନେବ, ତାହା ଏବେ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story