ମଝି ଆକାଶରେ ବିମାନରେ ଯାନ୍ତ୍ରିକ ତ୍ରୁଟି

ନୂଆଦିଲ୍ଲୀ: ହାଇଦ୍ରାବାଦରୁ ଦିଲ୍ଲୀ ଯାଉଥିବା ଏୟାର ଏସିଆର ଏକ ଯାତ୍ରୀବାହୀ ବିମାନ ମଝି ଆକାଶରେ ହାଇଡ୍ରୋଲିକ୍‌ ଫେଲ୍ୟୁର ସମସ୍ୟାରେ ପଡ଼ିଥିଲା। ତେବେ ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା। ଏୟାର ଏସିଆର ୧୫-୧୭୯ ନଂ ବିମାନର ପାଇଲଟ୍‌ ଦିନ ୧୧ଟାରେ ଦିଲ୍ଲୀ ଏୟାରପୋର୍ଟର ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ(ଏଟିସି)ଙ୍କୁ ଜରୁରୀ ଅବତରଣ ପାଇଁ ନିବେଦନ କରିଥିଲେ। ତୁରନ୍ତ ଏଟିସି […]

wa

wa

Hemant Lenka
  • Published: Monday, 13 May 2019
  • Updated: 13 May 2019, 06:25 PM IST

ନୂଆଦିଲ୍ଲୀ: ହାଇଦ୍ରାବାଦରୁ ଦିଲ୍ଲୀ ଯାଉଥିବା ଏୟାର ଏସିଆର ଏକ ଯାତ୍ରୀବାହୀ ବିମାନ ମଝି ଆକାଶରେ ହାଇଡ୍ରୋଲିକ୍‌ ଫେଲ୍ୟୁର ସମସ୍ୟାରେ ପଡ଼ିଥିଲା। ତେବେ ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା।

ଏୟାର ଏସିଆର ୧୫-୧୭୯ ନଂ ବିମାନର ପାଇଲଟ୍‌ ଦିନ ୧୧ଟାରେ ଦିଲ୍ଲୀ ଏୟାରପୋର୍ଟର ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ(ଏଟିସି)ଙ୍କୁ ଜରୁରୀ ଅବତରଣ ପାଇଁ ନିବେଦନ କରିଥିଲେ। ତୁରନ୍ତ ଏଟିସି ପକ୍ଷରୁ ଏୟାର ଏସିଆ ବିମାନକୁ ଜରୁରୀକାଳୀନ ଅବତରଣ ପାଇଁ ସିଗନାଲ ଦିଆଯାଇଥିଲା। ୧୧.୧୫ରେ ବିମାନଟି ରନ୍‌ ୱେ ନଂ ୨୮ରେ ସୁରକ୍ଷିତ ଅବତରଣ କରିଥିଲା। ତେବେ ସୁରକ୍ଷା ଦୃଷ୍ଟିକୋଣରୁ ବିମାନର ଅବତରଣ ବେଳେ ୨ଟି ଅଗ୍ନିଶମ ଗାଡ଼ି ରନ୍‌ ୱେ ନିକଟରେ ରଖା ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story