ନିର୍ଭୟା ଦୋଷୀଙ୍କ ଓକିଲଙ୍କୁ ନିଆଁ ସହ ଖେଳନା ବୋଲି କହିଲେ ବିଚାରପତି

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚାଇବାକୁ ବାରମ୍ବାର ଆଇନର ଗଳାବାଟ ବ୍ୟବହାର କରୁଥିବା ଓକିଲ ଏପି ସିଂହଙ୍କୁ ଆଜି ପଟିଆଲା ହାଉସକୋର୍ଟ ବିଚାରପତି ମନଇଚ୍ଛା ଗାଳି ଗୁଲଜ କରିଛନ୍ତି। ଏପରି କି ଓକିଲ ଏପି ସିଂହଙ୍କୁ ନିଆଁ ସହ ଖେଳନା ବୋଲି ବିଚାରପତି ସତର୍କ କରାଇ ଦେଇଛନ୍ତି। ପୂର୍ବରୁ ପଟିଆଲା ହାଉସ କୋର୍ଟ ୪ ନିର୍ଭୟା ଦୋଷୀଙ୍କୁ ମଙ୍ଗଳବାର ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଡେଥ ୱାରେଣ୍ଟ […]

evx

evx

Hemant Lenka
  • Published: Monday, 02 March 2020
  • Updated: 03 March 2020, 12:11 PM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚାଇବାକୁ ବାରମ୍ବାର ଆଇନର ଗଳାବାଟ ବ୍ୟବହାର କରୁଥିବା ଓକିଲ ଏପି ସିଂହଙ୍କୁ ଆଜି ପଟିଆଲା ହାଉସକୋର୍ଟ ବିଚାରପତି ମନଇଚ୍ଛା ଗାଳି ଗୁଲଜ କରିଛନ୍ତି। ଏପରି କି ଓକିଲ ଏପି ସିଂହଙ୍କୁ ନିଆଁ ସହ ଖେଳନା ବୋଲି ବିଚାରପତି ସତର୍କ କରାଇ ଦେଇଛନ୍ତି।

ପୂର୍ବରୁ ପଟିଆଲା ହାଉସ କୋର୍ଟ ୪ ନିର୍ଭୟା ଦୋଷୀଙ୍କୁ ମଙ୍ଗଳବାର ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଡେଥ ୱାରେଣ୍ଟ ଜାରି କରିଥିଲେ। ଏହାକୁ ଘୁଞ୍ଚାଇବା ପାଇଁ ଆଜି ଏପି ସିଂହ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ। ସୁପ୍ରିମକୋର୍ଟ ନିର୍ଭୟା ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ ପିଟିସନ ଖାରଜ କରିବା ପରେ ହିଁ ଏପି ସିଂହ ପଟିଆଲା ହାଉସ କୋର୍ଟରେ ଫାଶୀ ତାରିଖ ଘୁଞ୍ଚାଇବାକୁ ଆବେଦନ କରିଥିଲେ।

ଏହାର ଶୁଣାଣି ବେଳେ ବିଚାରପତି ଅତ୍ୟନ୍ତ କଟୁ ଭାଷାରେ ଏପି ସିଂହଙ୍କୁ ସମାଲୋଚନା କରିଛନ୍ତି। ଆଡସିନାଲ ସେସନ୍ସ ଜଜ୍‌ ଧର୍ମେନ୍ଦ୍ର ରାଣା କହିଛନ୍ତି, “ଆପଣ ନିଆଁ ସହ ଖେଳୁଛନ୍ତି। ତେଣୁ ଆପଣ ସତର୍କ ରୁହନ୍ତୁ। ଯଦି କେହି ଗୋଟିଏ ବି ଭୁଲ ଗୋଟି ଚାଳନା କରେ, ତା’ହେଲେ ଆପଣ ଜାଣିଛନ୍ତି ଏହାର ପରିଣାମ କେତେ ଭୟଙ୍କର ହେବ। ତେଣୁ ଯାହା ବି କରୁଛନ୍ତି, ଭଲ ଭାବେ ବୁଝି ବିଚାରି କରନ୍ତୁ। ଦୟା କରି ନିଆଁ ସହ ଖେଳନ୍ତୁ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story