ଲଭ୍‌ ଜିହାଦ ଅଧ୍ୟାଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସରକାର ଲାଗୁ କରିଥିବା ବେଆଇନ ଧର୍ମାନ୍ତୀକରଣ ଅଧ୍ୟାଦେଶ ୨୦୨୦କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦୁଇଟି ଆବେଦନ ଦାଖଲ କରାଯାଇଛି। ଏହା ମଧ୍ୟରୁ ଗୋଟିଏ ଆବେଦନ ଦିଲ୍ଲୀ ସ୍ଥିତ ଆଇନଜୀବୀ କରିଛନ୍ତି। ଏଥିରେ ସେ ଉତ୍ତରାଖଣ୍ଡ ଫ୍ରିଡମ ଅଫ ରିଲିଜନ ଆକ୍ଟ ୨୦୧୮କୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି। ଆଉ ଏକ ଆବେଦନରେ କିଛି ଆଇଜୀବୀଙ୍କ ସହ ଦିଲ୍ଲୀ ଓ ଆହ୍ଲାବାଦର ଆଇନ ବିଷୟରେ ପାଠପଢ଼ୁଥିବା ଛାତ୍ରଛାତ୍ରୀଙ୍କ ନାଁ ରହିଛି। ଆବେଦନକାରୀ କହିଛନ୍ତି ଯେ ଉତ୍ତର […]

u

u

Hemant Lenka
  • Published: Thursday, 03 December 2020
  • Updated: 03 December 2020, 07:03 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସରକାର ଲାଗୁ କରିଥିବା ବେଆଇନ ଧର୍ମାନ୍ତୀକରଣ ଅଧ୍ୟାଦେଶ ୨୦୨୦କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦୁଇଟି ଆବେଦନ ଦାଖଲ କରାଯାଇଛି। ଏହା ମଧ୍ୟରୁ ଗୋଟିଏ ଆବେଦନ ଦିଲ୍ଲୀ ସ୍ଥିତ ଆଇନଜୀବୀ କରିଛନ୍ତି। ଏଥିରେ ସେ ଉତ୍ତରାଖଣ୍ଡ ଫ୍ରିଡମ ଅଫ ରିଲିଜନ ଆକ୍ଟ ୨୦୧୮କୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି। ଆଉ ଏକ ଆବେଦନରେ କିଛି ଆଇଜୀବୀଙ୍କ ସହ ଦିଲ୍ଲୀ ଓ ଆହ୍ଲାବାଦର ଆଇନ ବିଷୟରେ ପାଠପଢ଼ୁଥିବା ଛାତ୍ରଛାତ୍ରୀଙ୍କ ନାଁ ରହିଛି।

ଆବେଦନକାରୀ କହିଛନ୍ତି ଯେ ଉତ୍ତର ପ୍ରଦେଶ ସରକାରଙ୍କ ଲଭ ଜିହାଦ ଆଇନ ଓ ଉତ୍ତରାଖଣ୍ଡର ଆଇନ ସମ୍ବିଧାନର ଧାରା ୨୧ରେ ପ୍ରଦତ୍ତ ବ୍ୟକ୍ତିଗତ ସ୍ୱାଧୀନତାର ମୌଳିକ ଅଧିକାରକୁ ଉଲ୍ଲଙ୍ଘନ କରୁଛି। ସେହିପରି ଧାରା ୨୫ରେ ଥିବା ଧାର୍ମିକ ସ୍ୱାଧୀନତାର ବିରୋଧାଚରଣ କରୁଛି।

ଖାଲି ସେତିକି ନୁହେଁ, ଭିନ୍ନ ଧର୍ମର ବାହାଘର ଉପରେ ରୋକ ଲଗାଇ ସ୍ପେଶାଲ ମ୍ୟାରେଜ ଆକ୍ଟର ବି ଉଲ୍ଲଙ୍ଘନ କରାଯାଇଛି। ଏଭଳି କରି ଦୁଇ ରାଜ୍ୟ ସରକାର ସମାଜରେ ଭୟର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଆଇନକୁ ଅପବ୍ୟବହାର କରି ଯେକୌଣସି ଲୋକଙ୍କୁ ମିଥ୍ୟା ଅଭିଯୋଗରେ ମଧ୍ୟ ଗିରଫ କରାଯାଇପାରିବ। ନିର୍ଦ୍ଦୋଷ ସାବ୍ୟସ୍ତ ହେବା ଯାଏ ଜଣେ ଦୋଷୀ ଭାବେ ଦଣ୍ଡ ପାଇବ ବୋଲି ଆଇନରେ ବ୍ୟବସ୍ଥା ରହିଥିବା ଆବେଦନରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story