ଶାନ୍ତି ପାଇଁ ନିବେଦନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ୨୨ ଜଣଙ୍କ ଜୀବନ ଯିବା ପରେ ଶେଷରେ ଶାନ୍ତି ପାଇଁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଠାରୁ ଦିଲ୍ଲୀରେ ମାରପିଟ ଓ ପୋଡ଼ାଜଳା ଆରମ୍ଭ ହୋଇଥିଲେ ହେଁ ବୁଧବାର ମଧ୍ୟାହ୍ଣରେ ମୋଦି ଟ୍ୱିଟ କରି ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ କହିଛନ୍ତି। ଆଜି ଦିଲ୍ଲୀ ସ୍ଥିତି ଉପରେ ମୋଦି ସମୀକ୍ଷା କରିଥିଲେ। ଏହାପରେ ସେ ଟ୍ୱିଟ କରି କହିଛନ୍ତି, “ଦିଲ୍ଲୀର ବିଭିନ୍ନ ଅଞ୍ଚଳର ସ୍ଥିତି ବିଷୟରେ ବିସ୍ତୃତ ସମୀକ୍ଷା କରାଯାଇଛି। […]

yu

yu

Hemant Lenka
  • Published: Wednesday, 26 February 2020
  • Updated: 26 February 2020, 03:31 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ୨୨ ଜଣଙ୍କ ଜୀବନ ଯିବା ପରେ ଶେଷରେ ଶାନ୍ତି ପାଇଁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଠାରୁ ଦିଲ୍ଲୀରେ ମାରପିଟ ଓ ପୋଡ଼ାଜଳା ଆରମ୍ଭ ହୋଇଥିଲେ ହେଁ ବୁଧବାର ମଧ୍ୟାହ୍ଣରେ ମୋଦି ଟ୍ୱିଟ କରି ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ କହିଛନ୍ତି।

ଆଜି ଦିଲ୍ଲୀ ସ୍ଥିତି ଉପରେ ମୋଦି ସମୀକ୍ଷା କରିଥିଲେ। ଏହାପରେ ସେ ଟ୍ୱିଟ କରି କହିଛନ୍ତି, “ଦିଲ୍ଲୀର ବିଭିନ୍ନ ଅଞ୍ଚଳର ସ୍ଥିତି ବିଷୟରେ ବିସ୍ତୃତ ସମୀକ୍ଷା କରାଯାଇଛି। ଦିଲ୍ଲୀ ପୁଲିସ ଓ ଅନ୍ୟ ତଦନ୍ତକାରୀ ଏଜେନ୍ସି ଗ୍ରାଉଣ୍ଡରେ କାମ କରୁଛନ୍ତି। ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା କରିବା ସେମାନଙ୍କର ମୂଳଲକ୍ଷ୍ୟ ।

ଶାନ୍ତି ଓ ସହଂତି ଆମ ସଂସ୍କୃତିର ଏକ ଅଙ୍ଗ। ମୁଁ ଦିଲ୍ଲୀରେ ଥିବା ମୋ ଭାଇ ଓ ଉଭଣୀମାନଙ୍କୁ ଶାନ୍ତି ଓ ଭାଇଚାରା ପ୍ରତିଷ୍ଠା କରିବାକୁ ନିବେଦନ କରୁଛି। ଯଥାଶୀଘ୍ର ସ୍ୱାଭାବିକ ପରିସ୍ଥିତି ଫେରିବା ନିହାତି ଜରୁରୀ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story