ପାକ୍ ଆକାଶ ମାର୍ଗ ଛାଡ଼ି ବିଶକେକ୍‌ରେ ପହଞ୍ଚିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏସ୍‌ସିଓ ସମ୍ମିଳନୀରେ ଯୋଗଦେବା ପାଇଁ କିର୍ଗିଜିସ୍ତାନର ରାଜଧାନୀ ବିଶକେକ୍‌ରେ ପହଞ୍ଚିଛନ୍ତି। ପ୍ରଥମେ ମୋଦି ପାକିସ୍ତାନର ଆକାଶ ମାର୍ଗ ଦେଇ କିର୍ଗିଜିସ୍ତାନ ଯିବାର ଥିଲା। କିନ୍ତୁ ଗତକାଲି ମୋଦିଙ୍କ ରୁଟରେ ପରିବର୍ତ୍ତନ କରାଯାଇଥିଲା। ଆଜି ମୋଦି ତୁର୍କିମେନିସ୍ତାନ, ଉଜବେକିସ୍ତାନ, ତାଜାକିସ୍ତାନ ହୋଇ କିର୍ଗିଜସ୍ତାନରେ ପହଞ୍ଚିଛନ୍ତି। ପ୍ରଥମେ ମୋଦି ବିଶକେକ ଗସ୍ତ ପାଇଁ ପାକିସ୍ତାନ ବାୟୁମାର୍ଗକୁ ବ୍ୟବହାର କରିବାକୁ ଚାହୁଁଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା। ଏଥିପାଇଁ ଭାରତ ସରକାର ପାକିସ୍ତାନଠାରୁ ଅନୁମତି […]

waw

waw

Hemant Lenka
  • Published: Thursday, 13 June 2019
  • Updated: 13 June 2019, 06:34 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏସ୍‌ସିଓ ସମ୍ମିଳନୀରେ ଯୋଗଦେବା ପାଇଁ କିର୍ଗିଜିସ୍ତାନର ରାଜଧାନୀ ବିଶକେକ୍‌ରେ ପହଞ୍ଚିଛନ୍ତି। ପ୍ରଥମେ ମୋଦି ପାକିସ୍ତାନର ଆକାଶ ମାର୍ଗ ଦେଇ କିର୍ଗିଜିସ୍ତାନ ଯିବାର ଥିଲା। କିନ୍ତୁ ଗତକାଲି ମୋଦିଙ୍କ ରୁଟରେ ପରିବର୍ତ୍ତନ କରାଯାଇଥିଲା। ଆଜି ମୋଦି ତୁର୍କିମେନିସ୍ତାନ, ଉଜବେକିସ୍ତାନ, ତାଜାକିସ୍ତାନ ହୋଇ କିର୍ଗିଜସ୍ତାନରେ ପହଞ୍ଚିଛନ୍ତି।

ପ୍ରଥମେ ମୋଦି ବିଶକେକ ଗସ୍ତ ପାଇଁ ପାକିସ୍ତାନ ବାୟୁମାର୍ଗକୁ ବ୍ୟବହାର କରିବାକୁ ଚାହୁଁଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା। ଏଥିପାଇଁ ଭାରତ ସରକାର ପାକିସ୍ତାନଠାରୁ ଅନୁମତି ଲୋଡ଼ିଥିଲେ। ପାକିସ୍ତାନ ମଧ୍ୟ ଏଥିରେ ରାଜି ହୋଇଥିଲା। ହେଲେ ସୋଶାଲ୍‌ ମିଡିଆରେ ଏହାକୁ ଜୋରଦାର ବିରୋଧ କରାଯାଇଥିଲା। ଶେଷରେ ମୋଦି ନିଜ ବିମାନଯାତ୍ରାର ରୁଟ୍ ବଦଳାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story