ସଂକ୍ରମଣ କମିଲା, ଏବେ ଟିକା ବିତରଣ ଉପରେ ଫୋକସ ବୋଲି କହିଲେ ମୋଦି

ନୂଆଦିଲ୍ଲୀ: ଦୀର୍ଘ ୩ ସପ୍ତାହ ଧରି ଦେଶରେ କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଏହା ଏକ ଭଲ ସଙ୍କେତ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ମୋଦିଙ୍କ ଅଧ୍ୟକ୍ଷତାରେ ଦେଶର କରୋନା ସ୍ଥିତି ଓ ଟିକା ଉତ୍ପାଦନ, ବିତରଣ ଏବଂ କରୋନା ଟିକା କେଉଁ ପର୍ଯ୍ୟାୟରେ ରହିଛି, ତା’ର ଆଲୋଚନା ପାଇଁ ବୈଠକ ବସିଥିଲା। ଏହି ବୈଠକରେ ମୋଦି ଲୋକଙ୍କ ପାଖରେ ଯଥାଶୀଘ୍ର କରୋନା […]

ffg

ffg

Hemant Lenka
  • Published: Saturday, 17 October 2020
  • Updated: 17 October 2020, 09:10 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୩ ସପ୍ତାହ ଧରି ଦେଶରେ କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଏହା ଏକ ଭଲ ସଙ୍କେତ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ମୋଦିଙ୍କ ଅଧ୍ୟକ୍ଷତାରେ ଦେଶର କରୋନା ସ୍ଥିତି ଓ ଟିକା ଉତ୍ପାଦନ, ବିତରଣ ଏବଂ କରୋନା ଟିକା କେଉଁ ପର୍ଯ୍ୟାୟରେ ରହିଛି, ତା’ର ଆଲୋଚନା ପାଇଁ ବୈଠକ ବସିଥିଲା।

ଏହି ବୈଠକରେ ମୋଦି ଲୋକଙ୍କ ପାଖରେ ଯଥାଶୀଘ୍ର କରୋନା ଟିକା ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଛନ୍ତି। ମୋଦି ପ୍ରସ୍ତାବ ଦେଇଛନ୍ତି ଯେ ନିର୍ବାଚନ ଆୟୋଜନ କରିବା ଭଳି କରୋନା ଟିକା ବିତରଣ ପାଇଁ ସିଷ୍ଟମ ଆସିବା ଦରକାର। ସମସ୍ତ ରାଜ୍ୟର ସରକାର ଓ ସ୍ୱଂୟସହାୟକ ଗୋଷ୍ଠୀ‌କୁ ଏଥିରେ ସାମିଲ କରାଯିବା ଉଚିତ। ଭାରତରେ ୩ଟି ଟିକା ଏବେ ବିଭିନ୍ନ ପର୍ଯ୍ୟାୟରେ ରହିଛି। ଏହା ମଧ୍ୟରୁ ଗୋଟିଏ ଫେଜ-୨ରେ ଥିବା ବେଳେ ଆଉ ଗୋଟିଏ ଟିକାର ୩ୟ ପର୍ଯ୍ୟାୟ ଟ୍ରାଏଲ କରାଯାଉଛି।

ଭାରତୀୟ ବୈଜ୍ଞାନିକ ଓ ଗବେଷକମାନେ ମିଳିତ ଭାବେ ଏହା ଉପରେ କାମ କରୁଛନ୍ତି। ଆଫଗାନିସ୍ତାନ, ଭୁଟାନ, ବାଂଲାଦେଶ, ମାଳଦ୍ୱୀପ, ମରିସସ୍‌, ନେପାଳ ଓ ଶ୍ରୀଲଙ୍କାରେ ମଧ୍ୟ ଗବେଷଣା ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ବାଂଲାଦେଶ, ମିଆଁମାର, ଭୁଟାନ ଓ କତାର ପକ୍ଷରୁ ମଧ୍ୟ ଭାରତର କରୋନା ଟିକାର କ୍ଲିନକାଲ ଟ୍ରାଏଲ ସେମାନଙ୍କ ଦେଶରେ କରିବାକୁ ଅନୁରୋଧ କରାଯାଇଛି। ମୋଦି ବୈଠକରେ କେବଳ ପଡ଼ୋଶୀ ରାଷ୍ଟ୍ର ନୁହେଁ, ସମଗ୍ର ବିଶ୍ୱ ପାଇଁ ଭାରତ କରୋନା ଟିକା, ମେଡିସିନ ଓ ଟିକା ବିତରଣ ପାଇଁ ଆଇଟି ପ୍ଲାଟଫର୍ମ ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story