ସୀମା ବିବାଦ: ନଭେମ୍ବର ୧୭ରେ ସାମ୍ନାସାମ୍ନି ହେବେ ମୋଦି-ଜିନପିଙ୍ଗ

ନୂଆଦିଲ୍ଲୀ: ଭାରତ-ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସି ଜିନପିଙ୍ଗ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି। ଆସନ୍ତା ନଭେମ୍ବର ୧୭ରେ ରୁଷ ତରଫରୁ ବ୍ରିକ୍ସ ଦେଶର ସମ୍ମିଳନୀ ଆୟୋଜନ କରାଯାଉଛି। ଏଥିରେ ମୋଦି ଓ ଜିନପିଙ୍ଗ ମଧ୍ୟ ଯୋଗଦେବେ। ଅବଶ୍ୟ ଏହି ବ୍ରିକ୍ସ ସମ୍ମିଳନୀ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ବ୍ରିକ୍ସ ସମ୍ମିଳନୀର ଥିମ ରହିଛି “BRICS Partnership for Global Stability, Shared […]

gn

gn

Hemant Lenka
  • Published: Monday, 05 October 2020
  • Updated: 05 October 2020, 08:17 PM IST

Sports

Latest News

ନୂଆଦିଲ୍ଲୀ: ଭାରତ-ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସି ଜିନପିଙ୍ଗ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି। ଆସନ୍ତା ନଭେମ୍ବର ୧୭ରେ ରୁଷ ତରଫରୁ ବ୍ରିକ୍ସ ଦେଶର ସମ୍ମିଳନୀ ଆୟୋଜନ କରାଯାଉଛି। ଏଥିରେ ମୋଦି ଓ ଜିନପିଙ୍ଗ ମଧ୍ୟ ଯୋଗଦେବେ। ଅବଶ୍ୟ ଏହି ବ୍ରିକ୍ସ ସମ୍ମିଳନୀ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହେବ।

ଚଳିତ ବର୍ଷ ବ୍ରିକ୍ସ ସମ୍ମିଳନୀର ଥିମ ରହିଛି “BRICS Partnership for Global Stability, Shared Security and Innovative Growth”. ରୁଷ ପକ୍ଷରୁ ଜାରି ବିବୃତି ଅନୁସାରେ, ବ୍ରିକ୍ସ ସମ୍ମିଳନୀରେ ୫ଟି ଦେଶ-ବ୍ରାଜିଲ, ରୁଷ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକା ଯୋଗଦେବେ। କରୋନା ମହାମାରୀ ମଧ୍ୟରେ ବି ରୁଷ ପକ୍ଷରୁ ବିଶ୍ୱସ୍ତରରେ ପ୍ରାୟ ୬୦ଟି କାର୍ଯ୍ୟକ୍ରମ ଆୟୋଜନ କରାଗଲାଣି। ଏଥର ବ୍ରିକ୍ସ ସମ୍ମିଳନୀ ମଧ୍ୟ ଆୟୋଜନ ହେବ।

ଅନ୍ୟପକ୍ଷରେ ମୋଦି ଓ ଜିନପିଙ୍ଗ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଥିଲେ ହେଁ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ କି ନାହିଁ, ସେକଥା ସ୍ପଷ୍ଟ ହୋଇନାହିଁ। ଜୁନ୍‌ ମାସରୁ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଚରମ ସ୍ଥିତିରେ ରହିଛି। ଏସବୁ ଭିତରେ ମୋଦି ଓ ଜିନପିଙ୍ଗ ସାମ୍ନାସାମ୍ନି ହେବା ବେଶ ଗୁରୁତ୍ୱ ବହନ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story