ବାତ୍ୟା ‘ବାୟୁ’ ପାଇଁ ଏମିତି ଟ୍ୱିଟ୍‌ କଲେ ମୋଦି

ନୂଆଦିଲ୍ଲୀ: ଗୁଜରାଟ ଉପକୂଳକୁ ମାଡ଼ି ଆସୁଥିବା ବାତ୍ୟା ବାୟୁକୁ ନେଇ ଏବେ ପୋରବନ୍ଦର ଓ ଦିଉ ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ଭୋର ୪ଟାରେ ଏହା ସ୍ଥଳ ଭାଗ ଛୁଇଁବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ଏହା ଗୁଜରାଟର ଭେରାଭାଲ ଉପକୂଳଠାରୁ ୩୪୦ କିମି ଦୂରରେ ରହିଛି। ଲ୍ୟାଣ୍ଡଫଲ ବେଳେ ବାୟୁର ପ୍ରଭାବରେ ପବନର ଘଣ୍ଟାପ୍ରତି ବେଗ ୧୪୫ରୁ ୧୫୫ କିମି ଓ ବେଳେ ବେଳେ ଏହା ୧୭୫ କିମି ଛୁଇଁବ ବୋଲି ଆକଳନ […]

saq

saq

Hemant Lenka
  • Published: Wednesday, 12 June 2019
  • Updated: 12 June 2019, 05:11 PM IST

Sports

Latest News

ନୂଆଦିଲ୍ଲୀ: ଗୁଜରାଟ ଉପକୂଳକୁ ମାଡ଼ି ଆସୁଥିବା ବାତ୍ୟା ବାୟୁକୁ ନେଇ ଏବେ ପୋରବନ୍ଦର ଓ ଦିଉ ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ଭୋର ୪ଟାରେ ଏହା ସ୍ଥଳ ଭାଗ ଛୁଇଁବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ଏହା ଗୁଜରାଟର ଭେରାଭାଲ ଉପକୂଳଠାରୁ ୩୪୦ କିମି ଦୂରରେ ରହିଛି। ଲ୍ୟାଣ୍ଡଫଲ ବେଳେ ବାୟୁର ପ୍ରଭାବରେ ପବନର ଘଣ୍ଟାପ୍ରତି ବେଗ ୧୪୫ରୁ ୧୫୫ କିମି ଓ ବେଳେ ବେଳେ ଏହା ୧୭୫ କିମି ଛୁଇଁବ ବୋଲି ଆକଳନ କରାଯାଇଛି।

ସେହିପରି ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରିଛନ୍ତି। ସେ କହିଛନ୍ତି, “ବାତ୍ୟା ବାୟୁ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଲୋକଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି। ସରକାର ଓ ସ୍ଥାନୀୟ ପ୍ରଶାସନ ବାୟୁ ସମ୍ପର୍କରେ ଟିକିନିକି ଖବର ଦେଉଛନ୍ତି। ତେଣୁ ଲୋକମାନେ ଏହି ସୂଚନାକୁ ଭଲ ଭାବେ ଧ୍ୟାନ ଦିଅନ୍ତୁ ଏବଂ ତଦ୍‌ନୁସାରେ ନଜକୁ ସୁରକ୍ଷିତ ରଖିବାକୁ ପଦକ୍ଷେପ ଗ୍ରହଣ କରନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story