ପ୍ରଧାନମନ୍ତ୍ରୀ ଟ୍ୱିଟ କରିଥିବା ବର୍ଷା ଭିଜା ସୂର୍ଯ୍ୟ ମନ୍ଦିରର ଭିଡିଓ ଭାଇରାଲ

ଅହମଦାବାଦ: ଗୁଜରାଟର ମୋଧେରାରେ ରହିଛି ଏକ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର। ବର୍ଷା ଦିନେ ମନ୍ଦିରଟିକୁ ଯେମିତି ଝରଣା ଧୋଇ ଦେଉଛି ସେହିଭଳି ଦୃଶ୍ୟ ଦେଖିବାକୁ ମିଳେ। ଚଳିତ ବର୍ଷ ମନ୍ଦିରଟି କେମିତି ବର୍ଷା ପାଣିରେ ଧୋଇ ହୋଇଯାଉଛି, ତା’ର ଭିଡିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ ୭.୪୫ରେ ଟ୍ୱିଟ କରିଥିଲେ। ଏଥିରେ ମନ୍ଦିର ଗୁଡ଼ିକୁ ବର୍ଷାପାଣି ଧୋଇବାର ଦୃଶ୍ୟ ରହିଛି। ଏହା ଏକ ଝରଣାର ଭ୍ରମ ସୃଷ୍ଟି କରିଛି। ମୋଦି ଭିଡିଓ ସହ ଲେଖିଛନ୍ତି ଯେ […]

n

n

Hemant Lenka
  • Published: Wednesday, 26 August 2020
  • Updated: 26 August 2020, 04:43 PM IST

Sports

Latest News

ଅହମଦାବାଦ: ଗୁଜରାଟର ମୋଧେରାରେ ରହିଛି ଏକ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର। ବର୍ଷା ଦିନେ ମନ୍ଦିରଟିକୁ ଯେମିତି ଝରଣା ଧୋଇ ଦେଉଛି ସେହିଭଳି ଦୃଶ୍ୟ ଦେଖିବାକୁ ମିଳେ। ଚଳିତ ବର୍ଷ ମନ୍ଦିରଟି କେମିତି ବର୍ଷା ପାଣିରେ ଧୋଇ ହୋଇଯାଉଛି, ତା’ର ଭିଡିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ ୭.୪୫ରେ ଟ୍ୱିଟ କରିଥିଲେ।

ଏଥିରେ ମନ୍ଦିର ଗୁଡ଼ିକୁ ବର୍ଷାପାଣି ଧୋଇବାର ଦୃଶ୍ୟ ରହିଛି। ଏହା ଏକ ଝରଣାର ଭ୍ରମ ସୃଷ୍ଟି କରିଛି। ମୋଦି ଭିଡିଓ ସହ ଲେଖିଛନ୍ତି ଯେ ମୋଧେରାର ସୂର୍ଯ୍ୟ ମନ୍ଦିର ବର୍ଷା ଦିନେ ଅତ୍ୟନ୍ତ ଚମତ୍କାର ଦିଶୁଛି। ଆପଣ ବି ଥରେ ଦେଖନ୍ତୁ।
https://twitter.com/i/status/1298443901703827457
୫୫ ସେକେଣ୍ଡର ଭିଡିଓଟି ଏବେ ଟ୍ୱିଟରରେ ଭାଇରାଲ ହୋଇଛି । ଏହାକୁ ୧.୬ ମଲିୟନରୁ ଅଧିକ ଲୋକ ଦେଖିସାରିଥିବାବେଳେ ପ୍ରାୟ ୨ଲକ୍ଷ ୨୫ ହଜାର ଲୋକ ଏହାକୁ ଲାଇକ୍ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story