ପ୍ରଧାନମନ୍ତ୍ରୀ ପଦରେ ମୋଦିଙ୍କ ନାଁରେ ନୂଆ ରେକର୍ଡ, ପଛରେ ପଡ଼ିଲେ ବାଜପେୟୀ

ନୂଆଦିଲ୍ଲୀ: ଆଉ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ପ୍ରଥମ ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଦେଶକୁ ସବୁଠାରୁ ଅଧିକ ଦିନ ଶାସନ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ରହିଥିଲା। ବାଜେପେୟୀ ଭାରତର ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ୨,୨୬୮ ଦିନ କାର୍ଯ୍ୟ କରିଥିଲେ। ହେଲେ ଏବେ ମୋଦି ଏହାକୁ ଅତିକ୍ରମ କରି ଯାଇଛନ୍ତି। ୨୦୧୪ ମେ’ ୨୬ରେ ଭାରତର […]

dyh

dyh

Hemant Lenka
  • Published: Thursday, 13 August 2020
  • Updated: 13 August 2020, 07:35 PM IST

Sports

Latest News

ନୂଆଦିଲ୍ଲୀ: ଆଉ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ପ୍ରଥମ ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଦେଶକୁ ସବୁଠାରୁ ଅଧିକ ଦିନ ଶାସନ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ନାଁରେ ରହିଥିଲା। ବାଜେପେୟୀ ଭାରତର ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ୨,୨୬୮ ଦିନ କାର୍ଯ୍ୟ କରିଥିଲେ। ହେଲେ ଏବେ ମୋଦି ଏହାକୁ ଅତିକ୍ରମ କରି ଯାଇଛନ୍ତି।

୨୦୧୪ ମେ’ ୨୬ରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ନରେନ୍ଦ୍ର ମୋଦି ସର୍ବାଧିକ ସମୟ ଏହି ପଦରେ ରହିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ୪ର୍ଥ ସ୍ଥାନରେ ରହିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ଭାରତର ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ବର୍ଷ କାର୍ଯ୍ୟ କରିଛନ୍ତି। ତାଙ୍କ ରେକର୍ଡର ନିକଟରେ ବି କେହି ପହଞ୍ଚି ପାରିନାହାନ୍ତି। ଭାରତ ସ୍ୱାଧୀନତା ହେବା ଦିନ ଅର୍ଥାତ ୧୯୪୭ ଅଗଷ୍ଟ ୧୫ ତାରିଖ ଦିନ ନେହରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ସେ ୧୯୬୪ ମସିହା ମେ’ ୨୭ ତାରିଖ ଅର୍ଥାତ ପ୍ରାଣ ହରାଇବା ଯାଏ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହାର ଅର୍ଥ ନେହରୁ ୧୬ ବର୍ଷ ୨୮୬ ଦିନ ଯାଏ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ନେହରୁଙ୍କ ପରେ ତାଙ୍କ ଝିଅ ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ବର୍ଷ କାମ କରିଥିବା ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଶ୍ରୀମତୀ ଗାନ୍ଧି ପ୍ରଧାନମନ୍ତ୍ରୀ ଭାବେ ୧୧ ବର୍ଷ ୫୯ ଦିନ କାର୍ଯ୍ୟ କରିଥିଲେ। ତୃତୀୟ ସ୍ଥାନରେ ମନମୋହନ ସିଂହ ରହିଛନ୍ତି। ଶ୍ରୀ ସିଂହ ୧୦ ବର୍ଷ ୪ ଦିନ କାଳ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ।

ଏହି ୩ କଂଗ୍ରେସ ନେତାଙ୍କ ପରେ ମୋଦି ଆସୁଛନ୍ତି। ମୋଦି ୬ ବର୍ଷ ୭୯ ଦିନ ହେଲା ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଲେଣି। ୨୦୨୪ ଯାଏ ସେ ଏହି ପଦରେ ରହିବେ।

ମୋଦି ୨୦୧୪ରେ ପ୍ରଥମଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ୩୦୩ ଆସନ ଜିତିବାରୁ ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story