ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ କ’ଣ କହିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଗକୁ ପୂଜା ସିଜିନ ଆସୁଥିବା ବେଳେ ଶୀତ ମଧ୍ୟ ଦେଶର ପାଦଦେଶରେ ପହଞ୍ଚି ଗଲାଣି। ଏସବୁ ଭିତରେ ଭାରତର କରୋନା ସ୍ଥିତି କ’ଣ ରହିବ, ସେ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଦେଶରେ କରୋନା ସ୍ଥିତି ହ୍ରାସ ପାଉଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ। ସନ୍ଧ୍ୟା ୬ଟାରେ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ଆଜି ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ମୋର ଦେଶବାସୀଙ୍କ […]

modi1

modi1

Hemant Lenka
  • Published: Tuesday, 20 October 2020
  • Updated: 20 October 2020, 02:53 PM IST

Sports

Latest News

ନୂଆଦିଲ୍ଲୀ: ଆଗକୁ ପୂଜା ସିଜିନ ଆସୁଥିବା ବେଳେ ଶୀତ ମଧ୍ୟ ଦେଶର ପାଦଦେଶରେ ପହଞ୍ଚି ଗଲାଣି। ଏସବୁ ଭିତରେ ଭାରତର କରୋନା ସ୍ଥିତି କ’ଣ ରହିବ, ସେ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଦେଶରେ କରୋନା ସ୍ଥିତି ହ୍ରାସ ପାଉଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ।

ସନ୍ଧ୍ୟା ୬ଟାରେ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ଆଜି ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ମୋର ଦେଶବାସୀଙ୍କ ପାଖରେ ଗୋଟିଏ ବାର୍ତ୍ତା ପହଞ୍ଚାଇବାକୁ ଚାହୁଁଛି। ସନ୍ଧ୍ୟା ୬ଟାରେ ମୁଁ ସମ୍ବୋଧନ କରିବି। ଆପଣମାନେ ମୋ ସହ ଯୋଡ଼ି ହୁଅନ୍ତୁ ବୋଲି ସେ କହିଛନ୍ତି।

ତେବେ ମୋଦି କେଉଁ ବିଷୟରେ କହିବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୋଦି ସମ୍ଭବତଃ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ କିଛି ପଦକ୍ଷେପ ସମ୍ପର୍କରେ ଘୋଷଣା କରିପାରନ୍ତି। କରୋନା କଟକଣା ଯୋଗୁ ଲୋକଙ୍କ ସ୍ଥିତି ବେହାଲ ହୋଇଥିବାରୁ ମୋଦି କିଛି କଲ୍ୟାଣକାରୀ ପାଣ୍ଠି ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି।

ଆଉ କିଛି ଲୋକ ମୋଦି କରୋନା ସ୍ଥିତି ସମ୍ପର୍କରେ ଦେଶବାସୀଙ୍କୁ ସୂଚନା ଦେବାର ଆକଳନ କରିଛନ୍ତି। ସେହିପରି ଆଉ କିଛି ଲୋକ ଆଗକୁ ପୂଜା ଆସୁଥିବାରୁ ଲୋକମାନେ କେମିତି କରୋନା କାଳ ମଧ୍ୟରେ ଉତ୍ସବ ପାଳନ କରିବେ, ସେ ସମ୍ପର୍କରେ ସମସ୍ତଙ୍କୁ ସତର୍କ କରାଇବାକୁ ଆସୁଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story