ପୁଣି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ଋଣ ଜାଲିଆତି

ମୁମ୍ୱାଇ : ୨୦୧୮ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନବି) ଋଣ ଜାଲିଆତି ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ପୁଣି ଉକ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ସମାନ ଅଭିଯୋଗ ଆସିଛି। ଦେୱାନ ହାଉସିଂ ଫାଇନାନ୍ସ ଲିମିଟେଡ (ଡିଏଚଏଫଏଲ) ନେଇଥିବା ପ୍ରାୟ ୩ ହଜାର ୭ ଶହ କୋଟି ଟଙ୍କାର ଋଣ ଏବେ ଠକେଇରେ ପରିଣତ ହୋଇଥିବା ପିଏନବି କହିଛି। ଏନେଇ ପିଏନବି ପକ୍ଷରୁ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇକୁ ଅବଗତ କରାଯାଇଛି। ଏହି ଋଣ […]

daw

daw

Hemant Lenka
  • Published: Friday, 10 July 2020
  • Updated: 10 July 2020, 01:23 PM IST

Sports

Latest News

ମୁମ୍ୱାଇ : ୨୦୧୮ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନବି) ଋଣ ଜାଲିଆତି ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ପୁଣି ଉକ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ସମାନ ଅଭିଯୋଗ ଆସିଛି। ଦେୱାନ ହାଉସିଂ ଫାଇନାନ୍ସ ଲିମିଟେଡ (ଡିଏଚଏଫଏଲ) ନେଇଥିବା ପ୍ରାୟ ୩ ହଜାର ୭ ଶହ କୋଟି ଟଙ୍କାର ଋଣ ଏବେ ଠକେଇରେ ପରିଣତ ହୋଇଥିବା ପିଏନବି କହିଛି।

ଏନେଇ ପିଏନବି ପକ୍ଷରୁ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇକୁ ଅବଗତ କରାଯାଇଛି। ଏହି ଋଣ ଟଙ୍କାକୁ ବ୍ୟାଙ୍କ ତା’ର ନନ୍ ପରଫର୍ମିଙ୍ଗ ଆସେଟ ହିସାବରେ ରଖିଥିଲା। ମୁମ୍ବାଇର ଦେୱାନ ହାଉସିଂ ଫାଇନାନ୍ସ ଲିମିଟେଡ (ଡିଏଚଏଫଏଲ) ବ୍ରାଞ୍ଚ ଋଣ ନେଇଥିଲେ ହେଁ ଆଉ ଫେରାଉ ନଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ଏନେଇ ଗତବର୍ଷ ନଭେମ୍ୱର ମାସରେ ଭୁଲ ମଡ଼ଗେଜ ଦେଇଥିବା ନେଇ ଡିଏଚଏଫଏଲକୁ ଆରବିଆଇ ନୋଟିସ ପଠାଇଥିଲା। ଏପରି କି ଜାତୀୟ କମ୍ପାନୀ ଆଇନ ପ୍ରାଧିକରଣରେ ମାମଲା ଦାଏର ହୋଇଥିଲା। ଏହି କମ୍ପାନୀ ସହ ଅନ୍ୟ କିଛି ଛୋଟଛୋଟ କମ୍ପାନୀ ସମ୍ପୃକ୍ତ ଥିବା ଜଣାପଡ଼ିଛି।

୩ ବର୍ଷ ମଧ୍ୟରେ ପିଏନବିରେ ୪ର୍ଥ ଋଣ ଜାଲିଆତି ମାମଲା। ୨୦୧୮ରେ ହୀରା ବ୍ୟବସାୟୀ ନୀରବ ମୋଦି ପିଏନବିରୁ ପ୍ରାୟ ୧୧,୩୦୦ କୋଟି ଟଙ୍କାର ଋଣ ଜାଲିଆତି କରି ଲଣ୍ଡନ ଫେରାର ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story